Sign in
Sign in
Recover your password.
A password will be e-mailed to you.
କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହରେ ୬୦୦ ମହିଳା ସମ୍ମାନିତ
ବ୍ରହ୍ମପୁର : ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ!-->…
ଛତ୍ରପୁର ପ୍ରେସ କ୍ଳବର କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ସରୋଜ ଉପସଭାପତି ପ୍ରଦୀପ ଏବଂ ସମ୍ପାଦକ ହେଲେ ଅଜିତ
ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଲାଗି ଶୁକ୍ରବାର ନିର୍ବାଚନ ଶେଷ ହୋଇଛି l ସଭାପତି ଭାବେ ସରୋଜ ସାମଲ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅଜିତ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି l ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ସାହୁ, ସହ- ସମ୍ପାଦକ!-->!-->!-->…
ସି-୩ ଦ୍ୱାରା ଦିଲ୍ଲୀ ଠାରେ ଆୟୋଜିତ ଅନ୍ତର୍ଜାତୀୟ କୈଶୋର ସମ୍ମିଳନୀରେ ଯୋଗଦେଲେ ନୟାଗଡ ଜିଲ୍ଲାର କିଶୋର କିଶୋରୀ
ନୟାଗଡ଼: ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍ କିଶ୍ୱରପ୍ରସାଦ ପଞ୍ଚାୟତ ର ବିଷ୍ଣୁପ୍ରିୟା ବେହେରା ଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୂର ପଞ୍ଚାୟତ ର ସନ୍ଦୀପ ସାହୁ ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଚଳିତ!-->…
ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ କାଉନସିଲର ଙ୍କ ଅନାସ୍ଥା ପ୍ରସ୍ତାବ….
ରାୟଗଡା : ପ୍ରାୟ ୩ ବର୍ଷ ହେଲା ରାୟଗଡା ପୌରସଂସ୍ଥାର ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ପୌରସଂସ୍ଥାର କାଉନସିଲର ମାନଙ୍କ ମତକୁ ଅଣଦେଖା ସହ ହେଗ୍ୟାନ କରିବା , ନିଜ ସ୍ୱାର୍ଥ ପାଇଁ ପଦବୀରେ ଅପବ୍ୟବହାର କରିବା ଆଦି ଦୀର୍ଘ ତିନି ବର୍ଷ ଧରି ଅଭିଯୋଗ କରିଆସୁଥିବା ପୌରସଂସ୍ଥାର କାଉନସିଲର ମାନଙ୍କ!-->…
ଋଷରୁ ତେଲ କିଣିବା ନେଇ ଆମେରିକାର ବାଣିଜ୍ୟ ସଚିବଙ୍କ ଭାରତକୁ ଖୋଲା ଧମକ..
ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ସେ!-->…
ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେଲେ ଧନଖଡ଼
ନୂଆଦିଲ୍ଲୀ: ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍। ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ!-->…
ମୋଦିଙ୍କ ମାଆଙ୍କୁ ନେଇ ବିବାଦ ଥମୁନି: ଏଆଇ ଭିଡିଓ ପୋଷ୍ଟ କଲା ବିହାର କଂଗ୍ରେସ
ପାଟନା: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ରାଜନୈତିକ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ କଂଗ୍ରେସର ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା!-->…
ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ, ଖାଲି କରାଗଲା କୋର୍ଟ ପରିସର
ବମ୍ବେ: ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିଛି । ଯାହା ଉଭୟ ହାଇକୋର୍ଟରେ ହଇଚଇ ସୃଷ୍ଟି କରିଛି । ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସକୁ ହାଇକୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ପରିସରକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି!-->…
ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷ କାରାଦଣ୍ଡ
ବ୍ରାଜିଲ୍: ପୂର୍ବତନ ରାଷ୍ଟ୍ରପତି କାଟିବେ ସଜ୍ଜା । ୨୭ ବର୍ଷ କଟିବ ଜେଲରେ । ଏବେ ଜେଲ ହେଲା ତାଙ୍କ ଠିକଣା । ଦେଶର ପ୍ରଥମ ନାଗରିକ ଯିଏ ଶାସନ ଗାଦିରେ ବସି ଦେଶ କଥା ବୁଝିଥିଲେ । ଅପରାଧ କେସରେ ଜେଲରେ ୨୭ ବର୍ଷ କାଟିବେ ସଜ୍ଜା ।
ଗୁରୁବାର ଦିନ ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ!-->!-->!-->…
ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ମେଲ୍ ଯୋଗେ ଧମକ
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇଦେବାକୁ ଶୁକ୍ରବାର ମେଲ୍ ଯୋଗେ ଧମକ ମିଳିଛି । ପୂର୍ବରୁ ଦିଲ୍ଲୀ ସ୍କୁଲ୍କୁ ବୋମା ଧମକ ମିଳିବା ପରେ ଏବେ ହାଇକୋର୍ଟକୁ ମିଳିଛି ଧମକ । ମେଲ୍ ପାଇବା ମାତ୍ରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି କୋର୍ଟ ପରିସରରେ ସୁରକ୍ଷା!-->…