Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୟୁନିଟ-୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
ଭୁବନେଶ୍ବର: ୟୁନିଟି-୨ସ୍ଥିତ ମାର୍କେଟ ବିଲ୍ଡିଂକୁ ରବିବାର ବନ୍ଦ କରାଯାଇଛି। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହେବା ପରେ ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଏଠାରେ!-->…
କମେଣ୍ଟ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ
କେନ୍ଦ୍ରାପଡା: କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପ୍ରଥମେ ଷ୍ଟ୍ରକୁ ନେଇ ବିବାଦ ଓ ତାପରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାରୁ ହଳଦିଆ ଗ୍ରାମର କେଳା ସାହି ଓ ତିଲଙ୍ଗ ଗାଁର କେତେକ ଲୋକଙ୍କ ମଧ୍ୟରେ ସୃଷ୍ଟି!-->…
ହାତଗୋଡ ବନ୍ଧା ଅବସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର , ସ୍ବାମୀ ଫେରାର
ସୋର, ୩୧।୭ ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀ ଭିତରୁ ମୃତ ଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ମହିଳା ଜଣକ ହେଲେ କୁନୁ ଲତା ନାୟକ l
ଭଦ୍ରକ ଜିଲ୍ଲା!-->!-->!-->…
ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ
ଭୁବନେଶ୍ୱର: ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲିପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥା ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ!-->…
ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର, ଜେଲ୍ ୱାର୍ଡର ନିଲମ୍ଵିତ
ଝାରସୁଗୁଡ଼ା, ୩୧/୦୭ : ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରଧୀନ କଏଦୀ ଫେରାର। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଇନ୍ଦ୍ରଜିତ ସାହାଣୀ ଶନିବାର ଭୋରରେ ଫେରାର ମାରିଛି। ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜେଲ ଅଧିକ୍ଷକ ଜଣେ ୱାର୍ଡର କିରଣ!-->…
ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ, ହାଇୱା ହେଲ୍ପର୍ଙ୍କୁ ବେଲ୍ଟରେ ପିଟି ପିଟି ରକ୍ତାକ୍ତ କଲେ
ପୁରୀ,୩୦/୦୭: ସତ୍ୟବାଦୀ ଥାନା ଅଧୀନ ଶୁକଳ ଛକରେ ଘଟିଛି ଅଭାବନୀୟ କାଣ୍ଡ । ଶୁକଳର ଅନିଆ ବିଶ୍ୱାଳ (୩୫) ନାମକ ଜଣେ ଅଟୋ ଚାଳକ ଘଟାଇଛି ଉନ୍ମତ୍ତ କାଣ୍ଡ । ପଡୋଶୀ ଗ୍ରାମ ଭଣ୍ଡାରୀଦଣ୍ଡାର ଅମର ପରିଡା (୨୬) ନାମକ ଜଣେ ହାଇୱା ହେଲ୍ପର୍ଙ୍କୁ ସେ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ!-->…
ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ
ବଡବିଲ ୩୦।୭: ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ ବଡବିଲ ପୋଲିସ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁବାର ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ଏଭଳି ଅଭାବନୀୟ!-->…
ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ…
ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ!-->!-->!-->…
ପିକ୍ଅପ୍-ମ୍ୟାଜିକ୍ ଗାଡ଼ି ମୁହାଁମୁହିଁ, ସ୍ତ୍ରୀ ମୃତ, ସ୍ବାମୀ-ପୁଅଙ୍କ ସମେତ ୩ ଗୁରୁତର
ସାଲେପୁର: ସାଲେପୁର ଥାନା କଟକ-ଚାନ୍ଦବାଲି ରାସ୍ତାର ମ୍ୟାରିୟନ୍ ହୋଟେଲ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୨ଟାରେ ପିକ୍ଅପ୍ ଭ୍ୟାନ୍ ଓ ଟାଟା ମ୍ୟାଜିକ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମ୍ୟାଜିକ୍ ଗାଡ଼ିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା!-->…
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କଏଦୀ ଚମ୍ପଟ
ଚୌଦ୍ୱାର: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଜଣେ କଏଦୀ ଚମ୍ପଟ ହୋଇଯାଇଛି। ତାଙ୍କ ନାଁ ମୁକୁ ସାନ୍ତା। ବର୍ଷେ ହେଲା ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ତାର ଚିକିତ୍ସା ଚାଲିଥିଲା। ଗତକାଲି ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ପୁଲିସକୁ ଚକମା ଦେଇ ଫେରାର!-->…