Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆସିକାରେ ବିଦେଶୀ ମଦ ଦୋକାନ ବନ୍ଦ କିନ୍ତୁ ସାହି ସାହିରେ ମଦର ବନ୍ୟା…..!
ଚେଇଁ ସୋଇଛି ପ୍ରଶାସନ...
ଗାଁ ଗାଁ ବୁଲି ମନ୍ଦିରରୁ ଚୋରି କରୁଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ
ବାଲେଶ୍ୱର: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ମନ୍ଦିର ଲୁଟ୍ ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହେଲା ପୋଲିସ। ସେମାନଙ୍କଠାରୁ ଠାକୁରଙ୍କ ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରର ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଘଟଣା ସମ୍ପର୍କରେ!-->!-->!-->…
ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଯାଜପୁର : ଖରସ୍ରୋତା ନଈକୁଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁଚନା ମୁତାବକ!-->!-->!-->…
୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
କୋରାପୁଟ: ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଳ୍ପକେ ବର୍ତ୍ତିଗଲା ଡ୍ରାଇଭର । ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନରୁ ୧୨୦ କେଜିର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ । ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ ।
ସୂଚନା!-->!-->!-->…
ଜେଲ ପାଚେରୀ ଡେଇଁ ୨ ବିଚାରଧିନ କଏଦୀ ଫେରାର
ଭବାନୀପାଟଣା: ଜିଲ୍ଲା ମୁଖ୍ୟ କାରାଗାରରୁ ୨ ବିଚାରଧୀନ ବନ୍ଦୀ ଚମ୍ପଟ୍ । ୨ ବନ୍ଦୀଙ୍କ ଫେରାର ନେଇ ସୂଚନା ଦେଲ ଜେଲ୍ ସୁପରିଟେଣ୍ଡଣ୍ଟ । ୨ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ରବିବାର ସକାଳୁ ବଗିଚା କାମ କରୁଥିବା!-->!-->!-->…
ଆମ୍ବ ଗୋଟାଇବା ମହଙ୍ଗା ପଡ଼ିଲା ନାବାଳକ କୁ ମାଡ଼ ମାରି ଲହୁ ଲୁହାଣ..!
ଆସିକା : ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁ ରେ ଜଣେ ନାବାଳକ କୁ ଆମ୍ବ ନେବା ଅଭିଯୋଗ ରେ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ବରଗାଁ ଜଣେ ନାବାଳକ ଗ୍ରାମ ନିକଟରେ ଥିବା ଏକ ଆମ୍ବ ଗଛ ନିକଟରୁ ଆମ୍ବ ଗୋଟାଉ ଥିବା ବେଳେ ସେ ଗାଁ ର ଗୁଡ଼ିଆ ବେହେରା ନାମକ ବ୍ୟକ୍ତି ଉକ୍ତ!-->…
ଘର ବାରଣ୍ଡାରେ ଶୋଈଥିବା ଯୁବକଙ୍କୁ ହତ୍ୟା…
ହିଞ୍ଜିଳିକାଟୁ// ପୁରୁଷୋତ୍ତମପୁର ୬!୪ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମ ପନ୍ଦରା ସାହିରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ପାଣ୍ଡିଆ ଗ୍ରାମରେ ଶୁକ୍ରବାର ରାତିରେ ଘରେ ପଶି ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।!-->…
ସ୍ୱାମୀ ସହ ଝଗଡ଼ା କରି ୯ ମାସର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ
କେନ୍ଦ୍ରାପଡା: ସ୍ୱାମୀଙ୍କ ସହ ଝଗଡ଼ା କରି ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଜଣେ ଯୁବକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର!-->…
ବେଆଇନ ଦେଶୀମଦ ପ୍ରସ୍ତୁତି ଓ ବିକ୍ରି କରିବା ଅଭିଯୋଗରେ ୫ ଗିରଫ
ଭୁବନେଶ୍ୱର: ଦିନକୁ ଦିନ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ଦେଶୀ ମଦ ପ୍ରସ୍ତୁତିକୁ ରୋକିବା ପାଇଁ ପୋଲିସ କଡ଼ାକଡ଼ି କରିଛି। ଭୁବନେଶ୍ବର-କଟକର ପୋଲିସ କମିଶନର ସଂଜୀବ ପଣ୍ଡା ଏବଂ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଧେଶ କ୍ରମେ!-->…
କଳାହାଣ୍ଡିରୁ ବାଘ ଛାଲ ଜବତ, ୨ ଗିରଫ
କଳାହାଣ୍ଡି: ଓଡ଼ିଶା ବନ୍ୟପ୍ରାଣୀ ଲୋଭରେ ପଡୋଶୀ ତସ୍କରୀ । ଅବାଧରେ ଚାଲିଛି ବାଘ ଛାଲ ଡିଲ୍ । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା କଳାହାଣ୍ଡିରୁ ଜବତ ହେଲା ବାଘ ଛାଲ । ନର୍ଲା ରେଳ ଷ୍ଟେସନ ପାଖରେ ବିକ୍ରି ପାଇଁ ଡିଲ ବେଳେ ଖବର ପାଇ ମାଡ଼ି ବସିଲା ଏସଟିଏଫ ଟିମ୍ । ୨ ଅଭିଯୁକ୍ତଙ୍କୁ ଗିରଫ!-->…