Sign in
Sign in
Recover your password.
A password will be e-mailed to you.
ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କଲା ସ୍ବାମୀ
ଉତ୍ତରପ୍ରଦେଶ : ବିଜନୌର ଜିଲ୍ଲାର ନଗିନା ଦେହାତ ପୋଲିସ ଷ୍ଟେସନ ଅଞ୍ଚଳରେଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ଅବୈଧ ସମ୍ପର୍କ ସନ୍ଦେହରେ ନିଜ ପତ୍ନୀଙ୍କୁ ପିଟିଥିଲେ ସ୍ବାମୀ । କଥା କେବେଳ ଏତିକିରେ ଅଟକି ନଥିଲା ସ୍ବାମୀ ଏବଂ ନିଜ ପତ୍ନୀଙ୍କୁ ଲଣ୍ଡା!-->…
ନକଲି ପାସପୋର୍ଟ ସହ ମୁମ୍ବାଇ ବିମାନବନ୍ଦରରୁ ଗିରଫ ହେଲେ ନେପାଳୀ ଏବଂ ବାଂଲାଦେଶୀ ନାଗରିକ
ମୁମ୍ବାଇ: ମୁମ୍ବାଇ ସହର ପୋଲିସ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିବାର ପ୍ରୟାସକୁ ପଣ୍ଡ କରିବାରେ ଏହି ଗିରଫଦାରୀ ସଫଳ!-->…
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଉପ-କାରାଗାରରେ ସ୍ବାସ୍ଥ୍ୟ ଶିବିର ଆୟୋଜନ
ଛତ୍ରପୁର : ଛତ୍ରପୁର ଉପ-କାରାଗାର ଅନ୍ତେବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ସହ ବ୍ୟକ୍ତିଗତ ସ୍ବଚ୍ଛତାରେ ଉନ୍ନତି ଆଣିବା ଲକ୍ଷ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଉପ କାରାଗାର ପରିସରରେ ଆଜି ପାଇଁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଉପ!-->!-->!-->…
ଏଲଆଇସି ଡେଭଲପମେଣ୍ଟ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ
ବାଲେଶ୍ବର: ସନ୍ଦେହରେ ଏଲ ଆଇ ସି ଡେଭଲପମେଣ୍ଟ ଅଫିସରଙ୍କ ମୃତ୍ୟୁ । କେମିତି ଘଟିଲା ? କିଏ ତାଙ୍କୁ ହତ୍ୟା କଲେ ? ଯଦି ଜୀବନ ନେଲେ ଏହା ପଛରେ କାରଣ କଣ’ ? ସାଧାରଣ ଲୋକଙ୍କ ମନରେ ଏଭଳି କିଛି ପ୍ରଶ୍ନ ଉଙ୍କି ମାରିଛି । ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମେଘଡମ୍ବରୁ ଅଞ୍ଚଳରେ ଏଲ!-->…
୪ ଘଣ୍ଟା ପରେ ବାକ୍ସ ଭିତରୁ ଉଦ୍ଧାର ହେଲା ୩ ବର୍ଷର ଛାତ୍ର
ବଣାଇ : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ଯରଡ଼ା ହାଇସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ଏହି ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ଆଉ ଜଣେ ୩ୟ ଶ୍ରେଣୀ ଛାତ୍ରକୁ ଏକ ବାକ୍ସରେ ପୁରାଇ ଦେଇଥିଲା । ଛାତ୍ର ଜଣକ ପରେ ପାର୍ଥନାକୁ ନ ଆସିବା ଦେଖି ଶିକ୍ଷକ ଓ ଅନ୍ୟମାନେ!-->…
ମାଲକାନଗିରି ଜିଲ୍କାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦୁଇ ଦଫା ଦାବି ଦେଲେ ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ
ମାଲକାନଗିରି : ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ, ମାଲକାନଗିରି ତରଫରୁ ମାନ୍ୟବର ଜିଲ୍କାପାଳ ମାଲକାନଗିରି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମାଧମରେ ମ।ନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ନେଇ ଦାବି ପ୍ରତ୍ର ପ୍ରଦାନ କରିଥିଲେ। ଏହି ଦୁଇ ଦଫା ଦାବୀ ନେଇ ଆଲୋଚନା ମଧ୍ୟ!-->…
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏସଏସଆର, ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା
ଭୁବେନଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ନିର୍ଦେଶନାବା ଜାରି ହୋଇଛି। ଏଥିଲାଗି!-->…
କେନ୍ଦୁଝରର ୧୩ ବ୍ଲକରେ ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ ଗଡ଼ିଲା
ଭୁବନେଶ୍ୱର/କେନ୍ଦୁଝର: “ସମୃଦ୍ଧ ଓଡିଶା, ବିକଶିତ ଓଡ଼ିଶା” ର ପ୍ରତିଶ୍ରୁତିକୁ ଆଗକୁ ବଢାଇ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି!-->…
ଗୋଟିଏ ଦିନରେ ୨.୬୩ କୋଟିର ବେଆଇନ ସାମଗ୍ରୀ ଜବତ କଲା ଅବକାରୀ ବିଭାଗ
ଭୁବନେଶ୍ୱର: ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ “ଏନ୍ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍”ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ମୋଟ ୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି। ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୩,୮୨୭ BL!-->…
ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ!-->…