Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କଟକ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର
କଟକ: କଟକ ବିଡାନାସୀରେ ଅଘଟଣ । ଏନସିସି ଘାଟ ନଦୀରୁ ଉଦ୍ଧାର ହେଲା ଅଜଣା ମହିଳାଙ୍କ ମୃତଦେହ । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ ।
ବିଡାନାସୀ ପୋଲିସ ପହଞ୍ଚି ମୃତଦେହ ଜବତ କରି SCB ମେଡିକାଲକୁ ପଠାଇଛି । ପାରିପାର୍ଶିକ ସ୍ଥିତିକୁ ଦେଖିଲେ ମହିଳା ଜଣକ!-->!-->!-->…
ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଅଞ୍ଚଳ ରେ ପୋଲିସ ର ଚଢ଼ାଉ, ଚୋରା ମଦ ଜବତ, ଜଣେ ଗିରଫ..
ବ୍ରହ୍ମପୁର : ନୂତନ ଏସ ପି ଙ୍କ ଦାୟିତ୍ୱ ଗ୍ରହଣ ପରେ ଅପରାଧୀ ଓ ମାଫିଆ ମାନଙ୍କ ଆଖିରୁ ନିଦ ହଜିଗଲାଣି ଅଂଚଳରେ ଏକ ରକମ କକୁଆ ଭୟ ଖେଳି ଗଲାଣି କେତେବେଳେ କେଉଁ ପରିସ୍ଥିତିରେ ଅପରାଧୀ ମାନଙ୍କ ଉପରେ ପୋଲିସ ମାଡି ବସିବ ତାହାର ଟେର ବି ପାଇଁ ପାରୁନି ଅପରାଧୀ l କିଛି ଦିନ ହେଲା ବ୍ରହ୍ମପୁର ଓ!-->…
ବଜ୍ରକାପ୍ତ। ଖୋଳପା ଚୋରା ଚାଲାଣ : ଦୁଇ ତସ୍କରଙ୍କୁ କାବୁକଲା ପୋଲିସ ଓ ବନବିଭାଗ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଏବେ ବଜ୍ରକାପ୍ତା ତସ୍କର ସକ୍ରିୟ । ଏହି କାରବାର ର ତାର ବାହାରକୁ ଲମ୍ବିଥିବା ସନ୍ଦେହ । ଏହି ପରିପ୍ରେକ୍ଷୀରେ ଆଜି ଦୁଇ ତସ୍କରକୁ ଧରିବାରେ ସଫଳ ହୋଇଛି ଓର୍କେଲ ପୋଲିସ । ସୋମବାର ସନ୍ଧ୍ୟାରେ!-->!-->!-->…
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…
ପାତ୍ରପୁର-: ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେଯୁବକଙ୍କ ନାଁ ସୋନୁ ବେହେରା ଓ ଯୁବତୀ ଜଣକ ଙ୍କ ନା ସୁନିତା ପ୍ରଧାନ।ସୋନୁଙ୍କ ଝୁଲନ୍ତା ମୃତଦେହ ଗାଁ ନିକଟ ଆମ୍ବତୋଟାରୁ ଆଜି ସକାଳେ!-->…
ଟ୍ରକ୍ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଭାଇରାଲ ଘଟଣା : ନିଜ ଆଡ଼ୁ ମାମଲା ରୁଜୁ କଲେ ଓଏଚ୍ଆରସି
ପାରାଦୀପ: ପାରାଦୀପ ଅଞ୍ଚଳରେ କିଛି ଦିନ ପୂର୍ବରୁ ଏକ ଚଳନ୍ତା ଟ୍ରକ୍ ଆଗରେ ଜଣେ ଯୁବକଙ୍କୁ ମୋବାଇଲ୍ ଚୋରୀ ଅଭିଯୋଗରେ ବଳପୂର୍ବକ ଝୁଲାଇ ଦେଇ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିସନ୍ (ଓଏଚ୍ଆରସି) ହସ୍ତକ୍ଷେପ!-->…
ଦିବ୍ୟାଙ୍ଗ ନବଜାତ ଶିଶୁକୁ ବୁଦା ମୂଳରେ ଫିଙ୍ଗି ଚାଲିଗଲେ ମା’ ବାପା
ସୋର : ହଜିଗଲା ମାନବିକତା । ମା ବାପା ପରିବାର କାହାରି ହୃଦୟରେ ଦୟା ଆସିଲାନି ? ଦିବ୍ୟାଙ୍ଗ ନବ ଜାତ ଶିଶୁ ପୁତ୍ରକୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରେ ଫିଙ୍ଗି ଚାଲିଗଲେ l ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇ ଗୋଡ଼ ଓ ଗୋଟିଏ ହାତ ନାହିଁ । ସୋର ପୌରପାଳିକା ମୋବାରକପୁର ଗ୍ରାମର ବାସନ୍ତୀ!-->…
କମିଶନରେଟ ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ, ଜଣେ ମହିଳାଙ୍କ ସମେତ ୭ ଗିରଫ
ଭୁବନେଶ୍ବର: କମିଶନରେଟ୍ ପୁଲିସର ବଡ ସଫଳତା । ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ରାତିର ନିଦ ହଜାଇ ଦେଇଥିବା ୭ଜଣ ଅପରାଧୀଙ୍କୁ ଗିରଫ କରିବା ସହ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ୭ ଅପରାଧୀଙ୍କ ଭିତରେ ଜଣେ ମହିଳା ଲୁଟେରା ଥିବା କମିଶନରେଟ୍ ପୋଲିସ!-->…
ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ
କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି ।
ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ ।!-->!-->!-->…
କଲେଜରେ ପରୀକ୍ଷା ଦେବାବେଳେ ଯୁକ୍ତ ଦୁଇ ଛାତ୍ର ମୃତ
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। +2 ବିଜ୍ଞାନର ଓଡ଼ିଆ ବିଷୟ ପରୀକ୍ଷା ହେଉଥିବା ବେଳେ ଏମଡି ଅରବାଜ ପରୀକ୍ଷା ସାରିବାକୁ ଆଉ ୧୫ ମିନିଟ ବାକି ଥିବାବେଳେ ହଠାତ କ୍ଳାସ ରୁମରେ ଟଳି!-->…
ପ୍ରେମିକାର ନ୍ୟୁଡ ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ଛାତ୍ର ଗିରଫ
ଭୁବନେଶ୍ଵର: ସୋସିଆଲ୍ ମିଡିଆରେ ବନ୍ଧୁତା ଆଉ ତାପରେ ପ୍ରେମ। ପ୍ରେମିକା ସହ ନ୍ୟୁଡ୍ କଲ୍ କରି ସ୍କ୍ରିନ୍ ସଟ୍ ନେଲେ ପ୍ରେମିକ। ଆଉ ୨ ବର୍ଷ ପରେ ସମ୍ପର୍କରେ ଆସିଲା ଫାଟ । ଆଉ ପ୍ରେମିକା ନାଁରେ ଫେକ୍ ଆଇଡି କରି ଫଟୋ ଭାଇରାଲ୍ କରିଦେଲେ ଯୁବକ। ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଭୁବନେଶ୍ଵର!-->…