Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର
ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍!-->…
ଅନୁଗୁଳରେ ସେକ୍ସ ରାକେଟ ଠାବ, ଦୁଇ ରୁପଜୀବୀଙ୍କ ସହ ୪ ଅଭିଯୁକ୍ତ ଗିରଫ
ଅନୁଗୁଳ: ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟକୁ ଠାବ!-->…
ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା
ରାୟଗଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର । ରାୟଗଡା ସହରର ମଝିଘରିଆଣୀ ମନ୍ଦିର ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ଅଟୋ ରିକ୍ସା ସହିତ ବାଇକ୍ ଧକ୍କାରେ ଅଟୋ ଚାଳକ ସତ୍ୟମ୍ ମାଣ୍ଡାଙ୍ଗି ସହିତ ଗଣେଶ!-->…
ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍ର କିରାଣି
ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍ ଉଇଲିୟମ ବରାଳଙ୍କ ମାଡ଼ି ବସିଲା!-->…
ମୃତ ନାବାଳିକାକୁ ମେଡିକାଲ୍ରେ ଛାଡ଼ି ଦୁର୍ବୃତ୍ତ ଫେରାର
କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି।!-->…
ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା
କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମାଝୀ । ସେ ଚୁଡ଼ାଖିଆ ବଜାରରେ!-->…
ଦୁଇ ନକଲି ନକ୍ସଲ ଗିରଫ
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜୟପୁର ଏସଡିପିଓ ଅଙ୍କିତ ବର୍ମା । ବାଇକ, ମୋବାଇଲ ଓ ସିମ କାର୍ଡ ଜବତ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଟଙ୍କା ଡିମାଣ୍ଡ କରୁଥିବା!-->…
ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା ଛେଣ୍ଡ ଥାନା ପୋଲିସ । ଗତ ୨୩ ତାରିଖରେ ଛେଣ୍ଡ କଲୋନୀ ସ୍ଥିତ ଆରଡିଏ କଲୋନୀରେ ରହୁଥିବା ନିହାର ସରକାର ରାତିରେ ଘର ପାଖର ରାସ୍ତାରେ ବୁଲୁଥିବା ବେଳେ ହଠାତ୍ ଏକ କାରରେ ଆସି ୩!-->…
ମାଆ ପିଇଲେ ବିଷ,ଏବଂ ୪ ବର୍ଷର ପୁଅକୁ ବି ପିଆଇ ଦେଲେ…
ବାରିପଦା : ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍ ବେଡ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ତେବେ କ’ଣ ପାଇଁ ବିଷ ପିଇଲେ, ତାହା ଜଣାପଡ଼ି ନାହିଁ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର।ଉଦଳା ଥାନା ନାବରା କଲୋନୀରେ ବାସ କରନ୍ତି ଆଲୋକ!-->…
ରାଏବଗା ପୋଲିସ ପକ୍ଷରୁ ଚଢ଼ାଉ,ବାଲି ମାଫିଆ ଆତଙ୍କିତ…!
ଚାରି ଗିରଫ ସହ ଗାଡ଼ି ଜବତ କଲା ପୋଲିସ...