Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆସନ୍ତା ୨୫ରେ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶାସକ ବିଜେଡି ଉକ୍ତ ଦିନ ବିଧାୟକ ଦଳ ବୈଠକ ଡାକିଛି। ସ୍ୱଳ୍ପକାଳୀନ ବିଧାନସଭା ଅଧିବେଶନରେ ଶାସକ ଦଳର ରଣନୀତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସରକାରୀ ମୁଖ୍ୟ ସଚେତକ ପ୍ରମିଳା!-->!-->!-->…
ସରିଲା ସର୍ବଦଳୀୟ ବୈଠକ, କୋଭିଡ କଟକଣାରେ ବସିବ ବିଧାନସଭା
ଭୁବନେଶ୍ୱର: କରୋନା କୋପ କମିଥିଲେ ବି ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ କଟକଣାରେ ଚାଲିବ । ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା, ଯେଉଁ ନିୟମ ଲାଗୁ ହେଉଥିଲା, ଏବେ ବି ସେହି ବ୍ୟବସ୍ଥା ରହିବ । ଅଧିବେଶନ ପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ। ଆଜି ବସିଥିବା ସର୍ବଦଳୀୟ ବୈଠକରେ!-->…
ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣ କାମ ଆସନ୍ତା ଅଢ଼େଇ ବର୍ଷରେ ସରିବ: ବାଚସ୍ପତି
ଭୁବନେଶ୍ବର: ବିଧାୟକଙ୍କ ପାଇଁ ନିର୍ମିତ ବହୁତଳ ପ୍ରାସାଦର ନିର୍ମାଣ କାମ ଆସନ୍ତା ଅଢ଼େଇ ବର୍ଷରେ ସରିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାୟକଙ୍କ ପାଇଁ ନିର୍ମିତ ବହୁତଳ ପ୍ରାସାଦର ନିର୍ମାଣ କାର୍ଯ୍ୟ ଲାଗି ୨୭୫ କୋଟି!-->…
ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥା ତାହା ହେଉଛି ବିକାଶ- ସୁଲତା ଦେଓ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥା ତାହା ହେଉଛି ବିକାଶ । ୩୦ଟି ଯାକ ଜିଲ୍ଲା ପରିଷଦ ଆଗରୁ କୌଣସି ଦଳ ପାଇନାହିଁ ରାଜ୍ୟରେ । ଭାରତ ବର୍ଷରେ ଏହା ଗୋଟିଏ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ସେ!-->…
ଗାଡ଼ି ମଡ଼ାଇ ଦେବା ଘଟଣାର ପ୍ରତିବାଦରେ ସାରା ଓଡ଼ିଶାରେ ବିଜେପିର ସତ୍ୟାଗ୍ରହ
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାର ପ୍ରତିବାଦରେ ସାରା ଓଡ଼ିଶାରେ ଆଜି ସତ୍ୟାଗ୍ରହ କରୁଛି ବିଜେପି। ସବୁ ସହରାଞ୍ଚଳଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ହାତରେ ଦଳୀୟ ପତାକା, ପୋଷ୍ଟର ଓ ମୁହଁରେ କଳାପଟି ବାନ୍ଧି!-->…
ଓଡ଼ିଶା ରାଜନୀତିରେ ବିଜେଡିର ନୂଆ ଇତିହାସ: ପ୍ରଣବ ପ୍ରକାଶ ଦାସ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ସତୁରୀ ପ୍ରତିଶତ ଆସନରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ବରେ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି!-->…
ରାଜ୍ୟରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ସବୁ ଜିଲ୍ଲାରେ ପୋଛିନେଲା ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ!-->…
ଆସନ୍ତାକାଲି ସମସ୍ତ ସହରାଂଚଳରେ ସତ୍ୟାଗ୍ରହ କରିବ ବିଜେପି : ଗୋଲକ ମହାପାତ୍ର
ଭୁବନେଶ୍ୱର: ଚିଲିକାର ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ଗାଡି ଚଳାଇ ବିଜେପି କର୍ମୀଙ୍କୁ ମାରିବାକୁ ଉଦ୍ୟମ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଅତୀତରେ ମଧ୍ୟ ଶ୍ରୀ ଜଗଦ୍ଦେବ ବିଜେପି କର୍ମୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି । ଅଭ୍ୟାସଗତ ବିଶୃଙ୍ଖଳାକାରୀ ତଥା ଦବଙ୍ଗ!-->…
ବିଜେଡିରେ ନାହାନ୍ତି ଚିଲିକା ବିଧାୟକ : ସସ୍ମିତ ପାତ୍ର
ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ରଖିଲା ସ୍ପଷ୍ଟ ମତ । ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସାଂସଦ ସସ୍ମିତ ପାତ୍ର । ତାଙ୍କର!-->…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ବହିସ୍କାର କରାଯାଉ- ସମ୍ବିତ ପାତ୍ର
ଭୁବନେଶ୍ୱର: ଗତକାଲି ଖୋର୍ଦ୍ଧା ବାଣପୁର ବ୍ଲକ୍ ପରିଷରରେ ଅମାନବୀୟ ଘଟଣା ଘଟାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଏକ!-->…