Browsing Category

ଅପରାଧ

ବାଲିଘାଟ ବୋମାମାଡ ଘଟଣାରେ ASI ସସ୍‌ପେଣ୍ଡ୍

ଯାଜପୁର: ବିଝାଂରପୁର ଥାନା ବଗମରା ବାଲି ଘାଟରେ ଲିଜକୁ ନେଇ ବୋମାମାଡ ମାମଲାରେ ଥାନା ଏସଆଇ କଣ୍ଡୁରି ଚରଣ ଦାସ ନିଲମ୍ବିତ । ନିଲମ୍ବିତ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଗତ ୧୯ ତାରିଖରେ ସୁରେନ୍ଦ୍ର ଦାସ ଉପରେ ବୋମା ପିଙ୍ଗାଯାଇଥିବା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ରେଜିଷ୍ଟରରେ ବହୁ ବ୍ୟକ୍ତିଙ୍କ ନାଁ

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳୁନି ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ପତ୍ତା। ଠିକଣା ବଦଳାଉଛନ୍ତି ଶର୍ମିଷ୍ଠା। ତାଙ୍କୁ ଠାବ କରିବା ପାଇଁ ଗୋଟିଏ ଟିମ୍‌ ଭଦ୍ରକରୁ ତଦନ୍ତ ଆରମ୍ଭ କରିଥିବାବେଳେ ଅନ୍ୟ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ଆଜି…

ଧାମନଗରରେ ଛୁରାମାଡ ଘଟଣା: ଉଠିଲା ୧୪୪ ଧାରା

ଭଦ୍ରକ : ଧାମନଗର ଏନଏସିର ୯ ନମ୍ବର ୱାର୍ଡରେ ଛୁରା ମାଡ ଘଟଣାରେ ଗୁରୁବାର ଲାଗୁ କରାଯାଇଥିବା ୧୪୪ ଆଜି ସକାଳ ୫ଟାରୁ ଉଠାଇ ଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତି ରହିଛି ଏବଂ ସ୍ୱାଭାବିକ ହେଉଥିବା ପରିଲକ୍ଷିତ ହୋଇଛି। ବସ ଚଳାଚଳ ବି ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଗୁରୁବାର…

୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡା ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଆଠ ବର୍ଷର ଶିଶୁ କନ୍ୟାକୁ ଗଳାକାଟି ହତ୍ୟା କରିଛି ଯୁବକ । ଉକ୍ତ ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଉକ୍ତ ଗଁର…

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି ।…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଭଦ୍ରକରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର 5 ଜଣିଆ ଟିମ । ଆଜି(ଗୁରୁବାର) କ୍ରାଇମବ୍ରାଞ୍ଚର DSP କଳ୍ପନା ସାହୁଙ୍କ ନେତୃତ୍ୱରେ ଭଦ୍ରକରେ ପହଞ୍ଚିଛନ୍ତି 5 ଜଣିଆ ଟିମ । ଏହି 5 ଜଣିଆ…

ଧାମନଗରରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼: ଅଭିଯୁକ୍ତ ଗିରଫ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଜନତା

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ଛୁରା ମାଡ ଘଟଣାକୁ କେନ୍ଦ୍ର କରି ଧାମନଗରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ…

ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା

ସାନଖେମୁଣ୍ଡି, ୨୪।୦୩: ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଚିକିଟି NAC ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଚିକିଟି ମୁଖ୍ୟ ରାସ୍ତା ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏହି ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀର ସଦସ୍ୟ ଗାଡି ଭଙ୍ଗାରୁଜା କରିଥିଲେ । ଘଟଣା…

ଭୋଟ୍ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ

ଜଗତସିଂହପୁର : ଭୋଟ ଗ୍ରହଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁର ପୌରାଞ୍ଚଳ ୧୯ ନମ୍ବର ଓ୍ୱାର୍ଡ ୩୦ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ଦିନ ରାଜ୍ୟବ୍ୟାପୀ ସମସ୍ତ ପୌରାଞ୍ଚଳରେ ନିର୍ବାଚନ…

ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଭାଇଙ୍କୁ ପିଟିଲେ

ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ। ଟଙ୍କା ବାଣ୍ଟିବା ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ବିଧାୟକଙ୍କ ଉପସ୍ଥିତିରେ ପ୍ରଦୀପଙ୍କୁ ମାଡ଼ ମରାଯାଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC…