Browsing Category

ରାଜନୀତି

କାହିଁକି ହାରିଲା କଂଗ୍ରେସ? ୩ ଜଣିଆ କମିଟି ଯିବ ଝାରସୁଗୁଡ଼ା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପରାଜୟର ସମୀକ୍ଷା କରାଯିବ। ହାଇକମାଣ୍ଡ ଏସଂପର୍କରେ ଅବଗତ ଅଛନ୍ତି। ଏଥିଲାଗି ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ। କାହିଁକି ଭୋଟ୍ କମିଲା ସେ ନେଇ ରିପୋର୍ଟ ଦେବ କମିଟି। ରିପୋର୍ଟ ଆସିବା ପରେ

ବିଧାନସଭାରେ ଶପଥ ନେଲେ ଦୀପାଳି ଦାସ..

ଭୁବନେଶ୍ବର: ଶପଥ ନେଲେ ଦୀପାଳି ଦାସ। ଉପବାଚସ୍ପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଦୀପାଳିଙ୍କ ମାଆ ଓ ଭାଇ ବିଶାଲ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ବିଧାନସଭାରେ ପହଞ୍ଚିବା ପରେ ଗୃହକୁ

ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର ଧରିଛି। ଗଞ୍ଜାମ ଓ ପଶ୍ଚିମ

ଝାରସୁଗୁଡ଼ାରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ ମହାନ୍ତି । ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । ବିଜେପି

ବାହା ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ : ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସହରର ଏକ ହୋଟେଲରେ ସେ ବଣିଆବାହାଳ ବାସିନ୍ଦା ଅଭିଲିସାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ବହୁ ଜନପ୍ରତିନିଧି, ରାଜନେତା ଯୋଗ ଦେଇଥିଲେ। ଆସନ୍ତା ରବିବାର ତାଙ୍କ

ବାଚସ୍ପତିଙ୍କ ସହ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଜଲଦି ହେବ ମନ୍ତ୍ରୀ ମଣ୍ଡଳ ଅଦଳବଦଳ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ

ଜିଲ୍ଲା କଂଗ୍ରେସ ଭବନରେ ଦୁଇ ବରିଷ୍ଠ ନେତାଙ୍କ ଖଣ୍ଡଯୁଦ୍ଧ

ଜିଲ୍ଲା କଂଗ୍ରେସ ଭବନ ସାଜିଲା କୁରୁକ୍ଷେତ୍ର। ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ବିଧା, ଗୋଇଠା, ମୁଥ ମାଡ଼ରେ ପରଷ୍ପର ଦୁହେଁଦୁହିଁଙ୍କୁ ଆକ୍ରମଣ କରୁଥିଲେ। ତଳେ ପଡ଼ୁଥିଲେ, ପୁଣି ଉଠି ଲଢ଼ୁଥିଲେ। ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା ଯେ, ପାର୍ଟି

ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ ଟାରୁ ଭୋଟ ଗଣତି…

ଝାରସୁଗୁଡ଼ା: ଉତ୍କଣ୍ଠାରେ ନେତା, ଉତ୍କଣ୍ଠାରେ ଜନତା । ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାପୂର୍ବରୁ ଭୋଟ୍‌ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯିବ। ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର

୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଝାରସୁଗୁଡ଼ା ଭୋଟ୍ ପରେ ବିଜେଡି ପକ୍ଷରୁ ବଡ଼ ବୟାନ ଜାରି ହୋଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି ଦାସ। ସେ ଆହୁରି କହିଛନ୍ତି, ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି। ମତଦାନ ପାଇଁ ଲୋକଙ୍କକ ଆଗ୍ରହ

ଝାରସୁଗୁଡ଼ା ଉପନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା