Browsing Category

ଅପରାଧ

ମହାକାଳପଡ଼ାରେ ଡକାୟତଙ୍କ ଆକ୍ରମଣରେ ୩ ଆହତ, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ

କେନ୍ଦ୍ରାପଡା: ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିକ କାକଟପୁର ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ମିଳିଥିବା ସୂଚନା ମୁତାବକ ଡକାୟତମାନେ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି…

ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ, ବାଘଛାଲ ଜବତ

ଭୁବନେଶ୍ଵର, ୧୦/୦୪ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ। କନ୍ଧମାଳ ଦାରିଙ୍ଗବାଡ଼ି ଦବେରି ଗାଆଁ ନିକଟରୁ ବାଘ ଛାଲ ଜବତ କଲା ଇଷ୍ଟିଏଫ ଟିମ୍ । ଏହା ସହ ଜଣେ ବାଘଛାଲ ବେପାରୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ପାଙ୍ଗାଲି ଗ୍ରାମର ବିପିନ…

ଅଭିନଵ ଉପାୟରେ କଇଁଛ ଚାଲାଣ : ଦଶ ବସ୍ତା କଇଁଛ ସହ ଜଣେ ଗିରଫ…

ମାଲକାନଗିରି : ପୁଣି ଦେଖିବାକୁ ମିଳିଛି ପୁଷ୍ପା ଷ୍ଟାଇଲରେ କଇଁଛ ଚାଲାଣ ର ଦୃଶ୍ୟ l ଟାଟା ମାଜିକ ଗାଡି ଉପରେ ଅଣ୍ଡା ଓ ଭିତରେ ୧୦ ବସ୍ତା କଇଁଛ । କଇଁଛ ଗୁଡ଼ିକ ନେଇ ଯାଉଥିବା ସମୟରେ ଜଣକୁ ଗିରଫ କରିଛି ମୋଟୁ ବନ ବିଭାଗ । ସୂଚନା ଅନୁଯାୟୀ ଆନ୍ଧ୍ରର କାକିନାଡ଼ା ଅଂଚଳରୁ କଇଁଛ ଗୁଡ଼ିକ…

୧୦୦ କିଲୋ ଗଂଜେଇ ଜବତ : ଜଣକୁ ଗିରଫ କଲା ମାଥିଲି ପୋଲିସ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ମିଳିଛି ଏକ ବଡ ସଫଳତା । ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ମାଥିଲି ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗଂଜେଇ ଚାଲାଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ…

ସ୍ପଞ୍ଜ କାରଖାନାରେ କୋନଭର୍‌ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ବଣାଇ: କୋନଭର୍‌ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାର୍ହାମୂଷାର ଏକ ସ୍ପଞ୍ଜ କାରଖାନାରେ ଅଘଟଣ ଘଟିଛି । ମୃତକ ହେଲେ ମଧୁପୁର ଗାଁର ଅଜିତ ମାହାନ୍ତ । ମୃତଦେହ ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବିକ୍ଷୋଭ କରିଛନ୍ତି ପରିବାର ଲୋକ ।…

ଗଛରେ ପିଟିହେଲା କାର୍: ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼…

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି, ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରର ସାଳିଆ ସାହି ଅଞ୍ଚଳରେ କାର୍ତ୍ତିକେଶ୍ୱର ରାଉଳ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ, କାର୍ତ୍ତିକେଶ୍ୱର ଏବଂ ତାଙ୍କ ପରିବାର ସଦସ୍ୟଙ୍କଠାରୁ ଜବତ ହୋଇଥିବା ମୋଟ ନଗଦ ଏକ ରେକର୍ଡ ୩,୪୧,୬୬,୨୮୦…

ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା, ବଦଳିଲେ ଆଇଆଇସି

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ । କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଆଇଆଇସିଙ୍କ ବଦଳି । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ଅନ୍ୟସ୍ଥାନକୁ ବଦଳି କରାଯାଇଛି ।…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍‌, ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କଲେ ବାଣପୁର JMFC

ବାଣପୁର,: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ…

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୬୦ ହଜାର ଟଙ୍କା ଜରିମାନା…

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ…