Sign in
Sign in
Recover your password.
A password will be e-mailed to you.
ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ଉର୍ବଶୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଅନଲାଇନ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ଆର୍ଥିକ ଅନିୟମିତତା ନେଇ ଅନଲାଇନ ବେଟିଂ ଆପ୍ 1xBet ବିରୋଧରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ପୂର୍ବରୁ!-->…
ଭାରତ-ଆମେରିକା ମଧ୍ୟରେ ହୋଇପାରେ ପି-୮ଆଇ ଚୁକ୍ତି
ନୂଆଦିଲ୍ଲୀ, ୧୪।୯ : ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂଆ ସ୍ତରକୁ ଗତି କରୁଛି। ଭାରତୀୟ ନୌସେନା ପାଇଁ ୬ ଅତିରିକ୍ତ ପି-୮ଆଇ ମେରିଟାଇମ୍ ପେଟ୍ରୋଲ ଏୟାରକ୍ରାଫ୍ଟର ଚୁକ୍ତିକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ପ୍ରାୟତଃ ଶେଷ ହୋଇଛି। ୪ ଅରବ ଡଲାରରେ ଏହି ଚୁକ୍ତି ହେବା ସହିତ!-->…
ଖାଇବର ପଖତୁନଖ୍ୱାରେ TTP ଆକ୍ରମଣ, ୧୨ ପାକିସ୍ତାନୀ ସୈନିକ ମୃତ
ପେଶାୱାର: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ତେହେରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ହୋଇଥିବା ଆକ୍ରମଣରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନୀ ସେନା ନିଜେ ଏହି ସୂଚନା ଦେଇଛି । ପାକିସ୍ତାନ ସେନା କହିଛି ଯେ ଗତ ଚାରି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଖାଇବର!-->…
ଫିଲ୍ମ ଦେଖିବା ପାଇଁ ଉତ୍ତର କୋରିଆବାସୀଙ୍କୁ ମିଳୁଛି ଭୟଙ୍କର ଦଣ୍ଡ
ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ସାଉଥ୍ କୋରିଆନ୍ ଡ୍ରାମା (କେ-ଡ୍ରାମା) ସେୟାର କରୁଥିବାରୁ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି । ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ରର ମାନବଧିକାରୀଙ୍କୁ ଦାବି କରିଛନ୍ତି । ବିଦେଶୀ ଟିଭି ଶୋ!-->…
୧୧୪ ନୂଆ ରାଫେଲ କିଣିବା ପାଇଁ ବାୟୁସେନାର ଭାରତ ସରକାରଙ୍କୁ ପ୍ରସ୍ତାବ
ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ Su-୫୭ ଉପରେ ନଜର ରଖିଛି । ଏକ ରୁଷୀୟ ଦଳ ଖୁବ୍!-->…
ସୁଧୁରିବନି ପାକିସ୍ତାନ, ବନ୍ୟା ସହାୟତା ନାଁରେ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି
ସୁଧୁରିବନି ପାକିସ୍ତାନ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି । ଅପରେସନ ସିନ୍ଦୂର ବେଳେ ମୁରିଡକେ ସ୍ଥିତ ଲସ୍କର ହେଡକ୍ବାର୍ଟରକୁ ସଂପୂର୍ଣ୍ଣ ଧ୍ବଂସ କରି ଦେଇଥିଲା ଭାରତ । ମେ ୭ ତାରିଖରେ ଏୟାର ଷ୍ଟ୍ରାଇକ କରି ହେଡକ୍ବାର୍ଟର ବିଲ୍ଡିଂ କୁ ମାଟିରେ ମିଶାଇ ଦେଇଥିଲା ।!-->…
ଆସାମରେ ଭୂମିକମ୍ପ, ତୀବ୍ରତା ୫.୮
ଆସାମ: ଆସାମରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ଆଜି ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଦେଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି । ଲୋକମାନେ ଘର ଏବଂ ଦୋକାନ!-->…
ନାବାଳିକାଙ୍କୁ ଶାରୀରିକ ନିର୍ଯାତନା: ସ୍ପିଚ୍ ଥେରାପିଷ୍ଟ ଗିରଫ
ଦିଲ୍ଲୀ: ଦିଲ୍ଲୀର ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ଜଣେ ୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।!-->…
ଶ୍ରୀମନ୍ଦିରରେ ଷୋଳପୂଜାର ବିଧି ଆରମ୍ଭ, ମୂଳାଷ୍ଟମୀ ଅନୁଷ୍ଠିତ
ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନାନ୍ୟ ଦେବୀ ପୀଠମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା । ଏ ନେଇ ଶ୍ରୀ ନଅରରେ ବିଧି ଅନୁସାରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ୨୧ ଜଣ ସ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କୁ!-->…
ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ଓ ବୋହୂକୁ ଆକ୍ରମଣ
ସମ୍ବଲପୁର: ଗୁଣିଗାରେଡ଼ି ମାୟାରୁ ବାହାରିପାରୁନି ମଣିଷ । ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ବୋହୁଙ୍କୁ ପ୍ରବଳ ମାଡ଼ । ଡାହାଣୀ କହି ଶାଶୁ ବୋହୁକୁ ବାସନ୍ଦ କଲେ ଗାଁ ଲୋକେ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବଲରଙ୍ଗା ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାରର ଶାଶୁ!-->…