Browsing Category

ଅପରାଧ

ବନ୍ଧା ହେଲେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ୨କୋଟି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ସୁନ୍ଦରଗଡ଼ : ଗିରଫ ହେଲେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ନିରୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ। ବନମାଳୀ ନାଏକଙ୍କ ପାଖରୁ ୨କୋଟି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ସହ ବହୁ ଗୁରୁତ୍ୱପୂର୍ଣ୍ଣ…

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ: କାଜୁ ଜଙ୍ଗଲରେ ନର କଙ୍କାଳ ଠାବ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଏକ ନର କଙ୍କାଳକୁ ଉଦ୍ଧାର କରାଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ, ପୋଲିସର ଛାନଭିନ…

୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର୍ ମୃତ

ଲମତାପୁଟ : ୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ଡ୍ରାଇଭର୍ ମୃତ। ବାଲି ଆଣିବାକୁ ଯିବା ସମୟରେ କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ୫୦ ଫୁଟ ତଳକୁ ଖସିପଡ଼ିଛି। ଘଟଣା ଅନୁଯାୟୀ, ଲମତାପୁଟ ବ୍ଲକ କମେଲ୍ ଗ୍ରାମର ଯୁବକ କୃଷ୍ଣ ସିଶା ଶନିବାର ସକାଳେ ବାଲି ଆଣିବା…

ସ୍ୱାମୀକୁ ଜେଲ୍‌ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର: ସ୍ୱାମୀକୁ ଜେଲ୍‌ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ସଂପୃକ୍ତ ମାମଲାରେ ଗୋସାଇଁନୂଆଗାଁ ଥାନା ଅଞ୍ଚଳର ତୋଫାନ୍‌ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍‌ ଥାନା ପୁଲିସ । ଜାମିନ୍‌ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌ ହାଜତକୁ…

ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର

ବଲାଙ୍ଗିର: ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ। …

ରାଉରକେଲାରେ କେନ୍ଦ୍ରୀୟ GST ଟିମର ରେଡ୍

ରାଉରକେଲାରେ ଜିଏସ୍‌ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଫାଙ୍କିବା ଅଭିଯୋଗରେ ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚାଲିଛି ଚଢଉ । ରାଉରକେଲା, କୁଆଁରମୁଣ୍ଡା, କଲୁଙ୍ଗା ସହ ୫ଟି ସ୍ଥାନରେ ତିନି ଦିନ ହେଲା କେନ୍ଦ୍ରୀୟ…

ଲଙ୍କା ଗୁଣ୍ଡ ଫିଙ୍ଗି ୨୦ ହଜାର ଟଙ୍କା ,ସୁନା ଚେନ ଓ ମୋବାଇଲ ଲୁଟ : ଗୋଡ ,ହାତ ହାଣି ଦେଲେ ,ଥିଲା ରାଜନୈତିକ…

ଖଲ୍ଲିକୋଟ ; ଗତ ପଂଚାୟତ ନିର୍ବାଚନ ରେ ଉପୁଜିଥିବା ରାଜନୈତିକ ଶତ୍ରୁତା କାରଣରୁ ଶନିବାର ଦିନ ୧୦ .୩୦ ମିନଟ ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ମାଛ ମାର୍କେଟ ଠାରେ ଏକ ବାଇକ ଆରୋହୀ ଙ୍କ ଆଖି ରେ ଲଙ୍କା ଗୁଣ୍ଡ ଫିଙ୍ଗି ନଗଦ ୨0 ହଜାର ଟଙ୍କା ଓ ସୁନା ଚେନ ଓ ଏକ ମୋବାଇଲ…

ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ବାଣପୁର: ଥାନାରେ ମାଡ଼ ମାରିବା ମାମଲାରେ ଜାମିନ ଆବେଦନ କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ବାଣପୁର ଜେ ଏମଏଫସି କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ବିଚାରପତି। ଏହାପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରିମାଣ୍ଡରେ ନେବା…

ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍

ଭୁବନେଶ୍ୱର: ରାଜ୍ୟରେ ଜଳେଶ୍ୱର ପରେ ପରେ ଏବେ ବ୍ରାଉନସୁଗାର ହବ୍ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଧଳାଜହର କାରବାର କରାଯାଉଥିଲେ ବି ଡ୍ରଗ୍ସ ପେଡଲର ମାନଙ୍କୁ ଧରିବା ପାଇଁ ଅସମର୍ଥ ହୋଇ ପଡିଛି ରାଜ୍ୟ ପୋଲିସ୍ । ସମାନ ଭାବରେ ଆଜି ପୁଣି ଭୁବନେଶ୍ୱରରୁ…

ବସ୍‌-ଟ୍ୟାଙ୍କର୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଗୁରୁତର

ନୟାଗଡ଼: ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟିରେ ଆଜି ମଧ୍ୟାହ୍ନରେ ଏକ ସାଙ୍ଘାତିକ ଦୁର୍ଘଟଣା ଘଟିଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ଓଏସ୍ଆରଟିସିର ଏକ ବସ୍ ଓ ଏକ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଟ୍ରକ୍…