Sign in
Sign in
Recover your password.
A password will be e-mailed to you.
ମହାପ୍ରଭୁ ଇଚ୍ଛାକଲେ ତାଙ୍କ ଲାଗି ନୂଆ ଅଳଙ୍କାର ସମ୍ଭବ ହେବ – ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ,୬ା୭: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନୂଆ ଅଳଙ୍କାର ପରିଧାନ କରାଇବା ନେଇ ଭକ୍ତଙ୍କ ମଧ୍ୟରେ ଦୀର୍ଘ ଦିନର ଆକାଂକ୍ଷା ଜାରି ରହିଥିବା ବେଳେ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର କହିଛନ୍ତି ଯେ, ଏହି ଅଳଙ୍କାର!-->…
ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ
ସମ୍ବଲପୁର: ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା। ପର୍ଯ୍ୟାୟକ୍ରମେ ୧୨ଟି ଫାଟକ ଦେଇ ବନ୍ୟାଜଳ ଛଡ଼ାଯିବ। ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍ ଖୋଲାଯିବ ବୋଲି ସୂଚନା!-->…
ସୁନାବେଶରେ ଝଟକିଲେ ଅଟ୍ଟାଳି ଜଗନ୍ନାଥ
ଆଠଗଡ : ପବିତ୍ର ବଡ ଏକାଦଶୀ ତିଥିରେ ରଥାରୂଢ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଏବଂ ଜଗନ୍ନାଥ ବଲ୍ଲଭ ମଠର ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ରଥ ଉପରେ ଶ୍ରୀ ଜୀଉଙ୍କୁ ସୁବର୍ଣ୍ଣ!-->…
ପୁଣି ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼…
ଭୁବନେଶ୍ୱର,୬।୭: ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି।
ଏହା!-->!-->!-->…
ଓଡ଼ିଶା ଭାଜପା ସଭାପତି ନିର୍ବାଚନ: ଭୋଟର ତାଲିକା ପ୍ରକାଶ
ଭୁବନେଶ୍ୱର,୬।୭: ଓଡ଼ିଶା ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ମୋଟ ୨୭୩ ଜଣ ଭୋଟରଙ୍କ ନାମ ସାମିଲ ହୋଇଛି। ଏହି ତାଲିକାରେ!-->…
ଦୋକାନ ଭିତରେ ପଶିଗଲା କାର୍: ଜଣେ ଗୁରୁତର
ଭଞ୍ଜନଗର: ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ରବିବାର ମଧ୍ୟାହ୍ନ ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଘଟଣାରେ ପରେ ଗାଡ଼ି ଚାଳକ ସମେତ କାର୍ରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।ଏହି ଦୁର୍ଘଟଣାରେ!-->…
ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଶ୍ରୀରେ ଝଲସୁଛି ବଡ଼ଦାଣ୍ଡ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ…
ପୁରୀ: ଆଷାଢ଼ ଶୁକ୍ଳ ଏକାଦଶୀର ପବିତ୍ର ଅବସରରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ଭକ୍ତି ଓ ଆଧ୍ୟାତ୍ମିକତାର ଏକ ମହାସାଗରରେ ପରିଣତ ହୋଇଛି। ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ, ମହାପ୍ରଭୁଙ୍କ ଦୁର୍ଲଭ "ସୁନାବେଶ" ବା "ବଡ଼ ତଢ଼ାଉ ବେଶ" ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।!-->…
ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା
ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି ଘଟଣା ଘଟିଛି।
!-->!-->!-->…
ଭାରତ ମସୁଦର ଠିକଣା ବିଷୟରେ ସୂଚନା ଦେଲେ ଆମେ ଖୁସିରେ ଗିରଫ କରିବୁ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାର ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ପାକିସ୍ତାନର ବାସିନ୍ଦା ବି ପ୍ରତ୍ୟାଖ୍ୟାନ କରିଦେବେ।ଜୈସ-ଏ-ମହମ୍ମଦର ମୁଖ୍ୟାଳୟ!-->…
ଲୋହିତ ସାଗରରେ ବ୍ରିଟିଶ ଜାହାଜ ଉପରକୁ ରକେଟ୍ ମାଡ଼
ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପୂର୍ବ ଗତ କିଛି ଦିନ ହେଲା କିଛିଟା ଶାନ୍ତ ଥିବା ବେଳେ ପୁଣି ସେଥିରେ ବ୍ୟାଘାତ ସୃଷ୍ଟି ହୋଇଛି । ରବିବାର ୟେମେନ୍ ଉପକୂଳ ନିକଟରେ ଲୋହିତ ସାଗରରେ ଏକ ବ୍ରିଟିଶ ବାଣିଜ୍ୟିକ ଜାହାଜ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଜାହାଜ!-->…