Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍ ଗିରଫ
ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ଅଭିଯୁକ୍ତ ତଥା ଭାରତର ଅନ୍ୟମତ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକରଙ୍କୁ ୟୁଏଇରେ ଗିରଫ କରାଯାଇଛି। ଦୀର୍ଘ ୨୯ ବର୍ଷର ତଲାସି ପରେ ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଘନିଷ୍ଠ ସହଯୋଗୀ ଅବୁ ପୋଲିସ ହାତରେ!-->…
ମଦବେପାରୀଠୁ ୫ହଜାର ଲାଞ୍ଚ ନେଇ ଏଏସ୍ଆଇ ଗିରଫ
ଭୁବନେଶ୍ୱର: ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ମଞ୍ଚେଶ୍ୱର ଥାନାର ଏଏସ୍ଆଇ ରବିନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ରସାୟନ ମିଶ୍ରିତ ନଗଦ ୫ହଜାର ଟଙ୍କା ଜବତ ହୋଇଛି । ଏନେଇ ଭିଜିଲାନ୍ସ କେସ୍ ନଂ ୨/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ!-->…
ରାଜଧାନୀରେ କଟୁରି ଦେଖାଇ ଲୁଟିନେଲ ୪୬ ହଜାର
ଭୁବନେଶ୍ୱର: ଭୁଜାଲି ଦେଖାଇ ମାଛ ବ୍ୟବସାୟୀଙ୍କଠୁ ସ୍କୁଟି ଓ ୫୦ହଜାର ଟଙ୍କା ଲୁଟ୍ ହୋଇଛି । ଗୁରୁବାର ରାତିରେ ବଡ଼ଗଡ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ଏଭଳି ଘଟଣା ଘଟିଛି । ୪ଜଣ ଲୁଟେରା ଦୁଇଟି ବାଇକ୍ରେ ଆସି ତାଙ୍କୁ କଟୁରି ଦେଖାଇ ସ୍କୁଟି ସହ ୪୬ ହଜାର ଟଙ୍କା ନେଇ ଫେରାର!-->…
ଶ୍ରୀନଗରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ମୃତ
ଜମ୍ମୁ-କାଶ୍ମୀର: ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଶ୍ରୀନଗରର ଡାକୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ୨ ଆତଙ୍କବାଦୀ ଲସ୍କର-ଇ-ତୋଇବାରର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସମୟରେ!-->…
ଚୁନା ହତ୍ୟା ମାମଲା: ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
କଟକ: ଚୁନା ଓରଫ୍ ମାଲିକ ହନନ୍ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ ।
ସେକ୍ ହାଇଦରର ସହଯୋଗୀ ଅବଦୁଲ ନଇମ ଖାନ, ସେକ୍ ରୋମାନ, ମୀର ଅସ୍କର, ଶିବ ପ୍ରସାଦ ମହାନ୍ତି,!-->!-->!-->…
କୁଡ଼ମୁଲଗୁମା : ମୋଟର ଗାଡି ଯା°ଚ ସମୟରେ ଧରାପଡିଲା ଗଞେଇ ଚୋର…
ମାଲକାନଗିରି : କୁଡୁମୁଲୁଗୁମ୍ମା ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମୋଟର ଗାଡି ଯା°ଚ ସମୟରେ ଦୁଇ ଜଣ ଗଞେଇ ଚୋରକୁ ଧରିଛି କୁଡୁମୁଲୁଗୁମ୍ମା ପୋଲିସ । ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା°କ ନେତୃତ୍ୱରେ ଏକ ଟିମ ରାଜରାସ୍ତା ରେ ଗାଡି ମୋଟର ଯା°ଚ କରୁଥିବା ସମୟରେ ଏକ ହିରୋ!-->…
ମାରଣାସ୍ତ୍ର ଦେଖାଇ ସୁନାଚେନ୍ ଲୁଟ୍ ଘଟଣା : ଭୁଜାଲି ସହ ୨ ଲୁଟେରାକୁ ଧରିଲା ପୋଲିସ୍…
ରେଢାଖୋଲ: ଗତ ୨୬ ତାରିଖରେ ରେଢାଖୋଲ ଥାନା କଦଳିଗଡ ଶିବ ମନ୍ଦିର ପ୍ରାଙ୍ଗଣରୁ ନବଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ ମାମଲାରେ ସୁନା ଚେନ୍ ସହ ମାରଣାସ୍ତ୍ର, ବାଇକ୍ ଆଦି ଜବତ କରିବା ସହ ୨ ଲୁଟେରାକୁ ରେଢାଖୋଲ ପୋଲିସ୍ ଅନୁଗୋଳ ଜିଲ୍ଲା ବୁଦୁଲିମୁଣ୍ଡା ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଛି।
!-->!-->…
ସ୍କୁଟି ସହ ଗଞ୍ଜେଇ ଜବତ ଦୁଇ ଗିରଫ…
ଭଞ୍ଜନଗର : ଦିନକୁ ଦିନ ପଡୋଶୀ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି।ବୁଧବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ.ଆଇ କେଶବ ଶଢଙ୍ଗୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ମିଳିତ ସହଯୋଗ ରେ ଆଜି ଦିନ ୨ଟା ସମୟରେ ଦୁର୍ଗା ପ୍ରସାଦ ଛକ ନିକଟରେ!-->…
ଜବତ ହେଲା ନକଲି କୋଭିଡ ଟିକା..! : ଅନେକ ରାଜ୍ୟକୁ ଲମ୍ବିଛି ନେଟୱର୍କ, ୫ ଅଭିଯୁକ୍ତ ଗିରଫ…
ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ନକଲି କୋଭିଡ ଟିକା ବହୁ ପରିମାଣରେ ଜବତ ହୋଇଛି। ସ୍ପେଶାଲ ଟାସ୍କ ଫୋର୍ସର ଏକ ପ୍ରମୁଖ କାର୍ଯ୍ୟରେ ନକଲି କୋଭିସିଲ୍ଡ ଏବଂ ଜାଇକୋଭିଡ ସହିତ ନକଲି କୋଭିଡ ଟେଷ୍ଟିଂ କିଟ୍ ଏଠାରୁ ଜବତ କରାଯାଇଛି। ଲଙ୍କା ପୋଲିସ ଷ୍ଟେସନ ପରିସରର ରୋହିତ ନଗରରେ!-->…
ମାଲକାନଗିରି : ମାଥିଲି ପୋଲିସ କୁ ମିଳିଛି ବଡ଼ ସଫଳତା ୨୫୬ କେଜି ଗଞ୍ଜେଇ ସହ ୫ଗିରଫ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : ଗତକାଲି ରାତି ମାଥିଲି ପୋଲିସର ତନଖି ସମୟରେ ରାଜପଥ ୩୨୬ ଗୋଵିଂଦପାଲ୍ଲୀ ଦୂର୍ଗାମନ୍ଦିର ନିକଟରେ କିଛି ଲୋକ ସନ୍ଧେହ ଜନକ ଅବସ୍ଥାରେ ରାସ୍ତା ପାର କରୁଥିବା ପୋଲିସର ଦୃଷ୍ଟିଗୋଚର ହୋଇଥିଲା । ପୋଲିସ ପକ୍ଷରୁ ତନଖି!-->!-->!-->…