Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଅଶାନ୍ତ ରୋହିଗାଁ : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା କଲା ସମ୍ପର୍କୀୟ ଦାଦା…
ବ୍ରହ୍ମପୁର: ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ଗଞ୍ଜାମ ଜିଲ୍ଲା ଜିଲ୍ଲାରେ ୨ ଟି ପୋଲିସ ଜିଲ୍ଲା ଥାଇବି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବ ନାହିଁ l କେତେବେଳେ ଗଞ୍ଜାମ ପୋଲିସ ଜିଲ୍ଲା ତ କେତେବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମୁଣ୍ଡ ଗଡୁଛି l ସୂଚନା ଥାଉକି!-->!-->!-->…
ଚୋରା ଗାଡି ବିକ୍ରି ର ପେଣ୍ଠ ସ୍ଥଳି କନ୍ଧମାଳ: ବିକ୍ରି ହୋଇଛି ଦାମୀ ଗାଡି…
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ଛୋଟ ଛୋଟ କଲେଜ ପିଲା ମାନେ ଦାମି ମଟର ସାଇକେଲ ଧରି ଫୁଲବାଣୀ ସହରରେ ହାଇପ୍ଷିଡରେ ବୁଲୁଥିବା ଦେଖିବାକୁ ମିଳୁଛି । ଉକ୍ତ ମଟର ସାଇକେଲ ସବୁ ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ ଚୋରି କରି କିଛି ଅସାଧୁ ବ୍ୟକ୍ତି କନ୍ଧମାଳ!-->…
ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ…
ବାଲିଗୁଡା, : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତ ରାମ ନାରାୟଣ ନାହାକ, କାହ୍ନୁ ଚରଣ ସାହୁ, କେ.ବିଶ୍ୱଜିତ୍!-->…
ଗଞ୍ଜେଇ ସହ କାର୍ ଜବତ: ୨ ଗିରଫ…
ବାଲିଗୁଡ଼ା :, କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ!-->…
କୁଖ୍ୟାତ ଅପରାଧି କୁ ହତ୍ୟା : ଶେଷରେ ଅନନ୍ତ ର ଅନ୍ତ ହେଲା…..!
ଗଞ୍ଜାମ ଜିଲ୍ଲାରେ ଏବେ ଅପରାଧିକତତ୍ତ୍ଵ ମାନେ ସକ୍ରିୟ ପୋଲିସ ନାଚାର..!
ଏହି ହତ୍ୟା କାଣ୍ଡ ରେ କିଛି ବାଲି ମାଫିଆ ଙ୍କ ସମ୍ପୃକ୍ତି ଥିବା ନେଇ ସାଧାରଣ ରେ ଚର୍ଚ୍ଚା...!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆଉ ଜଣେ ଖତରନାକ ଅପରାଧି ଅନନ୍ତ ପଟ୍ଟନାୟକ କୁ ହତ୍ୟା। ଆସିକା କଲେଜ ଛକର!-->!-->!-->!-->!-->…
ସୁରଳ ପିତାତୋଳି ରୋଡ ରେ ଲୁଟେରାଙ୍କ ରାଜୁତି…
ଚିକିଟୀ-- ଚିକିଟି ବ୍ଲକ ଗୋଲନ୍ଥରା ଥାନା ଅଧିନସ୍ଥ ପିତାତୋଳି ରୋଡ ଜନସାଧାରଣଙ୍କ ନିମନ୍ତେ ଲୁଟେରା ଙ୍କ ଯୋଗୁଁ ଅସୁରକ୍ଷିତ ହୋଇପଡିଛି।ଏହି ରାସ୍ତାରେ ଦିନ ଦୁଇ ପହରରେ ଡକାୟତ ମାନେ କାହାର ନା କାହାର ପିଛାକରିବାକୁ ପଛାନ୍ତି ନାହିଁ Iଗତ କିଛି ଦିନ ତଳେ ବ୍ରହ୍ମପୁର ସ୍ଥିତ ଗୋଟିଏ ଔଷଧ ବିତରକ!-->…
ଘର ଆଗରୁ ବାଇକ୍ ଚୋରି, ଥାନାରେ ଏତଲା…
ହିଞ୍ଜିଳିକାଟୁ :୧୫!୧୧ ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଲୁଟେରାଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି। କେତେ ବେଳେ କାହାରି ଏକ୍ସିଲ ଚୋରି ହେଉଚି ତ ଆଉ କେତେବେଳେ କାହାର ବାଇକ୍ । ଏହିଭଳି ଭାବେ ହିଞ୍ଜିଳି ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୱାର୍ଡ ନଂ ୧୭ ବାସିନ୍ଦା ଶରଡ କୁମାର!-->…
୪ ଲୁଟେରାଙ୍କୁ ଗିରଫ କଲା ହିଞ୍ଜିଳି ପୁଲିସ :୨ ମୋଟର ସାଇକେଲ ଜବତ,ପଞ୍ଜିକରଣ ନମ୍ବର ପରିବର୍ତ୍ତନ କରି ଗାଡି…
ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ଓ ତ୍ରିଲୋଚନ ୧୦ରୁ ଉର୍ଦ୍ଧ୍ୱ ଚୋରୀ ଘଟଣାରେ ସଂପୃକ୍ତହିଞ୍ଜିଳିକାଟୁ, ୧୪ା୧୧(): ମୋଟର ସାଇକେଲ ଚୋରୀ କରି ପଞ୍ଜିକରଣ ନମ୍ବର ବଦଳାଇ ଦିନକୁ ଦିନ ଅଲଗା ଅଲଗା ଗାଡିରେ ଚଢିବା ସଉକ ପଦାରେ ପଡିଛି । ଶେଷରେ ପୁଲିସ ହାତରେ ବନ୍ଧା ହୋଇ ଜେଲ ଯିବାକୁ ପଡିଛି । ଏଭଳି ଏକ!-->…
ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର : ରାଧାକୃଷ୍ଣ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…
ହିଞ୍ଜିଳିକାଟୁ ୧୩!୧୧ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଭକ୍ତଙ୍କ ମନରୁ ନଲିଭୁଣୁ ପୁଣି ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳରେ ଥିବା ରାଧାକୃଷ୍ଣ ପରିବା ପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲୁଟ!-->…