Browsing Category

ଅପରାଧ

କୋଲକାତାରୁ ଭୁବନେଶ୍ୱର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ, ୨୦ ଜଣ ଯାତ୍ରୀ ଆହତ

ଭଦ୍ରକ: କୋଲକାତାରୁ ଭୁବନେଶ୍ୱର ଯାଉଥିବାବେଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି | ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଜଗାକାଳିଆ ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି | ବସଟି କଲିକତାରୁ ଭୁବନେଶ୍ୱର ଯାଉଥିବାବେଳେ ଏହି ଦୁର୍ଘଟଣାରେ ୨୦ ରୁ…

ଅପରାଧୀଙ୍କୁ ଧରାଇଦେଲେ ମିଳିବ ପୁରସ୍କାର; ୱାଣ୍ଟେଡ୍ ଘୋଷଣା କଲା ପୁଲିସ

କଟକ: ଚହଟା ନଗର ଅଞ୍ଚଳରେ ଗୋଟିଏ ରାତିରେ ସିରିଜ୍ ଲୁଟ୍ ଘଟଣାର ୧୫ ଦିନ ପରେ କମିସନରେଟ୍ ପୁଲିସ ନିଜର ଅସହାୟତା ପ୍ରକାଶ କରିଛି। ସିସି କ୍ୟାମେରାରେ ଚିହ୍ନଟ ୪ ଦୁର୍ବୃତ୍ତଙ୍କୁ ଠାବ ନକରି ପାରିଥିବାରୁ ଜନସାଧାରଣଙ୍କ ସହାୟତା ଲୋଡ଼ିଛି ପୁଲିସ। ଏହି ଦୁର୍ବୃତ୍ତଙ୍କୁ ଧରାଇଦେବା ପାଇଁ…

କମେଣ୍ଟ ମରାରୁ ବିଭତ୍ସ ହତ୍ୟାକାଣ୍ଡ, ୪ ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ: ଆସିକା ହିଞ୍ଜିଳି ଥାନା ପିତ୍ତଳ ଛକରେ ବୀଭତ୍ସ କାଣ୍ଡ । କମେଣ୍ଟମରାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ୩ ଭାଇ ଓ ପୁତୁରା । ମୃତକଙ୍କ ଘର ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗାଁର ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ସଞ୍ଜୟ ସ୍ବାଇଁ…

ଆଜି ଓଡ଼ିଶା ଆସିବ ଶର୍ମିଷ୍ଠାର ଭାଇ ପରମେଶ୍ୱର, ଗିରଫ କରି ବିଜୟଓ୍ୱାଡାରୁ ଫେରୁଛି ସ୍ପେଶାଲ୍ ଟିମ୍

ଭୁବନେଶ୍ୱର: ଭଉଣୀର ଠିକଣା କହିବେ ଭାଇ । ଆଜି ଓଡ଼ିଶା ଆସିବ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତ । ଗତକାଲି ପରମେଶ୍ୱରକୁ ବିଜୟଓ୍ୱାଡାରୁ ଗିରଫ କରିଥିଲା ପୋଲିସ । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପରମେଶ୍ୱରଙ୍କୁ ଓଡ଼ିଶା…

ଜେଲ୍‌ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ ଗଲେ । ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତକାଲି…

ଆନ୍ତଃରାଜ୍ୟ ବଲେରୋ ଚୋର ଗ୍ୟାଙ୍ଗ: ୨୨ଟି ଗାଡି ସହ ୧୦ ଗିରଫ

ବଲାଙ୍ଗିର ପୋଲିସକୁ ବଡ ସଫଳତା। ଆନ୍ତଃରାଜ୍ୟ ବଲେରୋ ଚୋର ଗ୍ୟାଙ୍ଗକୁ ଧରିଲା ବଲାଙ୍ଗିର ପୋଲିସ। ଏହାସହ ୨୨ଟି ବଲେରୋ ଗାଡି ଉଦ୍ଧାର ସହ ୧୦ଜଣଙ୍କୁ ଗିରଫ କଲା ପୋଲିସ୍। ଗତ ଏକ ବର୍ଷ ଭିତରେ ସୋନପୁର ବଲାଙ୍ଗିର,କଲାହାଣ୍ଡି,ନୂଆପଡା,ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ବଲେରୋ ଗାଡି ଓ ପିକଅପ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଡାକ୍ତରଖାନାରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗିରଫ ପରେ ବିଧାୟକଙ୍କୁ ଅଦାଲତରେ ହାଜର କରାଯାଇଛି। ସୂଚନାଯୋଗ୍ୟ, ଗତ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୪ ସପ୍ତାହ ଭିତରେ କୋର୍ଟରେ ହାଜର ହୁଅ

କଟକ : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଝଟ୍‌କା । ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ତେବେ ଆଜି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ…

ମାନସ ସ୍ୱାଇଁ ହତ୍ୟା ମାମଲା: ଗିରଫ ହେଲା ଶର୍ମିଷ୍ଠାର ଭାଇ ପରମେଶ୍ୱର

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ଚାନ୍ଦବାଲି ପୁଲିସ। ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୁଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍…

ଢେଙ୍କାନାଳରେ ଓଲଟିଲା ଯାତ୍ରୀବାହୀ ବସ୍ , ୭ ଗୁରୁତର ୨୦ ଆହତ

ଯାତ୍ରୀବାହୀ ବସ ଓଲଟି ୭ ଗୁରୁତର । ଢେଙ୍କାନାଳ ସଦର ଥାନା ବଣସିଂହ ରାସ୍ତାରେ ଓଲଟିଲା ବସ। ପାଟରାଣୀ ଠାକୁରାଣୀ ମନ୍ଦିର ନିକଟ ରାସ୍ତାରେ ବସ ରାସ୍ତା ତଳକୁ ଓଲଟି ପଡ଼ିଛି। ବସ ବଣସିଂହରୁ ଢେଙ୍କାନାଳ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ବସରେ ୩୫ରୁ ଅଧିକ ଯାତ୍ରୀ ଥିବା ବେଳେ ୨୦ଜଣ ଆହତ…