Browsing Category

ଅପରାଧ

କଟକରେ ସାଇବର ଠକ ଗିରଫ

କଟକ: କଟକ ସାଇବର ଥାନାକୁ ମିଳିଛି ବଡ ସଫଳତା । ସାଧାରଣ ଲୋକଙ୍କୁ ଫୋନ୍ କରି ସାଇବର ଠକେଇ କରୁଥିବା ଜଣେ ସାଇବର ଠକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱରର ଦିପକ ଦାସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଲକ୍ଷ ଟଙ୍କା, ୧୧ଟି ମୋବାଇଲ ଫୋନ, ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ…

କେନ୍ଦୁଝର ଜିଲ୍ଲା କନକନା ଗାଁରେ ଅଘଟଣ, ପିଚୁକଡ଼ାରେ ପଡି ୩ ପିଲା ଗୁରୁତର

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁକଡ଼ାରେ ପଡିଗଲେ ୩ ଜଣ ଛୁଆ । ଗୁରୁତର ଅବସ୍ଥାରେ ଗାଁ ଲୋକଙ୍କ ଦ୍ଵାରା ଉଦ୍ଧାର । ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିବା ବେଳେ, ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ…

ପାକିସ୍ତାନର ସିଆଲକୋଟ ମିଲିଟାରୀ ବେସ ନିକଟରେ ଭୟଙ୍କର ବିସ୍ଫୋରଣ

ଇସଲାମାବାଦ: ଭୟଙ୍କର ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ। ଆଜି ସକାଳେ ପାକିସ୍ତାନର ସିଆଲକୋଟ ମିଲିଟାରୀ ବେସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍‌ରେ ଥିବା ଅସ୍ତ୍ର ଡିପୋରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଇଛି। ବିସ୍ଫୋରଣ…

ୟୁରୋପର ସର୍ବବୃହତ୍‌ ଇସ୍ପାତ କାରଖାନା ଧ୍ବଂସ

କିବ୍‌: ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍‌ ଦଖଲ କରିବାକୁ ଯାଇ ରୁଷୀୟ ସୈନିକମାନେ ସେଠାରେ ଥିବା ୟୁରୋପ୍‌ର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା 'ଅଜୋଭସ୍ତାଲ୍‌'କୁ ବିଧ୍ବସ୍ତ କରି ପକାଇଛନ୍ତି ବ‌ୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କୋ…

ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର : ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀ କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ହିମାଂଶୁଙ୍କୁ ନୋଏଡାରୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ । ଖବର ଅନୁଯାୟୀ, ନିଜକୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଲୋକଙ୍କୁ ଠକେଇ କରୁଥିଲେ । ୨୦୧୯ରେ…

ନିଆଳି ସରପଞ୍ଚଙ୍କ ଘରକୁ ବୋମାମାଡ଼

କଟକ: କଟକ ଜିଲ୍ଲା ନିଆଳିରେ ବୋମାମାଡ଼ । କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ବ୍ରାହ୍ମଣବାଟି ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ ହୋଇଛି । ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ…

ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ବାଇକ୍ ପୋଡ଼ି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଛାତ୍ର ନିବାସରେ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛାତ୍ର ନିବାସରେ ପଶି କେତେକ ଦୁର୍ବୃତ୍ତ ଗାଡ଼ି ପୋଡ଼ିଦେଇଥିଲେ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ…

ପୂର୍ବ ବିବାଦକୁ ନେଇ ଗାଁରେ ଫୁଟିଲା ବୋମା, ଗିରଫ ଭୟରେ ଗାଁ ଲୋକ ଶୂନ୍ୟ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ । ପୂର୍ବ ବିବାଦକୁ କେନ୍ଦ୍ର କରି ଘନ ଘନ ବୋମାମାଡ଼ ସହ ୧୦ ରାଉଣ୍ଡ ଗୁଳି ମାଡ଼ ହୋଇଛି । ଏଥିରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ…

ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରାମାଡ଼ : ତିନି ଗୁରୁତର…

ଫୁଲବାଣୀ ,: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛୁରା ମାଡ଼ରେ ତିନି ଜଣ ଗୁରୁତର ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ୩ ଜଣକ ଭିତରେ ନିର୍ବାଚନକୁ ନେଇ ପ୍ରଥମେ…

ଖରସ୍ରୋତା ନଦୀରେ ବୁଡି ୬ ଜଣ ନିଖୋଜ ଘଟଣା : ୫ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଖରସ୍ରୋତା ନଦୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ୬ ଜଣ ନିଖୋଜ ହୋଇଥିଲେ। ଖବର ପାଇ ଅଗ୍ନିଶମ, ଓଡ୍ରାଫ ବାହିନୀ ମିଳିତ ଭାବେ ନଦୀରେ ଗତ ୨ ଦିନ ଧରି ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର…