Browsing Category

ଅପରାଧ

ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ବର: ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ। ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ। ଏନେଇ ରମେଶ ସ୍ୱାଇଁ ସହମତି ପ୍ରକାଶ କରିଛି। ପିଙ୍କ୍‌ ଟିମ୍‌ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା । ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ୍‌ ଫୋରେନସିକ୍‌ ଲ୍ୟାବ୍‌ରେ ହେବ…

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ଗୁଳିବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି ବିଜାପୁର ମାଓବାଦୀ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନମ। ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ଼ ସରକାର ୩ ଲକ୍ଷ…

ସ୍କୁଟିରୁ ଖସି ପଡିଲେ ଯୁବତୀ, ବସ୍ ଚକା ତଳେ ଚାଲିଗଲା ଜୀବନ

ଚୌଦ୍ଵାର: ସ୍କୁଟିରୁ ଖସି ପଡିଲେ ଯୁବତୀ। ବସ୍ ଚକା ତଳେ ଚାଲିଗଲା ଜୀବନ। ମଙ୍ଗୁଳି ସ୍ଥିତ ବିରୂପା ବ୍ରିଜ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ଜଣେ ଯୁବତୀ ନିଜ ସ୍କୁଟି ଯୋଗେ କଟକ…

କଇଁଛ ଚୋରା ଚାଲାଣ କରୁଥିବା ରାକେଟ ଠାବ, ଦୁଇ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଭିନ୍ନ ପଶୁ ପକ୍ଷୀଙ୍କ ଚୋରା ଚାଲଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଜି ମାଲକାନଗିରି ଜିଲ୍ଲାର ଏମଭି ୭୯ ଗ୍ରାମରୁ ପ୍ରାୟ ୨୫ ଜୀବନ୍ତ କଇଁଛ ଜବତ କରିବା ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ୱୟ ଏମପିଭି ୮୧ ଗ୍ରାମର ପ୍ରକାଶ…

ସମିତିସଭ୍ୟା ଅପହରଣ ଅଭିଯୋଗ: ଥାନାରେ ମାମଲା

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସମିତି ସଭ୍ୟା ଅପହରଣକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବ୍ଲକ୍‌ର ୧୫ ଗ୍ରାମପଞ୍ଚାୟତ ମଧ୍ୟରୁ ଶାସକ ବିଜେଡି ସମର୍ôଥତ ୬ଜଣ ପ୍ରାର୍ଥୀ ବିଜୟଲାଭ କରିଥିବା ବେଳେ ବିରୋଧୀ ମିଳିତ…

ମାଛମରାକୁ କେନ୍ଦ୍ର କରି ଆକ୍ରମଣ, କଟୁରୀ ଚୋଟରେ ଜଣେ ମୃତ

ଯାଜପୁର: ଯାଜପୁର ଅନ୍ତର୍ଗତ ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛ ମରାକୁ କେନ୍ଦ୍ର କରି ଜଣଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । କଟୁରୀ ଚୋଟରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଧୀରେନ୍ଦ୍ର ଜେନା ବୋଲି ଜଣାପଡ଼ିଛି । ଆକ୍ରମଣ ଘଟଣାରେ ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି…

ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର ଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଟାଟା ପାୱର ପରିଚାଳକ । ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନର ପରିଚାଳକ ବା ବିଦତ୍ତ୍ ବିତରଣକାରୀ ସଂସ୍ଥା ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୩ଟି ସ୍ଥାନରେ ରେଡ କରିଛି…

ଗୋ-ଚାଲାଣ ବେଳେ କଣ୍ଟେନର୍‌ ଜବତ କଲା ପୋଲିସ୍‌, ୪ ଗିରଫ

ମହାଙ୍ଗା: ଗତକାଲି ରାତି ୨ ଘଟିକା ସମୟରେ ବାଲିଚନ୍ଦ୍ରପୁରର ନଳିପୁର ଜାତୀୟ ରାଜପଥ ନିକଟରୁ ଏକ କଣ୍ଟେନର ନମ୍ବର OR04 - 7989 ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବେଆଇନ ଗୋ ଚାଲାଣ ହେବା ସମୟରେ ବାଲିଚନ୍ଦ୍ରପୁର ଥାନା ଏହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଡ୍ରାଇଭର ସମେତ ୪ ଜଣ…

ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ…

ଭଦ୍ରକରେ ନିର୍ବାଚନୀ ପରବର୍ତ୍ତୀ ହିଂସା

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପରେ ବି ଥମୁନି ହିଂସା। ଭଦ୍ରକ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଭଦ୍ରକ ବ୍ଲକ୍ ଅଧିନ କୋଦାରପୁର ପଞ୍ଚାୟତ ଅନ୍ତର୍ଗତ ଜିତାନଗା ଛକରେ ଭୁଜାଲି ଚୋଟ୍‌ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଙ୍କ ହେଲେ ସେରପୁର…