Browsing Category

ଅପରାଧ

ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା; ଜଣେ ମୃତ, ୬ ଆହତ…

ରଣପୁର: ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚାନ୍ଦପୁର ବାଇପାସ୍‌ ନିକଟ ଗୌରଚନ୍ଦ୍ରପୁର ଛକରେ ଏହି ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା…

ବିଏସ୍‌ଏଫ୍ ଯବାନଙ୍କ ମାଡ଼ରେ ଟ୍ରାଫିକ କନଷ୍ଟେବଲ ଆହତ…

ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ। ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।…

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ହେଡ୍‌ କନେଷ୍ଟବଳ ମୃତ

ମାଲକାନଗିରି: IED ବିସ୍ଫୋରଣରେ ହେଡ୍‌ କନେଷ୍ଟବଳ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ । ୧୬୦ ବାଟାଲିୟନ ହେଡ୍‌ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ…

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ମିଳିଲା

ବଲାଙ୍ଗିର: ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ଝୁଲନ୍ତା ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣl ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ ମୃତଦେହ ମିଳିଛି।…

ରିମାଣ୍ଡରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ, ଚାଲିଛି ମାରାଥନ୍‌ ଜେରା

ବାଲେଶ୍ବର:ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି…

ଘରକୁ ଫେରିଲେ ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ୪ ଛାତ୍ର

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ବଡ଼ହଳ ସ୍ଥିତ ଏକ ଘରୋଇ କଲେଜର ହଷ୍ଟେଲରୁ ଶନିବାର ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ସେମାନେ ସମସ୍ତେ ଘରକୁ ଫେରିଆସିଛନ୍ତି। ଏହି ଛାତ୍ରମାନେ ନିଖୋଜ ଥିବା ନେଇ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ଟାଉନ୍ ଥାନାକୁ…

ବସ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମଗିରି: ଆଜି ସକାଳ ସାତ ଟା ବେଳେ ବ୍ରହ୍ମଗିରି ଡେଲାଙ୍ଗ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି । ବ୍ରହ୍ମଗିରିରୁ ଭୟା ଡେଲାଙ୍ଗ ରୋଡ ନିରାକାରପୁର ଖୋର୍ଦ୍ଧା କଟକ ଯାଉଥିବା ନୀଳଚକ୍ର ବସ୍ ମଣପଡ଼ା ଛକରେ…

ଅଟ୍ରୀ ହଟକେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ମୂର୍ତ୍ତି ଓ ଅଳଙ୍କାର ସହ ଦାନବାକ୍ସ ଲୁଟ୍…

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଅଟ୍ରୀର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର। ମନ୍ଦିରରୁ ରୁପାର ନାଗ ମୂର୍ତ୍ତି, ଦେବୀ ପାର୍ବତୀଙ୍କ ଅଳଙ୍କାର ଓ ରୁପାର ଶିବ ମୂର୍ତ୍ତି ସହ ଦାନବାକ୍ସ ନେଇ ଯାଇଛନ୍ତି ଚୋର। ସେହିପରି ମନ୍ଦିର ପରିସରରେ ଥିବା ପ୍ରେମାନନ୍ଦ ଆଶ୍ରମରୁ…

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଘଟଣା : ତିନି ଦିନ ବିତିଗଲା ପରେ ଵି ପୋଲିସ ହାତ ଖାଲି..!!

ବିରମିତ୍ରପୁର- ବିରମିତ୍ରପୁର PWD(R&B)ସେକ୍ସନ୍ ରେ କାର୍ଯରତ କନିଷ୍ଠ ଯନ୍ତ୍ରୀ ରାଜୀବ ରଂଜନ ମହାରଣାଙ୍କୁ ଗତ 23/2/23 ତାରିଖ ସନ୍ଧ୍ୟାରେ ଶୁଭଲଗ୍ନ କନଷ୍ଟ୍ରକସନ୍ ର ମାଲିକ ତଥା ଠିକାଦାର ସିଦ୍ଧେଶ୍ଵର ମଲିକ କରୁଥିବା ନିମ୍ନ ମାନର ଢଳେଇ କାମ କୁ ନେଇ ଉଭୟ ଙ୍କ ମଧ୍ୟରେ ଯୁକ୍ତି…

ଅବକାରୀ ଚଢ଼ଉ: ୯ ଗ୍ରାମ୍‌ ଧଳାଜହର ଜବତ : ଦମ୍ପତ୍ତି ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରୁ ମିଳିଲା ବ୍ରାଉନ ସୁଗାର୍। ୯ ଗ୍ରାମ ବ୍ରାଉନ ସୁଗାର୍ ସହ ଦମ୍ପତ୍ତି ଗିରଫ। ୨ ଅଭିଯୁକ୍ତ ହେଲେ ସୁମନ ବାହାଦୁର ଓ ତାଙ୍କ ସ୍ତ୍ରୀ ଭାନୁ ବାହାଦୁର। ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଗୋପାଳପୁର ଛକ ପାଖ ପଥରା ଗାଁରୁ ଧଳାଜହର…