Browsing Category

ଅପରାଧ

କନ୍ଧମାଳ ରୁ ବ୍ରହ୍ମପୁର କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ପୋଲିସ…

୮୪ କେଜି ଗଞ୍ଜେଇ ଜବତ, ୨ ଗାଡି ସହିତ ୫ଗିରଫ ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରୁ ଦୁଇଟି କାର୍ ରୁ ୮୪କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ପୋଲିସ। ୨ ଗାଡି ଜବତ କରିବା ସହ ୫ ଗିରଫ ଓ ସେମାନଙ୍କ ଠାରୁ ୩ ଗୋଟି ମୋବାଇଲ ଜବତ । ଏହି ସବୁ ଗଞ୍ଜେଇ କନ୍ଧମାଳ ରୁ

ବରଗଡ଼ରେ ମତଦାନ ବେଳେ ଅଟୋ ଚାଳକଙ୍କୁ ହତ୍ୟା ଘଟଣା, ଦୁଇ ପୁଲିସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ବରଗଡ଼ ମତଦାନ କେନ୍ଦ୍ର ନିକଟରେ ଜଣେ ଅଟୋ ଚାଳକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହତ୍ୟା ଘଟଣାର ୪ ଦିନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ

ଗୋଛାପଡା ଥାନା ଅଧିକାରୀ ହୋମଗାର୍ଡଙ୍କୁ ଦେଉଛନ୍ତି ନିର୍ଯ୍ୟାତନା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଏଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ମାନଶୀକ ନିର୍ଯାତନା ଦେବା ସହିତ ମିଥ୍ୟା କେସରେ ଜେଲରେ ପୁରାଇ ଦେଇଥିଲେ ବୋଲି ଗଣମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି ହୋମଗାର୍ଡ

ବିବାହର ତିନିମାସ ପରେ ନୂଆଁ ବହୁ ନିଖୋଜ : ସ୍ୱାମୀ ଥାନାର ଦ୍ୱାରସ୍ତ…

ବ୍ରହ୍ମପୁର(୨୩.୦୫.୨୪)ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଗୋଲାପାଲ୍ଳି ସାହିର ସତ୍ୟ ନାରାୟଣ ଦାସ ଙ୍କ ପତ୍ନୀ ଝରଣା ଦାସ (୨୦) ମଙ୍ଗଳବାର ସନ୍ଧ୍ୟାରେ କେଉଁଆଡେ ଚାଲି ଯାଇଛନ୍ତି।ବହୁ ଖୋଜା ଖୋଜି ପରେ ଝରଣାର ପତା ନ ମିଳିବା ପରେ ଶାଶୁ ଲକ୍ଷ୍ମୀ ଦାସ ଥାନାରେ ଅଭିଯୋଗ

ବସ ଯାତ୍ରୀଙ୍କ ନିକଟରୁ ଲୁଟିବା ଅଭିଯୋଗରେ ୫ ଲୁଟେରା ଗିରଫ, ୨୦ହଜାର ଟଙ୍କା ଓ ୫ ମୋବାଇ ଜବତ

ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ

ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ୧୦ ଦିନ ହେଲା ନିଖୋଜ ଥିଲେ ଯୁବକ, ଯୁବତୀ। ପୋଲ ତଳୁ ମିଳିଲା ଦୁଇ ଜଣଙ୍କର ଗଳିତ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ ଏହି ଘଟଣା ଘଟିଛି। ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ। ସେହିପରି ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ

ନିଖୋଜ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାଇକେଲ୍ ଓ କଙ୍କାଳ ଉଦ୍ଧାର…

ମୃତ୍ୟୁ ର ରହସ୍ୟ ଖୋଳ ତାଡ଼ କରୁଛି ପୋଲିସ... ବେଲଗୁଣ୍ଠା, : ଗତ ୨୭ ଦିନ ତଳେ ଘରୁ ନିଖୋଜ ହୋଇଯାଇଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାଇକେଲ୍ ଏବଂ ନର କଙ୍କାଳ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ

ମତଦାନ ବେଳେ ଗଣ୍ଡଳା ମତଦାନ କେନ୍ଦ୍ରରେ ୨ ଗୋଷ୍ଠୀ ହାତାହାତି

ହିଞ୍ଜିଳିକାଟୁ, ତା ୨୦/୫ : ସୋମବାର ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ଗ୍ରାମର ମତଦାନ କେନ୍ଦ୍ରରେ ସୋମବାର ଅପରାହ୍ନରେ କୈାଣସି କଥାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ

ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ବ୍ରହ୍ମପୁର: ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ । ପୂର୍ବରୁ ୯ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଆଉ ୨ଜଣଙ୍କୁ ଗିରଫ