Browsing Category

ରାଜନୀତି

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନପତ୍ର ଦାଖଲ

ଝାରସୁଗୁଡା : ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

ଝାରସୁଗୁଡା ଉପନିର୍ବାଚନ : ଟଙ୍କଧର ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ଗତକାଲି ବିଜେପି ମଧ୍ୟ ତା ପ୍ରାର୍ଥୀର ନାମ ଘୋଷଣା କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ଙ୍କୁ ରାଜ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଚୟନ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରିଛି। ଅନେକ

ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ନବୀନ; ସବୁଠୁ ଆଗରେ ଆନ୍ଧ୍ରର ଜଗନ ରେଡ୍ଡି

ଭୁବନେଶ୍ବର: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍‌ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର

ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ

ପଥଚାରୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବିସିଜେଡି ପକ୍ଷରୁ ଜଳ ସେବା କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି ଲୋକଙ୍କୁ ବେହାଲ କରିଛି । ରାଜଧାନୀରେ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ପାଣିଟୋପେ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ରଞ୍ଜନ ଦାସଙ୍କ

ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ…

ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କଲା ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି। ଏନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ

ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ…

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି। ଏମିତିକି ବିଜେଡିର ଆୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ମୋଟ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏଟ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ

ଦିନେ ଦୁଇ ଦିନ ଭିତରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ବର: ଡବଲ୍ ଇଞ୍ଜିନ ସରକାର ଲକ୍ଷ୍ୟ ନେଇ ଓଡ଼ିଶା ବିଜେପି କାମ କରୁଛି ଏବଂ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ସରକାର କରିବା

ରାଜ୍ୟରେ କେତେ ଶିକ୍ଷିତ ବେକାର ପାଉନାହାନ୍ତି ଚାକିରି, କେତେ ମଲେଣି ଦାଦନ ଶ୍ରମିକ ?; ତଥ୍ୟ ରଖିଲା ବିଜେପି…

ଭୁବନେଶ୍ୱର : ନିର୍ବାଚନକୁ ତତ୍ତ୍ୱାବଧାନ କରୁଥିବା ଏଡିଆର ତାହାର ରିପୋର୍ଟରେ ବିଜେଡି ଦେଶର ୩୬ ଆଞ୍ଚଳିକ ରାଜନୈତିକ ଦଳ ଭିତରୁ ଧନୀ ବୋଲି ପ୍ରକାଶ କରିଛି। ସେପଟେ ସିଏଜି ଜାରି କରିଥିବା ରିପୋର୍ଟ ମୁତାବକ ଓଡ଼ିଶାରେ ଉତ୍ପାଦିନ ଖଣିଜ ପଦାର୍ଥରୁ ୫୦ ହଜାର କୋଟି ଟଙ୍କାର ରୟାଲିଟି ମିଳୁଛି

“ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ”, ବିବାଦୀୟ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଜଳେଶ୍ୱର: ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।