Browsing Category

ଅପରାଧ

ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ : ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀକୁ ଡେଇଁଲେ ନିଶାସକ୍ତ ଯୁବକ । OD 33 R 9270 ନମ୍ବରର ଦୁଇଚକିଆ ମହାନଦୀ ବ୍ରିଜରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା…

ଶିକ୍ଷକଙ୍କ ମାଡରେ ୨୦ ବିଦ୍ୟାର୍ଥୀ ରକ୍ତାକ୍ତ ଘଟଣା ; ମାତାଲ ଶିକ୍ଷକ ନିଳମ୍ବିତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗାସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ…

ଯାଜପୁର ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

ଯାଜପୁର: ପୁଣି ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଆଉ ଜଣେ ଯୁବତୀ। ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଆଜି ସକାଳୁ ଜଣେ ଯୁବତୀ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଯୁବତୀ ଜଣକ ସ୍ଥାନୀୟ ଶ୍ରୀବନ୍ତପୁର…

ହୋଟେଲର ୬ ମହଲାରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ୬ ମହଲା କୋଠା ଉପରୁ ଖସିପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ। ପୁରୀ ବଳିଆପଣ୍ଡା ଥାନା ସ୍ଥିତ ଏକ ହୋଟେଲରେ ଅଘଟଣ । ମୃତକ ହେଲେ ଅସ୍ତରଙ୍ଗ ଥାନା ଗାଙ୍ଗପୁରର ଲିଙ୍ଗରାଜ ସାହୁ । ଅଗଷ୍ଟ ୨୩ରେ ସେ ଏକ ବୈଠକରେ ଯୋଗଦେବାକୁ ଏହି ହୋଟେଲକୁ ଆସି ରହୁଥିଲେ। ସିକ୍ୟୁରିଟି କର୍ମଚାରୀ ଆଜି…

୬୫ ବର୍ଷୀୟ ବୃଦ୍ଧଙ୍କ କୁକର୍ମ, ନାତୁଣୀ ବୟସର ନାବାଳିକାଙ୍କୁ କଲେ ୭ ମାସର ଗର୍ଭବତୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଂଚଳରେ ଜନୈକ ୬୫ ବର୍ଷର ବୃଦ୍ଧ ଜଣେ ନାବାଳିକା ଝିଅକୁ ଧମକଚମକ ଦେଇ ଲଗାତାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏବେ ସଂପୃକ୍ତ ନାବାଳିକା ଜଣଙ୍କ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଆଳି…

ନିଶାସକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବୁଦେଲଜୋର ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସୋମା ଓରାମ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କର ପଡୋଶୀ ହଉରୀ ଟିଗା ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରିଛି। ଶୁକ୍ରବାର ଅପରାହ୍ନରେ ଉକ୍ତ ମହିଳା ଗ୍ରାମରେ…

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି…

କାର ଭିତରୁ ବାହାରିଲା ୪ ବସ୍ତା ଗଞ୍ଜେଇ ସହ ଜଣଙ୍କ ମୃତଦେହ

ବୌଦ୍ଧ: ଦୁର୍ଘଟଣାଗ୍ରସ୍ତ କାର ଭିତରୁ ବାହାରିଲା ୪ ବସ୍ତା ଗଞ୍ଜେଇ ଓ ଜଣଙ୍କ ମୃତଦେହ। ଯାହାକୁ ନେଇ ଆଜି ବୌଦ୍ଧ ମନମୁଣ୍ଡା ଥାନା ମେହେରୁଣୀ ପୋଲ ନିକଟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଖବର ନେବାରୁ ଜଣାପଡ଼ିଛି, ଆଜି ଅପରାହ୍ନରେ ସୋନପୁର ପାର୍ଶ୍ୱରୁ ଏକ କାର ବୌଦ୍ଧ ଆଡ଼କୁ ଦୃତଗତିରେ ଆସୁଥିବା…

ସ୍କୁଲ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ

ଜଳେଶ୍ୱର: ସ୍କୁଲରେ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ। ଏହି ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏଭଳି ଅଭାବନୀୟକାଣ୍ଡ ଘଟାଇବା ପରେ ଦୁଇ ଶିକ୍ଷୟିତ୍ରୀ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ମଧ୍ୟ ପରସ୍ପର ବିରୋଧରେ ଫେରାଦ…