Browsing Category

ରାଜନୀତି

ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ

କଟକ : ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ । ବିଲ୍‌ରେ ପ୍ରମୋଟର ଓ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଦାୟିତ୍ୱ । ଆପାର୍ଟମେଣ୍ଟ ମାଲିକଙ୍କ ଦାୟିତ୍ୱ- ସଂଘର ନିୟମକୁ ମାନି ଚଳିବା । ଆପାର୍ଟମେଣ୍ଟରେ କୌଣସି…

୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ବିଜେଡି…

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଂଗଠନିକ ସ୍ଥିତି ସୁଦୃଢ଼ କରୁଛି ବିଜେଡି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଦଳ । ଏମାନଙ୍କ ଭିତରେ ଅଛନ୍ତି ୨୦ ଜଣ ମନ୍ତ୍ରୀ ଓ ବିଧାୟକ । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ବିଜେଡି…

ଯଦି କଂଗ୍ରେସ କହିବ ରାହୁଲ ଗାନ୍ଧୀ ଆଇନର ଊର୍ଦ୍ଧ୍ୱରେ, ତେବେ କିଛି କହିବାର ନାହିଁ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ କଳା ପୋଷାକ ପିନ୍ଧି ଗୃହରେ ପ୍ରତିବାଦ କରିଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବରିଷ୍ଠ ବିଜେପି ନେତା କହିଛନ୍ତି, ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ।…

ବିଧାନସଭାରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକଙ୍କ ହୋ-ହଲ୍ଲା

ଭୁବନେଶ୍ୱର : ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ଆରମ୍ଭରୁ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଓ ନାରାବାଜି କରିଥିଲେ । ମୋଦୀ ସରକାରଙ୍କ…

ନୂଆ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା । ନୂଆ ସଭାପତି ମନମୋହନ ସାମଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି । ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱାଗତ କଲେ । ଦଳୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହି ମଧ୍ୟ ସ୍ୱାଗତ ଜଣାଇଛନ୍ତି । ନବୀନ ବାବୁ…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ…

୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇ ସ୍କୁଲ୍ ର ରୂପାନ୍ତର ହେବ - ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ଖଡ଼ିଆଳରୁ ନିର୍ବାଚନ ଲଢ଼ିବେ ଶ୍ରୀକାନ୍ତ ଚାଟାର୍ଜୀ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଆଗାମୀ ନିର୍ବାଚନରେ ଲଢ଼ିବେ ବୋଲି ଅବସରପ୍ରାପ୍ତ ଆୟକର କମିସନର ଶ୍ରୀକାନ୍ତ ଚାଟାର୍ଜୀ ଘୋଷଣା କରିଛନ୍ତି। ଏ ନେଇ ଅଗ୍ରସେନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ଏହି…

ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲା ବିଜେଡି, ଜବାବ ରଖିଲା ବିଜେପି..

ଭୁବନେଶ୍ବର: ଶୂନ୍ୟକାଳରେ କେନ୍ଦ୍ର  ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ  ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର ଯାହା ଅର୍ଥ  ଘୋଷଣା କରନ୍ତି,…

ଗୃହ କମିଟି ବୋଡେନ ଯାଇ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି…

ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ବୋଡେନ ଗାଁରେ ଗୋଟେ ପଟେ ମାଓବାଦୀଙ୍କ ଭୟ, ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ। ଅଶିକ୍ଷିତ – ଗରିବ – ଆଦିବାସୀଙ୍କୁ…

ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ ବିଧାନସଭା ଆଜି କମ୍ପିଥିଲା । ବିରୋଧୀ ଦଳ…