Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୯ ହଜାର ଜୋରିମାନା…
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ଵର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମର ବିଚାର ୧୭ ଜଣସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ରୁପକ ଦିଗାଲ ୩୫ବର୍ଷକୁ ଦୋଷୀ ସାବ୍ୟସ୍ତ କରି ୧୦ଵର୍ଷ କାରାଦଣ୍ଡ ସହ ଟ୯୦୦୦ଙ୍କା!-->!-->!-->…
ଇଣ୍ଡିଆନ ଗ୍ୟାସ ଗ୍ରାହକ ଙ୍କୁ କର୍ମଚାରୀ ଙ୍କ ଦ୍ୱାରା ଶୋଷଣ…!
ଅଧିକାରୀ ନିରବ ଖାଉଟି ହନ୍ତସନ୍ତ…
ବ୍ରହ୍ମପୁର: ୫-୮ ଆସିକା ସହରରେ ଯାହା ଦୁର୍ନୀତି ହେଲେ ବି ବାବୁ ମାନଙ୍କ ପ୍ରତି କେବେ ବି କାର୍ଯ୍ୟାନୁ ଷ୍ଠାନ ହେଉନ ଥିବା ଯୋଗୁଁ ପାଦ ପାଦରେ ଦୁର୍ନୀତି ହେଉଛି। ଆସିକା ରେ ଯିଏ ଯେମିତି ପାରିଲା ସେ ଯେ କୌଣସି ସାମଗ୍ରୀ ଚଢ଼ା ଦରରେ ବିକ୍ରି କରୁଥିବା!-->!-->!-->…
ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ
ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ ।
ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ ସତ୍ୟଜିତ ସାମଲଙ୍କୁ ବାନ୍ଧିଥିଲା କମିଶନରେଟ!-->!-->!-->…
ହିଞ୍ଜିଳିରେ କବାଡିଆ ଦୋକାନ ମାଳମାଳ : ବଢୁଛି ଚୋରା କାରବାର…
ହିଞ୍ଜିଳିକାଟୁ, ୪ା୮ (): ଭଙ୍ଗା, ଦଦରା ଲୁହା, ଟିଣ, ପ୍ଳାଷ୍ଟିକ, ଅଦରକାରୀ କାଗଜ କିଣା ବିକା କରିବା ଲାଗି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଗଢି ଉଠିଛି କବାଡିଆ ଦୋକାନ । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ କବାଡିଆ ଦୋକାନ ଗୁଡ଼ିକ ଛତୁ ଫୁଟିଲା ଭଳି!-->…
ଆବାସିକ କଲେଜରେ ଛାତ୍ରକୁ ମାଡ଼, ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ନେଇ ଅଭିଯୋଗ ରଖିଲେ ପରିବାର…
ମାଲକାନଗିରି : ମାଲକାନଗିରି ଆବାସିକ କଲେଜରେ ଛାତ୍ରଙ୍କୁ ମାଡ଼ ,ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ଥିବା ଘଡେଇ ଆବାସିକ ମହାବିଦ୍ୟାଳୟରେ ।ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରୀୟାଂଶୁ ସୁନା ଦଶମ ଶ୍ରେଣୀର ଛାତ୍ର!-->!-->!-->…
ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ
ଭବାନୀପାଟଣା: ଲାଞ୍ଚ ନେବା ଭାରି ପଡିଲା । କାଲି ଧରାପଡିଥିଲେ । ଆଉ ଆଜି ବାନ୍ଧିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅର୍ଥାତ୍ ଗତକାଲି ଅପରାହ୍ଣରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ!-->…
ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି।
ତେବେ ଏହି ଚଢାଉରେ ଏକାଧିକ ଅଫିସର ସାମିଲ ଅଛନ୍ତି।!-->!-->!-->…
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ବନ୍ଧା ହେଲେ ଶିକ୍ଷକ…
ମାଲକାନଗିରି :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କନ୍ୟାଶ୍ରମ ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ସେହି ସ୍କୁଲର ଗଣିତ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ବେଳେ!-->!-->!-->…
ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ଵର: ଗିରଫ ହେଲେ ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି । ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ନିବେଦିତା ମହାନ୍ତି ।
ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ଠାରୁ ପୁରୁଣା!-->!-->!-->…
ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା, ସବୁଜାଣି ବଟି ନେଇ ଚୁପ୍ ବସିଛି ପୁଲିସ…
ହିଞ୍ଜିଳିକାଟୁ ୩୧!୭ ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା। ସଵୁ ଜାଣି ପୁଲିସ ନିରବକୁ ନେଇ ଉଠିଛି ପ୍ରଶ୍ନ । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୋଡିଙ୍ଗି ଗ୍ରାମ ଗୋପିନାଥ ଖଳା ଠାକୁରାଣୀ ମନ୍ଦିର ପରିସରରେ ଜୁଆ ଆଡ଼ା ଚାଲିଛି। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି!-->…