Browsing Category

ଅପରାଧ

ଚିତ୍ରକୋଣ୍ଡା ପୁଲିସକୁ ମିଳିଲା ବଡ଼ ସଫଳତା : ସତର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୧୦ ଅଭିଯୁକ୍ତ ଗିରଫ…

ଚିତ୍ରକୋଣ୍ଡା :- ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ଗଞ୍ଜେଇ…

ପ୍ରି ଆକ୍ଟିଭେଟେଡ଼ ସିମ କେଳେଙ୍କାରି ମାମଲାରେ ମାଲକାନଗିରି ରୁ ଜଣେ ଗିରଫ…

ମାଲକାନଗିରି - ପ୍ରି ଆକ୍ଟିଭେଟେଡ଼ ସିମ କେଲେଙ୍କାରୀ ମାମଲା କୁ ନେଇ ବର୍ତମାନ କ୍ରାଇମବ୍ରାଞ୍ଚ ପକ୍ଷରୁ ଖୋଳ ତାଡ଼ ଜାରି ରହିଥିବା ବେଳେ ପୂର୍ବରୁ 4 ଜଣ ଗିରଫ ହୋଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ର ଜଣେ ଯୁବକ ଏହି…

ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

କେନ୍ଦୁଝର: କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡ଼ା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ବବିତା ପେଣ୍ଠେଇ (୨୨)। ମଙ୍ଗଳବାର ରାତିରେ ଏକ କଟୁରିରେ…

ଜଜ୍‌ଙ୍କ ସାମ୍ନାରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଜଜ୍‌ଙ୍କ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ଓକିଲ । ବାଲେଶ୍ବର କୋର୍ଟରେ ଜନୈକ ମହିଳା ଓକିଲଙ୍କର ସ୍ୱାମୀଙ୍କ ସହ ସମ୍ପର୍କ ଭଲନଥିବାରୁ ପରିବାର କୋର୍ଟରେ ଛାଡପତ୍ର ପାଇଁ ମାମଲା ରୁଜ୍ଜୁ ହୋଇଥିଲା । ଆଜି ଉଭୟଙ୍କୁ ଜଜ୍ ଜେରା କରିଥିଲେ । ଜେରା ସମୟରେ ମହିଳା ଜଣକ ଅତିଷ୍ଠ…

ଖଣି ମାଲିକ ଜିତୁ ପଟ୍ଟାନାୟକଙ୍କ ଘରେ ଇଡିର ରେଡ୍‌

ଭୁବନେଶ୍ଵର: ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଅର୍ଥ ହଡପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଭୁବନେଶ୍ଵରର ୨ ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଯୋଡାର ୨ ଟି ସ୍ଥାନରେ ଇଡି ଚଢାଉ ଜାରି…

ଭିଜିଲାନ୍ସ ରେଡ୍ ବେଳେ ଖସିଗଲେ ବିଇଓ, ଡ୍ରରୁ ମିଳିଲା ୨୦ ହଜାର ଲାଞ୍ଚ ଟଙ୍କା

କେନ୍ଦ୍ରାପଡ଼ା: ଭିଜିଲାନ୍ସକୁ ଚକମା ଦେଇ ଖସିଗଲେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ । ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ସେକ୍ସନ ଅଫିସର ଭଞ୍ଜକିଶୋର ନାୟକ ଗତ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିଥିଲେ । ଭଞ୍ଜକିଶୋରଙ୍କ ଗ୍ରାଚୁଇଟି ଓ ପେନସନ୍ କରାଇ…

ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ସମୁଦ୍ରକୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ମହିଳା ଭୁବନେଶ୍ବର ଚକେଇସିଆଣିର ଅତୁଲ କୁମାର ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତଙ୍କୁ…

ସିନ୍ଧେକେଲା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ଭାବେ ସେ କାର୍ଯ୍ୟରତ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣିଥରେ ପଡ଼ିଛନ୍ତି ଜଣେ ସରକାରୀ ବାବୁ। ନବରଙ୍ଗପୁର ଜଳ ବିଭାଜିକା, ମୃତ୍ତିକା ସଂରକ୍ଷଣ ପିଡି ବା ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ନଗଦ ୨ ଲକ୍ଷ ଟଙ୍କା ସହ ଆଜି ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ସେ ଅଫିସରୁ ଘରକୁ ଯାଉଥିବା ବେଳେ ତାଙ୍କୁ…

ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ତଦନ୍ତ କରିଛି । ମନ୍ଦିର ଗ୍ରୀଲ୍‌, ଭଙ୍ଗା ଯାଇଥିବା ତାଲା ଆଦିରୁ ଫିଙ୍ଗର ପ୍ରିଣ୍ଟି…