Sign in
Sign in
Recover your password.
A password will be e-mailed to you.
ଏମ୍ସ ଭୁବନେଶ୍ୱର ପୂର୍ବ ଭାରତରେ ଶ୍ରେଷ୍ଠ ମେଡିକାଲ୍ କଲେଜ
ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୪ତମ ସ୍ଥାନ!-->…
ଅବକାରୀ ବିଭାଗ ହାତରେ ୬ ଜଣ ଗଞ୍ଜେଇ ମାଫିଆ :ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ…..!
ବ୍ରହ୍ମପୁର: ଅବକାରୀ ବିଭାଗ ଏବେ ଆକ୍ଟିଭ ଏବଂ ଆକ୍ସନ ମୁଡ଼ ରେ, ଗଞ୍ଜେଇ ମାଫିଆ ମାନଙ୍କ ଆଡ୍ଡା ଉପରେ ଚଢ଼ାଉ କରି ଗୋଡ଼ାଇ ଗୋଡ଼ାଇ ଧରୁଛି। ଓଡିଶା ରାଜ୍ୟ ଅବକାରୀ ଆଯୁକ୍ତ ପି. ଅନ୍ଵେଷା ରେଡ୍ଡୀ ଓ ଅବକାରୀ ଯୁଗ୍ମ ଆଯୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଉପ-ଆଯୁକ୍ତ, ଦକ୍ଷିଣାଞ୍ଚଳ ଡମ୍ବରୁ ଧର!-->…
ମନ୍ତ୍ରୀଙ୍କ ବୈଠକ କୁ ବିଜେପି ୱାର୍ଡ଼ ମେମ୍ବର ଏବଂ ସମର୍ଥକ ଙ୍କୁ ବିଧାୟକ ଗୋଷ୍ଟି ପକ୍ଷରୁ ବାରଣ…..!
ମାଫିଆ ମାନଙ୍କୁ ଭସ୍ମାସୁର ପରି ଦେଉଥିବା ବର ବିଧାୟକ ଙ୍କୁ ହିଁ ଭାରି ପଡିବ...!
କାଶୀପୁର, ଦଶମନ୍ତପୁର ଓ ଲକ୍ଷ୍ମୀପୁରରେ ବେଦାନ୍ତ ବିରୋଧରେ ଜନଆନ୍ଦୋଳନ
ରାୟଗଡ଼ : କାଶୀପୁର, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକେ ଆଜି ଏକ ବିଶାଳ ଆନ୍ଦୋଳନରେ ସାମିଲ ହୋଇ “ବେଦାନ୍ତ ଡାଉନ୍ ଡାଉନ୍” ଏବଂ “OMC ଗୋ ବ୍ୟାକ୍” ନାରା ଦେଇଛନ୍ତି। ଲକ୍ଷ୍ମୀପୁର OMC କାର୍ଯ୍ୟାଳୟ ସମ୍ମୁଖରେ ଏହି ଆନ୍ଦୋଳନରେ ଅଞ୍ଚଳବାସୀଙ୍କର!-->!-->!-->…
ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ବ୍ୟାପକ ଚଢ଼ଉ : ୧୫ ଲକ୍ଷ ଟଙ୍କାର ଚୋରା ମଦ ଜବତ, ୨୫୬୦୦ ଲିଟର ପୋଚ ନଷ୍ଟ…
ବ୍ରହ୍ମପୁର : ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ, ଆଇ.ପି.ଏସ୍ ଏବଂ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି। ଏହି ଚଢ଼ଉ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ପାତ୍ରପୁର ତହସିଲଦାର ଶ୍ରୀ ଅଶୋକ!-->!-->!-->…
ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି l ଭାରପ୍ରାପ୍ତ ଅଧ୍ଯକ୍ଷ ନୀଳାତଳ ମହାରଣା ଜିଲ୍ଲା ସଂଯୋଜକ ତଥା ପ୍ରାଥମିକ ଚିକିତ୍ସା ବିଶାରଦ ଡ.ବିଭୂତି ଭୂଷଣ ଆତାର୍ଯ୍ଯ, ବିଷୟ!-->…
ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ
କନ୍ଧମାଳ : ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ କନ୍ଧମାଳ ଜିଲ୍ଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବନ କଲେ କନ୍ଧମାଳ ଜିଲ୍ଲାପାଳ । ଘଟଣା ଦିନ ପ୍ରଧାନ ଶିକ୍ଷକ ଅନୁପସ୍ଥିତ!-->…
ଠିକ ସମୟରେ ସଠିକ ଉତ୍ତରଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କଲେ ମାଲକାନଗିରି ର ୩ବର୍ଷ ର ଶିଶୁ ଏମ୍. ପ୍ରତ୍ୟୁଷ…
ମାଲକାନଗିରି : କମ ସମୟ ରେ ସଠିକ ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି ମାଲକାନଗିରି ର ମର୍ଡନ ଇଂରାଜୀ ବିଦ୍ୟାଳୟ ପ୍ଲେ ସ୍କୁଲ ର ୩ବର୍ଷ ର ଛାତ୍ର (ଶିଶୁ )ଏମ୍. ପ୍ରତ୍ୟୁଷ କୁମାର। ତାଙ୍କ ନିଜ ଜନ୍ମ ସ୍ଥାନ ଓଡ଼ିଶାର ପୁରୀର ଜିଲ୍ଲା ରେ ହୋଥିଲେ ମଧ୍ୟ ତାଙ୍କ ବାପା!-->…
ରାଜ ସୁନାଖଳା ଘରୋଇ ବସ୍ ଷ୍ଟାଣ୍ଡରେ ନାହିଁ ଯାତ୍ରୀଙ୍କ ପାଇଁ ମୌଳିକ ବ୍ୟବସ୍ଥା
ନୟାଗଡ଼: ନୟାଗଡ଼ ଜିଲ୍ଲା ,ରାଜ ସୁନାଖଳା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଯାହାକି ଦୁଇଟି ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ର ମିଳନ ସ୍ଥଳୀ , ଏହି ବଜାର ମଧ୍ୟ ଦେଇ ଜାତୀୟ ରାଜପଥ ନମ୍ବର ୫୭ ଯାଇଅଛି। ଏହି ରାସ୍ତା ଦେଇ ହଜାର ହଜାର ଭାରି ଯାନ,ବସ୍,ଟ୍ରକ୍, କାର ଆଦି ରାତି ଦିନ ଯାତାୟାତ କରିଥାନ୍ତି।!-->…
କଂଗ୍ରେସରେ ମିଶିଲେ ବରିଷ୍ଟ ନେତା କୈଳାଶ ମିଶ୍ର….
ଭୁବନେଶ୍ୱର : କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ପ୍ରଭାବିତ ହୋଇ ଦଳରେ ଯୋଗଦେବା ଧାରା ଅବ୍ୟାହତ ରହିଛି। ଶନିବାର ମଧ୍ୟାହ୍ନରେ 'ବିକଳ୍ପ ଓଡିଶା' ସଭାପତି କୈଳାଶ ମିଶ୍ର କଂଗ୍ରେସରେ ଯୋଗଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ!-->…