Browsing Category

ଅପରାଧ

ବ୍ଲେଡ୍‌ରେ ମାଆର ତଣ୍ଟିକୁ କାଟି ନିର୍ମମ ଭାବେ ହତ୍ୟା କଲା ପୁଅ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ମଙ୍ଗଳବାର ବୀଭତ୍ସ ହତ୍ଯାକାଣ୍ଡ ଘଟିଛି। ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର ହିଁ ମାଆର ତଣ୍ଟିକୁ ବ୍ଲେଡ୍‌ରେ କାଟି ନିର୍ମମ ହତ୍ୟା କରି ଅଖାରେ ଭର୍ତ୍ତି କରି ଦେଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ…

ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ କନଷ୍ଟେବଲ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା ଓ ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର। ନିଲମ୍ବିତ କନଷ୍ଟେବଲ ମାନେ ପୁଲିସ୍‌ ମୋଟର ଭେଇକିଲ୍ ବିଭାଗରେ କାର୍ଯ୍ୟରତ ଥିଲେ। ଏଥର ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଗାଡ଼ି ପାଇଁ…

କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

କଟକ: ନକଲି ଜିନିଷର ଗନ୍ତାଘର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ କରିଛି ପୋଲିସ ।…

୨ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ଜିଲା ସେସନ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। ଅଭିଯୁକ୍ତ ରବି ଓ ସନ୍ନି କୁମାର ରିମାଣ୍ଡରେ ଯାଇଛନ୍ତି।…

ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ। ଏ ନେଇ କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସୂଚନା ଦେଇଛି।ସୂଚନାନୁସାରେ,ପାରିବାରିକ ବିବାଦରୁ ବଡଭାଇ…

ନକଲି ବିଦେଶୀ ମଦ ପ୍ରସ୍ତୁତ ରାକେଟ ର ଫର୍ଦଫାସ : ବିପୁଳ ପରିମାଣର ଵିଦେଶୀ ମଦ ଜବତ କଲା ବଣେଇ ଅବକାରୀ ବିଭାଗ…

ସୁନ୍ଦରଗଡ/ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲାରେ ନକଲି ବିଦେଶୀ ମଦ ବେପାର ଥମିବାର ନାଁ ନେଉନାହିଁ। ବିଶେଷ କରି ବଣେଇ ଅଞ୍ଚଳରେ ଏହି ମଦ କାରବାର ଜୋର ଧରିଛି। ବାହାର ରାଜ୍ୟରୁ ନକଲି ମଦ ଆଣି ଏଠାରେ ନାମିଦାମୀ କମ୍ପାନୀ ର ଲେବଲ ମାରି ବେପାର ଚାଲିଛି ।ଗତ ସପ୍ତାହ ଲହୁଣୀପଡା ଥାନା ଅଞ୍ଚଳରେ…

ପ୍ରେମରେ ବିଫଳ ହୋଇ ଜୀବନ ହାରିଲେ ଯୁବକ…

ହିଞ୍ଜିଳିକାଟୁ : ଦୀର୍ଘ ୧୨ ବର୍ଷ ଧରି ଜୈନିକା ଯୁବତୀଙ୍କୁ ଭଲପାଇ ବସିଥିବା ଜୈନିକ ଯୁବକ ପ୍ରତାରଣାର ଶୀକାର ହୋଇ ଆତ୍ମହୁତି ଭଳି ଚରମ ପଦକ୍ଷେପ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି । ପ୍ରେମ ସମ୍ପର୍କରେ ଭଟ୍ଟା ପଡିବା ପରେ ବିଫଳ ପ୍ରେମିକ ଜଣଙ୍କ ନିଜ ଦେହରେ…

ସାଇବର ଠକେଇ ଅଭିଯୋଗରେ ରାଉରକେଲା ର ୪ଜଣଙ୍କୁ ଗିରଫ କଲା ସମ୍ବଲପୁର ସାଇବର ପୋଲିସ…

ଜାଲ ଆକାଉଣ୍ଟରେ ଜିଏସଟି ଠକେଇର ଖୋଲୁଛି ଗୁମର... ୫୦ ଜାଲ ଆକାଉଣ୍ଟରେ ୧୨୪ କୋଟି ଠକେଇ।। ୧୦ ରୁ ଅଧିକ ଲୋକ ସମ୍ପୃକ୍ତି ସୂଚନା... ରାଉରକେଲା : (ବସନ୍ତ କୁମାର ଜେନା);ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ…

ବନ୍ଧୁକ ଦେଖାଇ ଲୁଟିନେଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା

ଯୋଡ଼ା: ଅଫିସ୍‌ରେ ପଶି ବନ୍ଧୁକ ଦେଖାଇ ଲୁଟିନେଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଅଞ୍ଚଳରେ ଘଟିଛି। ଏନେଇ ଅଭିଭଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଦୁର୍ବୃତ୍ତଙ୍କ ପତ୍ତା ପାଇନି ପୁଲିସ୍‌। ୩ ଜଣ…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ଜମନକିରା: ସମ୍ବଲପୁର ଜିଲା ଜମନକିରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଜମନକିରା ପଞ୍ଚାୟତ ମହକୁମା ଚାହାବଗାନ ପଡ଼ାର ଦୁଃଖ ମିଞ୍ଜ ଓରଫ ଦୁଃଖ ଓରାମଙ୍କ (୪୦) ଠାରୁ ଜମି ଭାଗବଣ୍ଟା ପାଇଁ ରଙ୍ଗପ୍ରଲେପ ଦିଆ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ…