Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚାକିରୀ ଦେବା ନାଁରେ ଠକେଇ, ପ୍ରେମୀଯୁଗଳ ସମେତ ୩ ଗିରଫ
ଭୁବନେଶ୍ବର: ଚାକିରୀ ଦେବା ନାଁରେ ଠକେଇ । ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ପ୍ରେମୀଯୁଗଳ ରହିଛନ୍ତି। ତିନି ଜଣ ବ୍ୟକ୍ତିଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ କରି ନେଇ ସାଇବାର ଥାନାରେ ଅଭଯୋଗ ହୋଇଥିଲା। ନକଲି ୱେବ ସାଇଟ୍ କରି ଚାକିରୀ ଦେବା ନାଁରେ ଚଳାଇଥିଲେ!-->…
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ
ଭୁବନେଶ୍ବର ୪।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ ହୋଇଛି । ଟିମ୍ରେ କଲେଜର ୭ ଜଣ ସଦସ୍ୟ ଅଛନ୍ତି । ପୋଲିସକୁ!-->…
ରୁଚିକା ମହାନ୍ତି ମୃତ୍ୟୁ ଘଟଣା, ହଷ୍ଟେଲ ଛାତ୍ରୀଙ୍କୁ ପୋଲିସର ପଚରାଉଚରା
ଭୁବନେଶ୍ବର:ରାଙ୍ଗି ପାଇଁ ରୁଚିକାଙ୍କ ଜୀବନ ଯାଇଥିବାରୁ ବିଜେବି କଲେଜର ଛାତ୍ରୀନିବାସରେ ୧୩୪ ଛାତ୍ରୀଙ୍କୁ ମାରାଥନ ପଚରାଉଚରା ପୋଲିସ କରିଛି। ଏପରିକି ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଛାତ୍ରୀ ମାନଙ୍କୁ ଡକା ଯାଇଛି। ବିଜେବି କଲେଜର ଛାତ୍ରୀନିବାସରେ କମିଶନରେଟ ପୋଲିସର ୩ ଜଣିଆ ଟିମ ତନାଘନା!-->…
ଚାକିରି ଚାପରେ ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ
ଆଠଗଡ଼: ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ଆଠଗଡ଼ରେ ମହାନଦୀକୁ ଡେଇଁ ଯୁବକ ଜଣକ ଜୀବନ ହାରିଛନ୍ତି। ମୃତକ ହେଲେ ଖଣ୍ଡଗିରି ଅଞ୍ଚଳର ପ୍ରସନ୍ନଜିତ ମହାନ୍ତି। ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲେ।
ସୂଚନାଥାଉ କି, ଗତ ୧ ତାରିଖ ଦିନ ଅପରାହ୍ନ ୩ଟାରେ ପ୍ରସନ୍ନଜିତ!-->!-->!-->…
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ
ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ସିମୋର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଲା ବାଙ୍କୀରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ବାଙ୍କିରୁ!-->…
ଟୁଙ୍ଗୁରୁ ଓ ବର୍ଷାଙ୍କୁ ଗିରଫ ଦାବିରେ ବିଭିନ୍ନ ଥାନାର ଦ୍ବାରସ୍ଥ ହେଲା ଅନଲାଇନ ଅଟୋ ଚାଳକ ସଂଘ
ଭୁବନେଶ୍ବର: ସୋସିଆଲ ମିଡିଆରେ ବର୍ଷା ଓ ଟୁଙ୍ଗୁରୁ ଭୋଳର ପ୍ରେମ କାହାଣୀକୁ ନେଇ ନିଜକୁ ଲଜ୍ଜିତ ଅନୁଭବ କରୁଛି ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ । ଗାଁଠୁ ସହରରେ ଏହି ନାଁ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଉଭୟଙ୍କୁ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ!-->…
ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ
ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି ସେମାନଙ୍କରେ ଏହି ମାର୍ପିଟ୍ ଘଟଣାରେ ସଂପୃକ୍ତି ଜଣାପଡେ, ତେବେ ଆଗକୁ ଗିରଫଦାରୀ ସଂଖ୍ୟା!-->…
ସିନିୟରଙ୍କ ନିର୍ଯ୍ୟାତନାରୁ ଆତ୍ମହତ୍ୟା କରିଛନ୍ତି ବିଜେବି ଛାତ୍ରୀ, ସୁଇସାଇଡ ନୋଟରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ନିବାସରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୩ ଜଣ ସିନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ଉଲ୍ଲେଖ । ମାନସିକ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ଚରମ ପଦ!-->…
BJB କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ବର: ଭୁବନେଶ୍ୱର ବିଜେବି କଲେଜରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ବିଜେବି କଲେଜ ଲେଡିଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ପ୍ରଥମ ବର୍ଷର ହୋଇଥିବା ସୂଚନା ମିଳିଛି । ହଷ୍ଟେଲରେ କେହି ନଥିବା!-->…
ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଏଥର ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ । ୭ ଜଣ ସେବାୟତଙ୍କ ୨୦ଟି ଚୁଲି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଶତାଧିକ ଚୁଲି ସୁରକ୍ଷିତ ରହିଛି । ଚୁଲିଗୁଡ଼ିକୁ କେହି ହାତରେ ଭାଙ୍ଗିଥିବା ମଧ୍ୟ!-->…