Browsing Category

ଅପରାଧ

ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଢ଼ାବାରେ ତାଲା

ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ । ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା

ହତ୍ୟା ପରେ କଟା ମୁଣ୍ଡ ଧରି ଗାଁରେ ବୁଲିଲା  ନାତି

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କେ ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଘଟି ଯାଇଛି ବୀଭତ୍ସ ହତ୍ୟାକାଣ୍ଡ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି । ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ଗାଁରେ ଅଭିଯୁକ୍ତ ନାତି। କେ ବଲାଙ୍ଗ ପୋଲିସ ସୂଚନା ପାଇ ଶବକୁ ଜବତ

ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର

ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍

ଅନୁଗୁଳରେ ସେକ୍ସ ରାକେଟ ଠାବ, ଦୁଇ ରୁପଜୀବୀଙ୍କ ସହ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟକୁ ଠାବ

ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର । ରାୟଗଡା ସହରର ମଝିଘରିଆଣୀ ମନ୍ଦିର ନିକଟରେ  ଘଟିଯାଇଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ସଡ଼କ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଛନ୍ତି  ।  ଅଟୋ ରିକ୍ସା ସହିତ ବାଇକ୍ ଧକ୍କାରେ ଅଟୋ ଚାଳକ ସତ୍ୟମ୍ ମାଣ୍ଡାଙ୍ଗି ସହିତ ଗଣେଶ

ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍‌ର କିରାଣି

ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ମାଡ଼ି ବସିଲା

ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର

କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି।

ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା

କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମାଝୀ । ସେ ଚୁଡ଼ାଖିଆ ବଜାରରେ

ଦୁଇ ନକଲି ନକ୍ସଲ ଗିରଫ

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜୟପୁର ଏସଡିପିଓ ଅଙ୍କିତ ବର୍ମା । ବାଇକ, ମୋବାଇଲ ଓ ସିମ କାର୍ଡ ଜବତ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଟଙ୍କା ଡିମାଣ୍ଡ କରୁଥିବା