Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସ୍ତ୍ରୀକୁ କଟୁରୀରେ ହାଣି କଟା ମୁଣ୍ଡ ଧରି ବୁଲିଲା ସ୍ୱାମୀ
ଢେଙ୍କାନାଳ: ସ୍ତ୍ରୀକୁ ହତ୍ୟା କରି କଟା ମୁଣ୍ଡ ଧରି ବୁଲିଲା ନୃଶଂସ ସ୍ୱାମୀ। ରାସ୍ତାରେ ୧୨ କିଲୋମିଟର ଧରି ଚାଲିଲା । ଢେଙ୍କାନାଳ ଗଂଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ନାକଫୋଡି!-->…
କିଆବୁଦା ମୂଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଛି ନିଖୋଜ ମହିଳାଙ୍କ ମୃତଦେହ
ଯାଜପୁର: ନିଖୋଜ ମହିଳାଙ୍କ କିଆବୁଦା ମୂଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଛି ମୃତଦେହ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗ୍ରାମରେ। ମୃତ ମହିଳା ହେଲେ ସୁରେନ୍ଦ୍ର ଦାଶଙ୍କ ପତ୍ନୀ ଗୀତାଞ୍ଜଳି ଦାଶ। ସେ ମଙ୍ଗଳବାର ରାତିରୁ ନିଖୋଜ ଥିବା ବେଳେ ଗତକାଲି!-->…
ସ୍ନିଗ୍ଧାରାଣୀଙ୍କ କାର ଦୁର୍ଘଟଣା ମାମଲା: ବିନା ଡିଏଲରେ ଗାଡି ଚଳାଉଥିଲେ ଡ୍ରାଇଭର
ବଲାଙ୍ଗୀର: ସୋନପୁର କାର ଦୁର୍ଘଟଣା ମାମଲାରେ ନୂଆ ତଥ୍ୟ ପାଇଛି ପୋଲିସ । ପୋଲିସ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟଙ୍କର ଡିଏଲ୍ ନାହିଁ । ତେବେ ଆଇନର ଜଣେ ରକ୍ଷକ ହୋଇ ସୁଦ୍ଧା ସେ ଆଇନକୁ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ହୋଇଛି । ଗାଡି ଚଳାଉଥିବା ଅଜୟ!-->…
ଆଲମାରୀରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
ସାନଖେମୁଣ୍ଡି : ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ । ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ କାବୁ କରିବାରେ ହେଲା ସଫଳ । ୪ ଜଣ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୧୮୦ କେଜି ଗଞ୍ଜେଇ ସହ ଏକ ଟାଟା ଏସିଇ ଜବତ ହୋଇଛି ।
ବୁଧବାର ବିଳମ୍ବିତ ରାତିରେ ପାଟପୁର ଥାନା ଅଧିକାରୀ ରାତିରେ!-->!-->!-->…
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ : ପରୀକ୍ଷା ବାତିଲ୍
ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ । ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା ଜଣା ପଡିବା ପରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରଣ ଆଜିର ପରୀକ୍ଷା ବାତିଲ କରିଥିବା ସୂଚନା ଦେଇଛନ୍ତି । ଆଜି ଏଜୁକେସନ ଅନର୍ସ ପରୀକ୍ଷା ଥିଲା ।!-->…
ଭୁବନେଶ୍ୱର ରେ ଟାଙ୍ଗୀ ପୋଲିସ୍ ର ଚଢାଉ, ଦୁଇ ଗିରଫ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ଚଢାଉ କରିଛି। ଚଢାଉ ସମୟରେ ଗୋଟିଏ ଚୋରା ଜୁପିଟର ସ୍କୁଟି ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଗଂଜାମ ଜିଲ୍ଲା କୋଦଳା ଥାନା ବେଲଝରି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୮ ବର୍ଷ) ଓ!-->…
୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଲା ଭିଜିଲାନ୍ସ । ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି!-->…
ପ୍ରେମ ପାଇଁ ଅତି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ସୁନ୍ଦରଗଡ ୧୩।୭: ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ସ୍ତ୍ରୀକୁ ମାରି ବାନ୍ଧି ଫିଙ୍ଗିଦେଲେ ଖାଲରେ । ସ୍ଵାମୀ ସହ ପ୍ରେମିକ ଥାନାରେ ଅଟକ । ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ ବି.କରୁଆବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ,!-->!-->!-->…
ତିଗିରିଆ ନୂଆପାଟଣା ରେ ମହିଳାଙ୍କୁ ଏସିଡ଼୍ ମାଡ଼
ତିଗିରିଆ ୧୩/୦୭ ବର୍ତ୍ତମାନ ସମୟ ରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ବଢ଼ି ଚାଲିଛି ନିର୍ଯାତନା।ପୋଲିସର ଅନେକ ପଦକ୍ଷେପ ପରେ ବି ମହିଳାମାନେ ଆଜି ବି ଅସୁରକ୍ଷିତ । ପ୍ରତିଦିନ ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଜଣେ ମହିଳାଙ୍କୁ ହୋଇଛି!-->…
ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି
ଯାଜପୁର, ୧୩/୦୭ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଯୁବତୀ ଜଣଙ୍କ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ରିଜ୍ ଉପରୁ ଯୁବତୀଙ୍କ ସାଇକେଲ ଓ ଚପଲ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ!-->…