ଆନ୍ତଃଜିଲ୍ଲା ଲୋକ କଳାକାର ମହାସମାବେଶ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ନୀଳାଦ୍ରିନଗରରେ ଆନ୍ତଜିଲ୍ଲା ଲୋକ କଳାକାର ମହା ସମାବେଶ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ବାଲିମେଳା ନଗର ନିକଟସ୍ଥ ନୀଳାଦ୍ରି ନଗର କଲ୍ୟାଣ ମଣ୍ଡପ ଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘ

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀଙ୍କ ବୈଠକ

ଭୁବନେଶ୍ୱର: ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ଅନେକ

ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଟାସ୍କଫୋର୍ସ ବୈଠକ…

ନୟାଗଡ଼ : ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵାସ୍ଥ୍ୟ ସେବା ସମ୍ପର୍କିତ ଟାସ୍କଫୋର୍ସର ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଜ୍ଞାନଜ୍ୟୋତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ

କର୍ଯ୍ୟକ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ବିରୁଦ୍ଧରେ ପ୍ରତିରୋଧ କାର୍ଯ୍ୟକ୍ରମ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏବଂ ଓଡ଼ଗାଁ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ ଆଇନ - ୨୦୧୩ ସମ୍ବନ୍ଧୀୟ ବ୍ଲକ

ଜିଲ୍ଲା ଚିକିତ୍ସାଳୟରୁ ନବଜାତକ ଉଭାନ : ସ୍ୱାସ୍ଥ୍ୟକର୍ମୀ ମାନେ ନବଜାତକୁ ନେଇ ଆଉ ଦେଉନଥିବା ଅଭିଯୋଗ ଆଣିଲେ ପରିବାର…

ତଦନ୍ତ ପରେ ପଦକ୍ଷେପ ନିଆଯିବ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ... ମାଲକାନଗିରି,୧୬।୯ କନ୍ୟାସନ୍ତାନ ଜନ୍ମ ପରେ ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ। ହେଲେ ଝିଅ ଜନ୍ମ ପରେ ଜେଜେ ମାଙ୍କ ଠାରୁ ନବଜାତକୁ ଚିକିତ୍ସା ହେବ କହି କିଛି ସ୍ୱାସ୍ଥ୍ୟ କର୍ମୀ ନେଇ ଆଉ ଫେରାଇ ନଥିଲେ । ଶିଶୁ

ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକ ଆଜି ମାର୍କଣ୍ଡିତଟରେ ଉଦ୍ଧାର

ଚିକିଟୀ : ଗଞ୍ଜାମ ଜିଲ୍ଲା ସୂନାପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ସୂନାପୁର ବେଳାଭୂମି ଗତ କାଲି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଜଣେ ନିଖୋଜ ଥିବା ଯୁବକ ଆଜି ମାର୍କଣ୍ଡି ତଟରେ ଉଦ୍ଧାର ହେବା ଜଣାପଡିଛି। ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ହେଲେ ଚିକିଟୀ ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ

ଅନ୍ତଃ ଜିଲ୍ଲା ପୁରୁଷ ଓ ମହିଳା ସିପକଟାକ୍ରୋ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ

ରାୟଗଡ଼ା : ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ଅନ୍ତଃ ଜିଲ୍ଲା ପୁରୁଷ ଓ ମହି ଳା ସିପକଟାକ୍ରୋ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ୨୪ତମ ସିନିଅର ଅନ୍ତ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଓ ୨୩ତମ ସବ-ଜୁନିଅର ୨୦୨୪ ଅନୁଷ୍ଠିତ

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ; ଗଡ଼ବଡ଼ ହେଲେ ରଦ୍ଦ କରାଯିବ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ,

ହଜାରିବାଗ ଜଙ୍ଗଲରେ ଏନକାଉଣ୍ଟର, ଦୁଇ ନକ୍ସଲ ନିହତ

ରାଞ୍ଚି : ହଜାରୀବାଗର ଗିରହୋର ଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର । ଆଜି ସକାଳେ ସୁରକ୍ଷା ବାହିନୀ ସହିତପାନାତିତ୍ରୀ ଜଙ୍ଗଲରେ ଏକ ଏନକାଉଣ୍ଟରରେ ୧ କୋଟି ଟଙ୍କାର ପୁରସ୍କାର ରାଶି ବହନ କରିଥିବା ମାଓବାଦୀ ସହଦେବ ସୋରେନ ଏବଂ ଅନ୍ୟ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି

ପୁଣି ବଦଳିଲା ଜେନ-ଜିଙ୍କ ସ୍ବର, ସୁଶୀଳା କାର୍କିଙ୍କ ବିରୋଧରେ ଆରମ୍ଭ ହେଲାଣି ଅସନ୍ତୋଷ

କାଠମାଣ୍ଡୁ : ନେପାଳରେ ଜେନ-ଜିଙ୍କ ବିକ୍ଷୋଭ ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜି ବିରୋଧ କରୁଛନ୍ତି । ନୂଆ