Browsing Category

ଅପରାଧ

ନବରଙ୍ଗପୁର ରେ ନକଲି ମଦ କାରବାର : ଚଢ଼ାଉ କଲା ବ୍ରହ୍ମପୁର ଅବକାରୀ ବିଭାଗ…

ନବରଙ୍ଗପୁର : ନିର୍ବାଚନ ର ଋତୁ ଭୋଟଦାନ ଦିନ ବ୍ଲକ ରେ ବନ୍ଦ ରହିବ ମଦ ଦୋକାନ ,ଯାହାକି ସରକାରଙ୍କ କଡା ନିୟମ ରହିଛି ଏହାକୁ ଏକ ସୁଯୋଗ ଭାବି କିଛି ଅସାଧୁ ବ୍ୟବସାୟୀ ଙ୍କ ଦ୍ଵାରା ସହର ରେ ଆରମ୍ଭ ହେଇଥିଲା ନକଲି ବିଦେଶୀ ମଦ ର କାରବାର ଆଶା ଥିଲା ଲକ୍ଷ ଲକ୍ଷ ଟଙ୍କା ର କାରବାର ,ହେଲେ ସବୁ…

ମମିତା ମେହେର ମାମଲା ସିବିଆଇକୁ ହସ୍ତାନ୍ତର ହେବା ଦରକାର : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍‌ସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ନେଇ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ପ୍ରେସମିଟ୍ କରିଛନ୍ତି। ସାମ୍ବାଦିକ…

ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି: ଡିଜିପି

ଭୁବନେଶ୍ବ: ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତି ୪ ଟି ପର୍ଯ୍ୟାୟକୁ ବିଶେଷ ଗୂରୁତ୍ୱ ଦିଆଯିବ ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଗୋଟେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର: ଭିଜିଲାନ୍ସ ଇତିହାସରେ ରେକର୍ଡ। ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ପାଲଟି ଯାଇଛନ୍ତି। କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଡାକ୍ତରଙ୍କ କଳାଟଙ୍କାର ଗୁମର ଫିଟିଛି। ଭୁବନେଶ୍ୱର…

ରସିକିଆ ଡାକ୍ତର ମାଟ୍ରିକ୍ ଫେଲ୍ ! ପୁଣି ବାହା ହେବାକୁ କରୁଥିଲା ଯୋଜନା

ଭୁବନେଶ୍ୱର: ରସିକିଆ ନକଲି ଡାକ୍ତରଙ୍କ ଆହୁରି ଗୁମର ଖୋଲିବାରେ ଲାଗିଛି । ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ମାଟ୍ରିକ ବି ପାସ୍ କରିନଥିବା ସୂଚନରା ମିଳିଛି । ନକଲି ଡାକ୍ତର ମାଟ୍ରିକ ପାସ୍ କରିନଥିବା ସମ୍ପର୍କୀୟ କହିଛନ୍ତି । ଏସବୁ ଅଭିଯୋଗର ଯାଞ୍ଚ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର…

ଆକାଶ ପାଠକଙ୍କୁ ମିିଳିଲା ଜାମିନ

କଟକ: ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ଗଲା ୧୪ ମାସ ହେବ ଜେଲ୍‌ରେ ରହିଆସୁଥିବା ଆକାଶ ୫ ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନ୍‌ଦାର୍‌ ବଦଳରେ ଜାମିନ୍‌ରେ ଯିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ…

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା: ମେ ୨ରେ ପରବର୍ତ୍ତୀ ଶୁଣାଣି

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ହାଇକୋର୍ଟରେ ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି…

EOW ପଞ୍ଝାରେ ଔରକ୍ସା ଡିଲ୍ ମଲ୍ଟି ଟ୍ରେଡ୍‌ର ୨ ଅଧିକାରୀ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପଞ୍ଝାରେ ଔରକ୍ସା ଡିଲ୍ ମଲ୍ଟି ଟ୍ରେଡର ଦୁଇ ଅଧିକାରୀ । ଦୁଇ ଅଧିକାରୀ ଶରତ କୁମାର ନାୟକ ଏବଂ ପ୍ରଭାତ ରଞ୍ଜନ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲୁଟିଥିଲେ କୋଟି କୋଟି ଟଙ୍କା । ପାଖାପାଖି ୫୦୦…

ମାହାଙ୍ଗା ଡବଲ ମର୍ଡର କେସରେ ଅଭିଯୁକ୍ତଙ୍କୁ ମିଳିଲାନି ଜାମିନ୍

କଟକ: ବହୁ ଚର୍ଚ୍ଚିିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଲାଗିଛି ଜୋରଦାର ଝଟକା । ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲାନି ଜାମିନ । ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅଭିଯୁକ୍ତିମାନଙ୍କୁ ଗିରଫ କରିଥିଲା ମାହାଙ୍ଗା…

ଭିଜିଲାନ୍ସ ଜାଲରେ ଏନ.ଏ.ସି. କର୍ମଚାରୀ, ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ

ପଦ୍ମପୁର: ଭିଜିଲାନ୍ସ ଜାଲରେ ଏନ.ଏ.ସି. କର୍ମଚାରୀ। ବରଗଡ଼ ଜିଲ୍ଲା ପଦ୍ମପୁର ଏନ.ଏ.ସିର ଜଣେ କର୍ମଚାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏନ.ଏ.ସି କର୍ମଚାରୀ ଦୀନବନ୍ଧୁ ପଣ୍ଡା ପଦ୍ମପୁରର ଜଣେ ବ୍ୟକ୍ତି ସନ୍ତୋଷ ପୃଷ୍ଟିଙ୍କ ଠାରୁ ଘର ହୋଲଡିଂ ଟ୍ୟାକ୍ସ କରାଇ ଦେବାକୁ…