ମାଲକାନଗିରି ଜିଲ୍ଲା ସଦରରେ ବିଶ୍ଵ ହିନ୍ଦୀ ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟରେ, ଜିଲ୍ଲାର ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ତତ୍ବାବଧାନରେ, ମହାସମାରୋହରେ 'ବିଶ୍ବ ହିନ୍ଦୀ ଦିବସ' ପାଳିତ ହୋଇଯାଇଛି। 'କାର୍ଯ୍ୟକ୍ରମର ଶୁଭାରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କ

GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ । ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି ।

ଶ୍ରେଣୀରେ ବସିବା ପାଇଁ ଦୁଇ ଛାତ୍ର ଧାରୁଆ ଅସ୍ତ୍ରରେ ପରସ୍ପରକୁ କଲେ ଆକ୍ରମଣ

ହିଞ୍ଜିଳିକାଟୁ: ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦୁଇ ସହପାଠୀ ମଧ୍ୟରେ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଓ ବେଲଗାଁ ଥାନା ଗଣ୍ଡଳା ସରକାରୀ ସ୍କୁଲରେ ବୁଧବାର ଦିନ ଶ୍ରେଣୀକକ୍ଷରେ ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ତାଙ୍କ

ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ, ଜିଲ୍ଲା ମୁଖ୍ୟାଳୟକୁ ଥାନା ଅଧିକାରୀଙ୍କ ବଦଳି

ଘଟଗାଁ : ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ ।  ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ସହ କେନ୍ଦୁଝର ପାଟଣା ଥାନା ଏଏସଆଇଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୮ ତାରିଖରେ ଟେଣ୍ଡରା ଗାଁରେ ଯାତ୍ରା ଚାଲିଥିବାବେଳେ ନିଶା ମହାରଣାଙ୍କୁ ଡାକାଯାଇଥିଲା ।  ତାଙ୍କ ନୃତ୍ୟ

ଭସାଣୀ ବେଳେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ଚକା ଫାଟି, ୧୦ ଆହତ

ଗୁରୁଡିଝାଟିଆ : ପୁରୁଣା କଟକ ସମ୍ବଲପୁର ରାସ୍ତା ର କଖଡ଼ି ବଜାର ଘାଟ କୂଳ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମେଲୋଡି ପାର୍ଟିର ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗଣେଶ ପୂଜା ଭସାଣି ପାଇଁ ଗାଡିଟି ସମ୍ବଲପୁରରୁ କଟକ

ଆସୁଛନ୍ତି ମା’ : ଶକ୍ତିପୀଠରେ ଷୋଡଶ ପୂଜା ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି ।

ଘରେ ପଶି ଗନ୍ ପଏଣ୍ଟରେ ଲୁଟି ନେଲେ

ଉଦଳା : ରାତି ଅଧରେ ଘର ଛାତ ଦେଇ ପଶିଲେ , ଗନ୍ ପଏଣ୍ଟରେ ଲୁଟି ନେଲେ। ଉଦଳା ଶରତ ଥାନା ଦେବାନବାହାଳୀ ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ମୂତାବକ ଏହି ଗାଁର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ୫ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି

ବାତ୍ୟା କିମ୍ବା ଅବପାତ ଆଶଙ୍କା ନାହିଁ : ଆଇଏମ୍‌ଡି ଡିଜି

ଭୁବନେଶ୍ଵର : ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି। କହିଛନ୍ତି ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ

ଭେଜାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତି, ୧୩ ଛାତ୍ରୀ ଅସୁସ୍ଥ

ଜୟପୁର: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଭେଜାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତି ଦେଖାଦେଇଛି। ଫଳରେ ଛାତ୍ରୀ ନିବାସରେ ରହୁଥିବା ୧୩ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ

ମହାନଦୀରେ ବୁଡ଼ି ପୁତୁରା ମୃତ, ଦାଦା ନିଖୋଜ

ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ରିଜ ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଦାଦା ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି। ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ