Browsing Category

ଅପରାଧ

ଯାଜପୁରରୁ ୬୦ ଗ୍ରାମର ବ୍ରାଉନସୁଗାର ଜବତ, ଭାଇଭଉଣୀ ଗିରଫ

ଧଳା ଜହର କାରବାର ବେଳେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ବ୍ଳକ ମାଳଆନନ୍ଦପୁର ନିକଟରେ ଚଢ଼ାଉ।୬୦ଗ୍ରାମର ବ୍ରାଉନସୁଗାର ଓ ନଗଦ ୫୦୦୦ ଟଙ୍କା ଜବତ ଏବଂ ୨ ଜଣ ଭାଇ ଭଉଣୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଭାଇ ଭଉଣୀ ହେଲେ ଭଦ୍ରକ ରହନଜା ଅଞ୍ଚଳର ଅନନ୍ତ ଖଟୁଆ ଏବଂ ବ୍ୟାସନଗର…

ଅଜଣାଗାଡି ଧକ୍କାରେ ଆଖି ବୁଜିଲେ କାର୍ଯ୍ୟରତ ସାମ୍ବାଦିକ

ଭୁବନ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଦେହାନ୍ତ ହୋଇଛି। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ଦୁଷ୍ମନ୍ତ। ମିଳିଥିବା…

ଖୋର୍ଦ୍ଧା ବାଘମାରି ଥାନା ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମ ମହିଷାସୁଣି ମନ୍ଦିର ପାଖେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି…

କଟକ ଲାଲବାଗ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ

କଟକ: କଟକ ଲାଲବାଗ ଥାନା କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ। ସିସିଟିଭି ଫୁଟେଜରୁ ଖୋଲିଲା ମର୍ଡର ମିଷ୍ଟ୍ରି। ପୁଅର ଲାପ୍‌ଟପ୍‌ରେ ଥିବା ଆପତ୍ତିଜନକ ଭିଡିଓ ପାଇଁ ଗଲା ମା'ର ପ୍ରାଣ। ହତ୍ୟାରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି…

ବେଆଇନ୍‌ ଖାଦାନ ଚାଲିଥିବାର ଦୃଶ୍ୟ ଉ‌ତ୍ତୋଳନ ବିରୋଧରେ ଆରଆଇଙ୍କୁ ଆକ୍ରମଣ

ନୀଳଗିରି/ବାଲେଶ୍ବର: ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ। ପଥର ଖଣିକୁ ତଦନ୍ତ ପାଇଁ ଯାଇଥିବା ବେଳେ ଆରଆଇଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରେ ବେଆଇନ୍‌ ପଥର ଖାଦାନ ଚାଲିଥିବା ଅଭିଯୋଗ ପାଇ ଆଜି…

ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ଗୁରୁତର ବାପା ଦେବରାଜ ନାହାକଙ୍କ ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବାପା ଦେବରାଜ ନାହାକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଇଣ୍ଡେନ ଗ୍ୟାସ୍ ଏଜେନ୍ସୀ ମାଲିକ ତ୍ରିଲୋଚନ ପାଣିଗ୍ରାହୀଙ୍କ ଜାମିନ ଖାରଜ ହୋଇଛି । ସୂଚନାଯୋଗ୍ୟ ଯେ,…

ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ ତାଙ୍କ ଶୁଣାଣିରେ ବିଧାୟକ ଜଗଦ୍ଦେବଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ୧ ବର୍ଷ ପାଇଁ ଯିବାକୁ ବାରଣ…

ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ବାନ୍ଧିଲା EOW, ୬ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ଵର: ଠକେଇ ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ। ଦିଲ୍ଲୀ ଉତ୍ତମ ନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ଗିରଫ କଲା EOW। ୬ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି। ନୀରଜଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇ SDJMଙ୍କ କୋର୍ଟରେ ହାଜର କରାଯିବ।…

ଯୁବତୀଙ୍କୁ ଅସଦାଚରଣ କରି ଏମସିଏ ଛାତ୍ର ଗିରଫ…

ବ୍ରହ୍ମପୁର : ଜଣେ  ଯୁବତୀଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଗୋସାଇଁନୁଆଗାଁ ଥାନା ପୁଲିସ ଜଣେ ଏମସିଏ ଛାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲାର  ସାଗର ପାଣିଗ୍ରାହୀ(୨୨) l ସୂଚନା ଥାଉକି , ଅଭିଯୁକ୍ତ ସାଗର ବ୍ରହ୍ମପୁରରେ ରହି ଏକ ସରକାରୀ ଶିକ୍ଷାନୁଷ୍ଠାନରେ…

ନାବାଳିକା ମୃତ୍ୟୁକୁ ନେଇ ସନ୍ଦେହ : ମଶାଣୀରୁ ମୃତଦେହ ଜବତ, ବାପା ଅଟକ

ଢେଙ୍କାନାଳ, ୨୪।୭ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମରେ ଜଣେ ନାବଳିକାର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ନାବଳିକାର ମୃତ ଦେହକୁ ପରିବାର ପକ୍ଷରୁ ପୋଡି ଦେବାକୁ ନେଇଥିବା ବେଳେ ଖବର ପାଇ ଗାଁ ମଶାଣୀରୁ ପୁଲିସ ମୃତଦେହକୁ ଜବତ କରିଛି । ମୃତଦେହକୁ ପୁଲିସ…