Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନବ ଦାସଙ୍କ ହତ୍ୟା ପଛରେ ଅନେକ ଲୋକଙ୍କ ହାତ ରହିଛି : ଜୟଦେବ
ଭୁବନେଶ୍ୱର: ଦିନକୁ ଦିନ ନବ ଦରସଙ୍କ ହତ୍ୟା ପଛର ଗୁମର ଖୋଲିବାରେ ଲାଗିଛି । ନବ ଦାସଙ୍କୁ ହତ୍ୟା ନେଇ ଗୋପାଳର ଫୋଟୋ ଭାଇରାଲ ହେବାର ପ୍ରସଙ୍ଗ ଏବେ ସାମ୍ନାକୁ ଆସିଛି । ଏହି ମାମଲରୁ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଯଦି ଏହି ଫଟୋ ଥିଲା ତେବେ ୨୭!-->…
ଜୟନାରାୟଣ ମିଶ୍ରଙ୍କ ବିସ୍ପୋରକ ବୟାନ…
ଭୁବନେଶ୍ୱର: ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ,ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି ସନ୍ଦେହ କଲେ । ଉଭୟଙ୍କ ନଁ ଦେଇ ଆରୋପ ଲଗାଇଲେ ଜୟନାରାୟଣ ମିଶ୍ର । ହତ୍ୟାର ୪ଦିନ ପୂର୍ବରୁ ୫ଟି ସଚିବ,ପ୍ରଣବ ପ୍ରକାଶ ଦାସ କଥା ହୋଇଥିଲେ । ଉଭ୍ରଙ୍କ ମଧ୍ୟରେ!-->…
ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି
ଭୁବନେଶ୍ବର: ବିଧାନସଭା ଅଧିବେଶନର ଭର୍ଚୁଆଲ ମୋଡକୁ ସର୍ବଦଳୀୟ ବୈଠକରେ ବିଜେପି ବିରୋଧ କରିଛି। ଏହି କାରଣରୁ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ। ଆମେ ଏହା ଦାବି କଲୁ। ପାର୍ଲିଆମେଣ୍ଟ କିମ୍ବା!-->…
ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା: ମୁଖ୍ୟମନ୍ତ୍ରୀ
ବରଗଡ଼: ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି।!-->…
ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲିବ: ଜୟନାରାୟଣ ମିଶ୍ର…
ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ। ଘଟଣା ପଛରେ ଅନେକ ରହସ୍ୟ ରହିଛି। ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର!-->…
ମହିଳା IICଙ୍କୁ ମାଡ଼ ମାରିବା ଘଟଣା: ଜୟନାରାୟଣଙ୍କ ସରକାରୀ ବାସଭବନ ସମ୍ମୁଖରେ କିନ୍ନର ସମାଜ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର: କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ!-->…
ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଉପନିର୍ବାଚନ ବେଳେ ବିଜେଡି ପକ୍ଷରୁ ପଦ୍ମପୁର ବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ଉପନିର୍ବାଚନରେ ବିଜେଡିର ବୃହତ୍ ବିଜୟ ହୋଇଥିବା ବେଳେ ଏବେ!-->…
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି ଯୁବମୋର୍ଚ୍ଚା…
ଭୁବନେଶ୍ୱର : ଓଡ଼ିଶାରେ ଶାସନ କିଏ ଚଳାଉଛି? ଓଡ଼ିଶା ପୋଲିସ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହବିଭାଗ ସବୁଠି ଅରାଜକତା କରୁଛି । ଓଡ଼ିଶାରେ ଗଣତନ୍ତ୍ର ନାଁରେ ଗୁଣ୍ଡାତନ୍ତ୍ର, ବାବୁତନ୍ତ୍ର ଓ ପୋଲିସତନ୍ତ୍ର ଚାଲିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା!-->…
ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି…
ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ । ମୁଖ୍ୟ ସଚେତନ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକମାନେ ଭେଟିଲେ । ଜୟନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ନିଜ ମତ ରଖିଛନ୍ତି!-->…
ସେ ଚାହିଁଲେ ମାରିପାରିବେ, ଯେଉଁଠିକି କହିବେ ସେଠାକୁ ଯିବି: ଜୟନାରାୟଣ
ଭୁବନେଶ୍ୱର: ‘ସେ କ’ଣ ଷଣ୍ଢ ପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୁଲିସ୍ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ।’ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ବିବାଦରେ ବିରୋଧୀ ଦଳ ନେତା!-->…