ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼: ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ

ପୁରୀ : ସେପ୍ଟେମ୍ବର ୧୯ରୁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ । https://edistrict.odisha.gov.inରେ ଆବେଦନ କରିପାରିବେ । ହବିଷ୍ୟାଳୀ ମାଆମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ

ଡ଼ବଲ ଇଞ୍ଜିନ ସରକାର ଦେଉଛି ଚାଷୀଙ୍କୁ ଡବଲ ଦୁଃଖ :ଚାଷୀଙ୍କୁ ସାର ଯୋଗାଇବା ରେ ସରକାର ବିଫଳ….!

ଅଭାବୀ ସାର ବିକ୍ରି ନେଇ ଚାଷୀ ରାଜ ରାସ୍ତା ରେ... ଭୁବନେଶ୍ୱର /ବ୍ରହ୍ମପୁର: ସାରା ରାଜ୍ୟରେ ସାର ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ନୋଟ ବନ୍ଦୀ ଠାରୁ ଲୋକଙ୍କୁ ସରକାର ଲାଇନରେ ଛିଡା କରେଇବାର ଅଭ୍ୟାସ କରିସାରିଲେଣି। ସୁଭଦ୍ରା ଯୋଜନା ହେଉକି ରାସନ କାର୍ଡ ସଂଶୋଧନ ହେଉକି

ଭଡ଼ା ଘରେ ଚାଲିଛି ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ: ଧାର୍ଯ୍ୟ ଭଡ଼ା ନଦେବାରୁ ଓଡ଼ଗାଁ ଅଦାଲତରେ…

ନୟାଗଡ଼:ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା କାର୍ଯ୍ୟାଳୟ ଟି ଭଡ଼ାଘରେ ଚାଲୁଥିବା ବେଳେ ଘର ମାଲିକଙ୍କ ଦ୍ବାରା ଧାର୍ଯ୍ୟ ଭଡ଼ା ବ୍ୟାଙ୍କ ନଦେଇ ଅଯଥା ସମୟ ଗଡ଼ାଇ ଚାଲିଥିବାରୁ ଏନେଇ ଘର ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଓଡ଼ଗାଁ ଦେୱାନୀ ଅଦାଲତରେ କେସ ନମ୍ବର ୧୯୧/୨୫ ରେ

ଚିକିଟି ତହସିଲ ଡ଼ଭରା ଗାଁ ଠାରେ ବେଆଇନ ଚୋରା ବାଲି ଚାଲାଣ ସମ୍ପର୍କ ରେ ଜିଲ୍ଲାପାଳଙ୍କୁ ଅଭିଯୋଗ…

ବାଲି ଚୋରଙ୍କ ପଛରେ ଥିବା ସର୍ଦାର କିଏ...?? ସାଧାରଣ ରେ ପ୍ରଶ୍ନ ଅସ୍ମିତାକୁ ବଞ୍ଚେଇବା ପାଇଁ ବିଜେଡ଼ିର କପି ପେଷ୍ଟ ଚୋରିକୁ ବନ୍ଦ କରନ୍ତୁ ମୋହନ ସରକାର….! ବ୍ରହ୍ମପୁର: ଚୋରା ବାଲି ମାଫିଆ ମାନେ ଇନ୍ଦ୍ର ଚନ୍ଦ୍ର ଆଉ ମାନୁ ନାହାନ୍ତି। ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଘାଟ

ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ…

ଚିକିଟୀ-- ଗଞ୍ଜାମ ଜିଲ୍ଲା ସୂନାପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି। ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ହେଲେ ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ କେ.ନୂଆଗାଁ ଗ୍ରାମ ପଞ୍ଚାୟତ ଲିଆଖାଇ ଗ୍ରାମର

ଭାରତ ପରେ ଚୀନ ପଛରେ ପଡ଼ିଲେ ଟ୍ରମ୍ପ: ୧୦୦% ଶୁଳ୍କ ବୃଦ୍ଧି ଧମକ ପରେ ଚୀନ ଦେଲା ଜବାବ

ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ବୃଦ୍ଧି କରି ସଫଳ ନ ହେବାରୁ ଏବେ ଚୀନ ପଛରେ ପଡ଼ିଯାଇଛନ୍ତି। ଚୀନ ଉପରେ ୧୦୦% ଟାରିଫ ଲାଗୁ କରିବାକୁ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ କହିଛନ୍ତି, ଯାହାର ଜବାବ ଦେଇଛି ଚୀନ। ଚୀନ ବୈଦେଶିକ

ଅସ୍ଥି ବିସର୍ଜନ କରି ଫେରିବା ବେଳେ ଦୁର୍ଘଟଣା, ୭ ମୃତ

ଜୟପୁର: ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶିବଦାସପୁର ଅଞ୍ଚଳରେ ରବିବାର ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୪ ମାସର ଏବଂ ଅନ୍ୟ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି। ସୂଚନା ଅନୁସାରେ,

ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ଉର୍ବଶୀଙ୍କୁ ଇଡି ସମନ

ନୂଆଦିଲ୍ଲୀ : ଅନଲାଇନ ବେଟିଂ ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ଆର୍ଥିକ ଅନିୟମିତତା ନେଇ ଅନଲାଇନ ବେଟିଂ ଆପ୍ 1xBet ବିରୋଧରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ପୂର୍ବରୁ