Browsing Category

ଅପରାଧ

ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ…

ଭୁବନେଶ୍ୱର: ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇଦିନ ତଳେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ…

ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ: ଡ୍ରାଇଭର ଫେରାର..

ବାଲିଗୁଡା:, କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମୋହନଗିରି ଘାଟିରେ ଏହି ଟ୍ରକଟି ଦ୍ରୁତ ଗତିରେ ଯାଉଥିଲା। ଏନେଇ ପୋଲିସ ସନ୍ଦେହ କରି ଟ୍ରକ୍‌ନଂ. ଏଚଆର-୬୯

ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିବା ମୁସ୍କାନ ଓ ତାଙ୍କର ୩ ସହଯୋଗୀ ଗିରଫ…

ଭୁବନେଶ୍ବର : ନିଜର ଆକର୍ଷଣୀୟ ଚେହେରାରେ ଫସାଉଥିଲେ। ଆଉ ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍‌ରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫା ଖାତୁନ୍‌। ଆଜି ଭୁବନେଶ୍ୱର…

କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜମି ଦଲାଲ…

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜଣେ ଜମି ଦଲାଲ। ଜମି ଦଲାଲ ବିଚିତ୍ର ବେହେରାକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଭୁବନେଶ୍ୱର ମଳିପଡାରୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜାଲ ଆଧାର କାର୍ଡ, ଜମି କାଗଜ ପତ୍ର ଓ ନକଲି ଫଟୋ ଲଗାଇ ଜମି ବିକ୍ରି…

ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ ଘଟି ପଡ଼ିଲା ରକ୍ତଛିଟା…

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ।…

ଅଭିନବ ଉପାୟରେ ଲୁଟୁଛି ନାବାଳକ ଗ୍ୟାଙ୍ଗ, ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ପରେ କରୁଛି ବ୍ଲାକମେଲିଂ…

ଭୁବନେଶ୍ୱର : ରାଜଧାନୀରେ ଅଭିନବ ଉପାୟରେ ଦୁଇ ଜଣ ଯୁବକଙ୍କୁ ଲୁଟିଛନ୍ତି ନାବାଳକ ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସମଲିଙ୍ଗି ସମ୍ପର୍କ ରଖୁଥିବା…

ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ ୨୫ ହଜାର ଟଙ୍କା ଚୋରି କଲେ ଦୃର୍ବତ୍ତ…

ଛତ୍ରପୁର :ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା ଓ ଏଟିଏମ ,ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର

ଜୁଆ ଆଡ୍ଡାରେ ଚଢ଼ଉ: ୩ ଗିରଫ,୫ ହଜାର ୨୪୦ ଟଙ୍କା ଓ ୩ ମୋବାଇଲ ଜବତ…

ହିଞ୍ଜିଳିକାଟୁ, ୯/୧୦(): ଆରମ୍ଭ ହେଲାଣି ପାର୍ବଣ ଋତୁ।ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ଆରମ୍ଭ ହେବାର ପୂର୍ବାଭାସ ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ମୁଣ୍ଡ ଟେକିଲାଣି ଜୁଆ ଆଡ୍ଡା। ପାରମ୍ପରିକ ଖେଳ ନାଁ ରେ ଏସବୁ ବେଆଇନ ଜୁଆ ଖେଳ ଜୁଆଡିଙ୍କୁ ସର୍ବସ୍ୱାନ୍ତ କରୁଥିବା

ବ୍ରହ୍ମପୁର ରେ ହୁକ୍କାବାର ନିଶା ର ଶିକାର ଯୁବପିଢ଼ି… !ପୋଲିସ ବାବୁଙ୍କ ଆଶୀର୍ବାଦ ରେ ଚାଲିଛି ନିଶା ବେପାର…

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଙ୍କ ଖୋଦ ଜିଲ୍ଲା ବ୍ରହ୍ମପୁର ରେ ହୁକ୍କାବାର ବ୍ୟବସାୟ ଆରମ୍ଭ ଯୁବପିଢ଼ି ନିଶା ରେ ମସଗୁଲ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ହୁକ୍କାବାର କରିବାକୁ ନିଶା ମାଫିଆ ମାନଙ୍କୁ ନିର୍ଦ୍ଧେଶ ମିଳୁନଥିବା ବେଳେ ବ୍ରହ୍ମପୁର ରେ କେମିତି ନିର୍ଦ୍ଧେଶ ମିଳିଲା ତାହାକୁ ନେଇ