Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପୁଣି ବାଲି ମାଫିଆ ସକ୍ରିୟ ଜାତୀୟ ରାଜପଥ ଦେଇ ଅନ୍ଧା ଧୁମ ବାଲି ଚାଲାଣ……!
ନଦୀ ଚିଙ୍ଗୁଡ଼ି ଖାଇ ନିଘୋଡ଼ ନିଦରେ ପ୍ରଶାସନ...!!
ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, ୫ ଗିରଫ
ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ।
ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ!-->!-->!-->…
ପୁଅର ଟାଙ୍ଗିଆ ଚୋଟରେ ବାପାମା’ ମୃତ
ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ଆକ୍ରମଣ କରି ତାଙ୍କ ବାପା ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକମାନେ ହେଲେ ଗୁରୁଚରଣ ମୁଣ୍ଡା ଓ ପାଲି ମୁଣ୍ଡା। ଆଜି ସକାଳ ପ୍ରାୟ ୮ଟା ବେଳେ ଘର ଅଗଣାରେ ହଠାତ୍ ଗୁରୁଚରଣଙ୍କୁ ଆକ୍ରମଣ!-->!-->!-->…
ନିଲମ୍ବନ ହେଲେ ସହିଦନଗର ଏସଆଇ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ
ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ!-->…
କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ, ୩ଟି ବନ୍ଧୁକ ଜବତ
କଟକ : କଟକ କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ । ପୁଣି କଟକରୁ ଧରାପଡିଲା ୩ଟି ବନ୍ଧୁକ । ମୁଖ୍ଯ ଅଭିଯୁକ୍ତ ଗୋଲ୍ଡେନ୍ ସିଂହକୁ ବିହାରରୁ ଗିରଫ କଲା ପୋଲିସ୍ । ୩ଟି ବନ୍ଧୁକ,୩ଟି ଗୁଳି ସହ ଏକ ମୋବାଇଲ ଜବତ ହୋଇଛି ।
ଷ୍ଟ୍ରିଟ୍ କ୍ରାଇମ୍ ଏବଂ ବେଆଇନ୍!-->!-->!-->…
ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ
ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ!-->…
ପୋଲିସ କବଜାରେ କୋଟିପତି ଲୁଟେରା : ଭୁବନେଶ୍ୱରରେ ୫ ଫ୍ଲାଟ, ସୋରୋ ଅଂଚଳରେ ୩ ମହଲା ଘର
ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ତାଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତା ସହ ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ । ତାଲା ପଡ଼ିଥିବା ଘରକୁ!-->…
ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା
କୋଇଡା: କଇଁ କଇଁ ହୋଇ କାନ୍ଦୁଛି ୪ ମାସର କୋମଳମତୀ ଶିଶୁଟି । ପ୍ରଥମେ ମା’ ଆଉ ଏବେ ବାପା । ହାତ ଧରାଧରି ହୋଇ ଚାଲିଗଲେ ବାପା, ମା’ । ଏବେ ଶିଶୁଟି ପୁରା ଏକା । ବିନା ଦୋଷରେ ଅନାଥ ହୋଇଗଲା ଏହି କୁନି ଶିଶୁଟି । ହଁ ଆଜ୍ଞା ଏ ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି!-->…
ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ, ୩ ଥର ପୋଲିସ ଉପରକୁ କରିଥିଲେ ମରଣାନ୍ତକ ଆକ୍ରମଣ
ବାଙ୍କୀ : କାବୁ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ କାବୁ କଲା ପୋଲିସ । ୩ ଥର ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ସରୋଜ ଦାସ। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ସରୋଜ। କଟକ ତାଳବସ୍ତ ଫାଣ୍ଡି ପଦନପୁର ଗାଁ ନିକଟରୁ!-->…
ଭଣ୍ଡ ତାନ୍ତ୍ରିକର ଠକାମୀର ଶିକାର ହେଲେ ଉମରକୋଟ ସୁନା ବ୍ୟବସାୟୀ….
ଉମରକୋଟ, ସପ୍ର (୨୪/୦୩/୨୦୨୪) ଭଣ୍ଡ ତାନ୍ତ୍ରିକର ଠକାମିର ଶିକାର ହୋଇଛନ୍ତି ଉମରକୋଟର ଜଣେ ସୁନା ବ୍ୟବସାୟୀ। ସୁନା ବ୍ୟବସାୟୀଙ୍କୁ ଠାରୁ ସୁନା ରୁପା ତମ୍ବା ଧରି ଫେରାର ହୋଇଯାଇଛି ଭଣ୍ଡ ତାନ୍ତ୍ରିକ। ମିଳିଥିବା ସୂଚନା ଅନୁସାରେ ପ୍ରଭାକର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଉମରକୋଟ ପୁରୁଣା!-->!-->!-->…