ବାଲିଗୁଡାରେ ପବିତ୍ର ବାହୁଡା ଯାତ୍ରା ପାଳିତ : ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯାତ୍ରା କଲେ ବ୍ରହ୍ମାଣ୍ଡପତି

ବାଲିଗୁଡା : ଜନ୍ମବେଦୀରେ ଲୀଳାଖେଳ ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ରତ୍ନ ବେଦୀ କୁ ଫେରିଛନ୍ତି l ହଜାର ହଜାର ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିବା ସହ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଭକ୍ତ ଓ ଭଗବାନ ଏକାଠି ହୋଇଥିଲେ l ପହଣ୍ଡି

ଜରି ପଲିଥିନ, ପ୍ଲାଷ୍ଟିକ ବର୍ଜନ ପାଇଁ ପଥପ୍ରାନ୍ତ ନାଟକ: ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା : ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା ରେ ସହଯୋଗୀ କାର୍ଯ୍ୟକାରୀ ସଂସ୍ଥା

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ। ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ

ଜରି ପଲିଥିନ, ପ୍ଲାଷ୍ଟିକ ବର୍ଜନ ପାଇଁ ପଥପ୍ରାନ୍ତ ନାଟକ : ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା : ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା ରେ ସହଯୋଗୀ କାର୍ଯ୍ୟକାରୀ ସଂସ୍ଥା

ସାଂସଦ ଓ ବିଧାୟକଙ୍କ ଦ୍ବାରା ଚାରି ପ୍ରକଳ୍ପର ଉଦ୍ଘାଟନ

ଚିକିଟୀ : ଏହି ନିର୍ବାଚନ ମଣ୍ଡଳୀ ରେ ଆଜି ସାଂସଦ ପ୍ରଦୀପ କୁମାର ପାଣଗ୍ରାହୀ ଓ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଦ୍ଵାରା ଚାରି ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ କରି ସୁମାଣ୍ଡି ଠାରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା,ସେହିପରି ସୁରଳ ଠାରେ ନୂତନ

ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ

ମାଲକାନଗିରି : ଜଗତରନାଥ ଜଗନ୍ନାଥ ଆଡ଼ପ ମଣ୍ଡପରେ ୯ ଦିନ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଲେ । ଆଜି ମାଲକାନଗିରି ସଦର ବଡଦାଣ୍ଡରେ ଭକ୍ତି ଭକ୍ତଙ୍କ ସହ ଭଗବାନଙ୍କ ମିଳନର ଦୃଶ୍ୟ ଅତି ମନୋରମ ଥିଲା । ଆଦିବାସୀ ବହୁଳ ମାଲକାନଗିରି ରେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଭକ୍ତଙ୍କ

ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଲେ ବଳଭଦ୍ର ଓ ଦେବୀ ସୁଭଦ୍ରା, ପୋଡ଼ପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ…

ପୁରୀ: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜିଉମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ଆଗି ସିଂହଦ୍ବାରକୁ ଆସୁଛନ୍ତି। ସର୍ବ ପ୍ରଥମେ ପ୍ରଭୁ ବଳଭଦ୍ର ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଏହା ପରେ ଭଉଣୀ ସୁଭଦ୍ରା ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଅଳ୍ପ ସମୟ ମଧ୍ୟରେ ସିଂହଦ୍ବାର

ବ୍ରାହ୍ମଣୀରେ ବଢୁଛି ଜଳସ୍ତର; ଖୋଲିଲା ମନ୍ଦିରା ଡ୍ୟାମ୍‌ର ୮ ଗେଟ୍‌

ରାଉରକେଲା:ଗତ ସପ୍ତାହେ ଧରି ବ୍ରାହ୍ମଣୀରେ ଜଳସ୍ତର ବଢୁଥିବାରୁ ଶୁକ୍ରବାର ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍‌ରୁ ୮ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୬୭୮.୯୦ ଫୁଟ୍‌ ରହିଛି । ଝାଡ଼ଖଣ୍ଡରେ ଲଗାଣବର୍ଷା କାରଣରୁ ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି।

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ତ୍ରିନିଦାଦ ଓ ଟୋବେଗୋର ସମର୍ଥନ

ନୂଆଦିଲ୍ଲୀ ୫।୭: ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଉ ଏକ ଦେଶର ସମର୍ଥନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ମଧ୍ୟରେ ତ୍ରିନିଦାଦା ଓ ଟୋବେଗୋ ଏହି ସମର୍ଥନ ଘୋଷଣା କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସମକକ୍ଷ