Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ଆଠଗଡ : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗ୍ରାମର ନିରଞ୍ଜନ ରାଉତ ।
ନିରଞ୍ଜନ ଗତକାଲି ମଧ୍ୟାହ୍ନ ଦୁଇଟା ସମୟରୁ ନିଖୋଜ ଥିବା ବେଳେ!-->!-->!-->…
ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ
ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି ।!-->…
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ, ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି
ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ ଗତ ୩୦ ତାରିଖ!-->!-->!-->…
ସୀମାନ୍ତରେ ମାଓବାଦୀ ଙ୍କ ପ୍ରେସର ବମ ବିସ୍ପୋରଣ ରେ ଜଣେ ଯୁବକ ଗୁରୁତର…
ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଏକ ବୋମା ବିସ୍ପୋରଣରେ ଜଣେ ନିରୀହ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁଯାଇ ଜିଲ୍ଲାର ତେରେମ ଥାନା!-->!-->!-->…
ପୁଣି ମାଓଗଡ଼ରେ ଶୁଭିଲା ମାଓବାଦୀ ଙ୍କ ପଦଧ୍ଵନି : କାଲିମେଳା ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ…
ମାଲକାନଗିରି ୨/୦୬ କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଜଣା ପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟରରେ ସିପିଆଇ ମାଓବାଦୀ ବୋଲି!-->!-->!-->…
ଭୋଟ୍ ଦେବାକୁ ଯାଇଥିବା ବେଳେ ସ୍ତ୍ରୀ କୁ ବୁଥ୍ ସାମ୍ନାରେ ମାରି ଦେଲା ସ୍ୱାମୀ…
ଭଦ୍ରକ : ଭୋଟ୍ ଦେବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ ବୁଥ୍ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ।ମୃତ ମହିଳାଙ୍କ ନାଁ ରଶ୍ମିରେଖା ବେହେରା। ତାଙ୍କ!-->…
୮୦ ଲକ୍ଷ ଟଙ୍କାର କାର୍ ପାଇଁ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ, ସ୍ୱାମୀ ଅଟକ
ନୟାଗଡ଼ : ୮୦ ଲକ୍ଷ ଟଙ୍କାର କାର୍ କିଣିବାକୁ ମନ ବଳାଇଲେ ଜ୍ୱାଇଁ। ଏଥିପାଇଁ ଶ୍ୱଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ପକାଉଥିଲେ ଚାପ । ମାତ୍ର ଟଙ୍କା ନ ମିଳିବାରୁ ପାଲଟିଗଲେ ରାକ୍ଷାସ । ଆଉ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ!-->…
ମହିଳାଙ୍କୁ ଅସଦାଚରଣ, ଥାନାର ଦ୍ୱାରସ୍ଥ ହେଲେ ମହିଳା…
ମାଲକାନଗିରି : ଘରୋଇ ଫାଇନାନ୍ସ ରୁ ଋଣ ନେଇ ହନ୍ତସନ୍ତ । ଏହିଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଅଭିଯୋଗ ନେଇ ଜଣେ ମହିଳା ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଋଣ ଟଙ୍କା ନେଇ ପରିଷଦ କରିବାରେ ବିଳମ୍ବ ହେବାରୁ ମହିଳାଙ୍କ ଘରେ ଯାଇ ଅସଦାଚରଣ କରିଛନ୍ତି ଇଉନିଟି ସ୍ମଲ ଘରୋଇ!-->!-->!-->…
ଅଶାନ୍ତ ବ୍ରହ୍ମପୁର ସହର, ହାଉସିଂ ବୋର୍ଡ ଠାରେ ଯୁବକଙ୍କୁ ନିର୍ମମ ଭାବେ ହାଣିଲେ ଦୁର୍ବୁତ୍ତ, ଯୁବକ ମୃତ…
ପୋଲିସ ପେଟ୍ରୋଲିଂ ନେଇ ପ୍ରଶ୍ନବାଚୀ, ଭୟଭୀତ ହେଲେଣି ସହରବାସୀ...!!
ଯୁବକଙ୍କୁ ଆକ୍ରମଣ ସହ ପରିବାର ଲୋକଙ୍କୁ ଗାଳିଗୁଲଜ କରି ବନ୍ଧା ହେଲେ ଦୁଇ ଅଭିଯୁକ୍ତ
ଭୁବନେଶ୍ବର: ଯୁବକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଈଶ୍ବର ଦାସ ଓରଫ ଅପୁ (32) ଓ ମୁନା ଦାସ (26) । ସେମାନଙ୍କ ନିକଟରୁ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ଲୁହା ଛଡ଼କୁ!-->…