Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସୋୟାବିନ୍ ତରକାରୀ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୀଳଗିରି: ସୋୟାବିନ୍ ତରକାରୀ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ବାଲେଶ୍ଵର ଜିଲ୍ଲା ନୀଳଗିରି-ସାଇଗଣେଷ ଟିଉଟୋରିଆଲରେ ନିମ୍ନମାନର ଖାଦ୍ୟ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସୋୟାବିନ୍ ତରକାରୀ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡିଥିଲେ। ସମସ୍ତ ଅସୁସ୍ଥଙ୍କୁ ନୀଳଗିରି!-->…
ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆଗଲପୁର ତହସିଲ ସେକ୍ସନ ଅଫିସର
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ସେକ୍ସନ ଅଫିସର କିଶୋର ଖସେଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜବତ ଟ୍ରାକ୍ଟର ଛାଡିବାକୁ ଟ୍ରାକ୍ଟର ମାଲିକ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
!-->!-->!-->…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ପୁଣି ଖାରଜ
ଚିଲିକା: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ଗତ ୨୮ ତାରିଖରେ ବିଧାୟକଙ୍କ ଓକିଲ ପକ୍ଷରୁ ବାଣପୁର ସହକାରୀ ଦୌରା ଜଜ୍ଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଶୁଣାଣି ସମୟରେ ଉଭୟ ବିଧାୟକଙ୍କ!-->…
ଏପ୍ରିଲ ୯ ତାରିଖରେ ହାଇକୋର୍ଟରେ ହାଜର ହେବେ ସୁମିତ ଓ ତପସ୍ବିନୀ
ହାଇକୋର୍ଟରେ ତପସ୍ୱିନୀ। କହିଲେ ସ୍ୱାମୀ କେଉଁଠି ଅଛନ୍ତି ମୁଁ ଜାଣିନି। ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା। ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତି ପତ୍ନୀ ଏପ୍ରିଲ ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।!-->…
୫୦୦ କୋଟିର ଠକକୁ ଗିରଫ କଲା ଇଓଡବ୍ଲୁ
ଭୁବନେଶ୍ୱର: ୫୦୦ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ । ନିଖିଳାନନ୍ଦ ପଶୁପାଳକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଅନଲାଇନ ସର୍ଭିସ ସିଷ୍ଟମ SOSS ପ୍ରାଇଭେଟ୍ ଲିମିଟେଡ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଇନସ୍ୟୁରାନ୍ସ, ସେୟାର ମାର୍କେଟ, ଫ୍ଲାଟ ଯୋଗାଇବା ନାଁରେ ଠକେଇ!-->…
ବଲାଙ୍ଗୀରରେ ଡବଲ ମର୍ଡର : ଶାଶୁ ବୋହୂଙ୍କୁ ନିର୍ମମ ଭାବେ ହତ୍ୟା
ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡା ଗାଁରେ ଡବଲ ମର୍ଡର। ଶାଶୁ ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା। ଘର ଭିତରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ। ମୃତକ ଦୁଇ ଜଣ ହେଲେ ଅମ୍ବିକା ମେହେର ଏବଂ ପ୍ରେମଶିଳା ମେହେର। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ!-->…
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ସତ ବଖାଣିଲା ରଞ୍ଜନ
କଟକ: ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ମାନିଛି ରଞ୍ଜନ । କେବଳ ଶର୍ମିଷ୍ଠା ନୁହେଁ, ମାନସ ହତ୍ୟାକାଣ୍ଡରେ ରଞ୍ଜନ ବି ମୁଖ୍ୟ ଭୂମିକା ନିଭାଇଥିବା ପ୍ରମାଣ ହାତେଇଛି କ୍ରାଇମବ୍ରାଞ୍ଚ।!-->…
ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଲୁଟିନେଲେ ୪ ଲୁଟେରା
ଟାଙ୍ଗୀ: ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ଗନ୍ ପଏଣ୍ଟରେ ୭ ଲକ୍ଷ ୨୫ ହଜାର ଟଙ୍କା ଲୁଟ୍ । କୃଷି ଋଣ ଟଙ୍କା ଆଦାୟ କରି ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ ବଡକୁଳ ସୋସାଇଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ । ଏହି ସମୟରେ ୪ ଜଣ ଲୁଟେରା ୩ ଟି ବାଇକ୍ ଯୋଗେ ଆସି ଗନ୍ ପଏଣ୍ଟରେ ଆକ୍ରମଣ କରି ଲୁଟ୍!-->…
କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା
ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ମିନି ଟ୍ରକ ଧକ୍କା ଦେଇଛି। ଫଳରେ ମିନି ଟ୍ରକ ଚାଳକ ଗାଡି ଭିତରେ ଚାପି!-->…
ତେଲକୋଇ ମଲଣ୍ଡା ରେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତର ମଲଣ୍ଡା ଠାରେ ଗାଧୋଉଥିବା ବେଳେ ଜଣେ 6 ବର୍ଷୀୟ ଶିଶୁ କନ୍ୟା ଙ୍କର ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ଆକୁଳ ମଲଣ୍ଡା ଗ୍ରାମର ସୁଶାନ୍ତ ନାୟକ ଙ୍କର 6 ବର୍ଷର ଶିଶୁ କନ୍ୟା ପପି ନାୟକ ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ବେଳେ ଗାଁ!-->…