Browsing Category

ଅପରାଧ

ନିଃସର୍ତ୍ତ ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା, ତଦନ୍ତ ସହ ପଞ୍ଜିକୃତ ହେଲା ଏତଲା…

ନବରଙ୍ଗପୁର : ତା ୧୮-୮-୨୪ ରିଖ ଦିନ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ନିସର୍ତ୍ତ ସାମ୍ବାଦିକ ଙ୍କୁ ଅଜଣା ବ୍ୟକ୍ତି ଙ୍କ ଧମକ କୁ ନେଇ ସାମ୍ବାଦିକ ଶ୍ରୀ ରସିକ ସରକାର ଥାନାରେ ଏତଲା ଡାଏର କରିଥିଲେ ଯାହାକି ରେଜିଷ୍ଟ୍ରିଭୁକ୍ତ ହୋଇଛି। କିନ୍ତୁ ବିନା ରସିଦ ରେ ଟଙ୍କା ଆଦାୟ କରୁଥିବା ଏସ ଏସ

ନିଃସର୍ତ୍ତ ସାମ୍ବାଦିକ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଜ୍ଞାତ ନମ୍ବରରୁ ଧମକ,ସୁରକ୍ଷା ପାଇଁ ସାମ୍ବାଦିକଙ୍କ…

ନବରଙ୍ଗପୁର : ୧୭/୦୮/୨୦୨୪ ରାଇଘର ଏସ୍ .ଏସ୍ ମାର୍ଟ ନାମକ କୌଣସି ଏକ ସଂସ୍ଥା ଦ୍ବାରା ଲୋକଙ୍କୁ ଶ୍ରମିକ କାର୍ଡ କରାଇ ଦେବା ଆଳରେ ଜଣ ପିଛା ଟ ୨୫୦/ଙ୍କା ଆଦାୟ କରାଯାଇ କୌଣସି ପ୍ରାପ୍ତି ସ୍ୱୀକାର ରସିଦ ଦିଆ ଯାଉ ନଥିଲା। ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଡୁମରିମୁଣ୍ଡା

ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ କମିସନରେଟ ପୋଲିସ ହାସଲ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ଯ । ଜେରା ପରେ

ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି ଏକାଧିକ ଏକାଉଣ୍ଟ

କୋଷାଗୁମୁଡା ,ଅବକାରୀ ବିଭାଗ ଚଢ଼ାଉରେ ବିପୁଳ ପରିମାଣର ଦେଶି ମଦ ଓ ପୋଚ୍ ଜବତ…

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ,କୋଡ଼ିଙ୍ଗା ଅବକାରୀ ଇନ୍ସପେକ୍ଟର ଦେଶରାଜ ସୁନା, ଏ ଏସ ଆଇ- ଏଲିଜା ବିଶୋଇ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗର ଅନ୍ତର୍ଗତ କୋଚିୟାଗୁଡା

ମାଓବାଦୀଙ୍କ ବର୍ବରତା ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା…

ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ । ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ

ଏସସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା : ବନ୍ଧା ହେଲେ ଡାକ୍ତର

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି । ସେପଟେ ଏହି ଘଟଣାର ଅଭିଯୁକ୍ତ ଡାକ୍ତର

ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗୋ ଚାଲାଣ ଉପରେ ଚଢ଼ାଉ, 3 ଟି ଟ୍ରକ ଓ ୧୧୦ ଗାଈ ଓ ମଇଁଷି ଜବତ…

ନବରଙ୍ଗପୁର : ଏସ.ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ପୋଲିସ ଓ ଏସ ଡି ପିଓ ଏକ ଟିମ ଗଠନ କରି ବେଆଇନ ଗୋ ଚାଲାଣ ଉପରେ ଚଢ଼ାଉ କରିଛନ୍ତି ।ନବରଙ୍ଗପୁର ସହର ନିକଟସ୍ଥ ଚୁଟିଆ ଗୁଡା ଗ୍ରାମ ନିକଟ ପଡ଼ିଆରେ ୩ ଟି ଟ୍ରକ ଓ ଗୋଟିଏ ପିକ ଅପ୍ ଗାଡ଼ିରେ ରାଜ୍ୟ ବାହାରକୁ ଚାଲାଣ

କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ

କାମାକ୍ଷାନଗର: ଧରାପଡ଼ିଲେ ‘ସ୍କୁଲ ଚୋର’। ଚୋରଙ୍କ ଚୋରୀ ଦେଖି ତାଜୁବ୍ ପୋଲିସ। ସ୍କୁଲ, ପଞ୍ଚାୟତ ଘରେ କରୁଥିଲେ ଚୋରି । ଆଖି ପିଛୁଳାକେ ଖାଲି କରି ଦେଉଥିଲେ ସ୍କୁଲ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୬ ଜଣିଆ

ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ

ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ । ତାସ ଖେଳ ପରେ ମଦ୍ୟପାନ କରିଥିଲେ । ପରେ ପରସ୍ପର ମଧ୍ଯରେ