Sign in
Sign in
Recover your password.
A password will be e-mailed to you.
ଉତ୍ତରାଖଣ୍ଡରେ ମୌସୁମୀର ତାଣ୍ଡବ, JCB ରେ ଯାଇ ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଧାମି
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମୌସୁମୀ ତାଣ୍ଡବ ରଚିଛି । ଡେରାଡୁନର ସସ୍ତଧାରାଠାରେ ବାଦଲ ଫଟା ବର୍ଷା ଯୋଗୁଁ ଅରାଜକତା ଦେଖାଦେଇଛି । ଅନେକ ଲୋକ ନିଖୋଜ ଥିବା ସୂଚନା ମଧ୍ୟ ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡେରାଡୁନର ମାଲଦେବତା-କେସରୱାଲା ଅଞ୍ଚଳରେ ବାଦଲଫଟା!-->…
ବେଟିଂ ଆପ୍ ମାମଲା: ଯୁବରାଜ ସିଂ, ରବିନ ଉଥପ୍ପା ଓ ସୋନୁ ସୁଦଙ୍କୁ ଇଡି ସମନ
ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ୍ ସହିତ ଜଡିତ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଅନେକ ନାମୀଦାମୀ ପରିଚିତ ଲୋକଙ୍କୁ ପଚରାଉଚରା କରୁଛି ଇଡି । ଇଡି ସ୍କାନରେ ଏବେ ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ଅଭିନେତା ସୋନୁ ସୁଦ । ଅନଲାଇନ ଆପ ପ୍ରଚାର ଓ ମନିଲଣ୍ଡିଂ ମାମଲାରେ!-->…
ଶସ୍ତାରେ ପାଇବେ କ୍ଷୀର, ଲିଟର ପିଛା ୨ ଟଙ୍କା ହ୍ରାସ
ନୂଆଦିଲ୍ଲୀ: ସରକାରଙ୍କ ଦ୍ବାରା GST ସଂସ୍କାର ଘୋଷଣା ପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ମଦର ଡେରୀ କ୍ଷୀରର ମୂଲ୍ୟ ହ୍ରାସ ହୋଇଛି । ଯାହା ଗ୍ରାହକମାନଙ୍କୁ ବଡ଼ ଆଶ୍ବସ୍ତି ଦେଇଛି । ୨୨ ସପ୍ଟେମ୍ବରରୁ ନୂତନ GST ହାର ଲାଗୁ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ମଧ୍ୟ କମ୍ପାନୀ!-->…
ନାସିକର ଏକ ଘରୋଇ ବିଦ୍ୟାଳୟକୁ ବୋମା ଧମକ
ନାସିକ : ମହାରାଷ୍ଟ୍ର ନାସିକର ଏକ ପ୍ରାଇଭେଟ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ପୋଲିସ ମାମଲାର ଯାଞ୍ଚ କରୁଛି । କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ କିଛି ମିଳିନାହିଁ ।
ପୋଲିସ କହିବା ମୁତାବକ, ଇନ୍ଦିରାନଗର ପୋଲିସ!-->!-->!-->…
ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
ହରଭଙ୍ଗା :ଗାଈ ଚରାଇବା ବେଳେ ଅଘଟଣ, ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ଗ୍ରାମରେ। ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ଧଲପୁର ଗ୍ରାମର ଗୋବିନ୍ଦ ମହାକୁଡ ଏବଂ ଟୁକାନା ଦେହୁରୀ ଟିକରାପଡା ପଡିଆକୁ ଦୁହେଁ ଗାଈ!-->…
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରିପରିଷଦ ବୈଠକ
ଭୁବେନଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମନ୍ତ୍ରିପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉପସ୍ଥିତ ରହିଛନ୍ତି ସମସ୍ତ ବିଭାଗର ମନ୍ତ୍ରୀ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମୋହର ବାଜିବା ସମ୍ଭାବନା ରହିଛି!-->…
ଅଟୋରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲା ପୋଲିସ
ଭୁବେନଶ୍ବର: ଅଟୋରେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନିରଞ୍ଜନ ଭୋଇକୁ ଗିରଫ କରିଛି। ଘଟଣାଟି ଭୁବନେଶ୍ଵରର ଗ୍ୟାରେଜ ଛକ ନିକଟରେ ଘଟିଥିଲା।
ସୂଚନା ଅନୁସାରେ, ପୀଡ଼ିତା ଯୁବତୀ ଅଟୋରେ!-->!-->!-->…
ଶିକ୍ଷକମାନଙ୍କ ଗଣ୍ଡଗୋଳକୁ ନେଇ ପାଠପଢା ଠପ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ପଞ୍ଚାୟତ ଅଧିନରେ ଥିବା ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ମାସ ହେଲା ପ୍ରଧାନଶିକ୍ଷକଙ୍କ ସହିତ ସହ ଶିକ୍ଷକମାନଙ୍କ ମତ ମତାନ୍ତର ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟର ଶିକ୍ଷା ନୀତି!-->…
ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଆଉ ୫୬ଟି ନୂଆ କେନ୍ଦ୍ରରେ ହେବ ମତଦାନ
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ନିର୍ବାଚନରେ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତାଦାତା ଭୋଟ୍ ଦେବେ। ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବରେ ରଖି ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ!-->…
ଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ହସପିଟାଲରେ ଚିକିତ୍ସାଧୀନ
କଟକ : ବଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ହସପିଟାଲରେ ଚିକିତ୍ସାଧୀନ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ବୁଦ୍ଧାଦିତ୍ୟଙ୍କ ଚିକିତ୍ସା ଚାଲିଛି । ତାଙ୍କୁ କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟା ରହିଥିଲା । ତେବେ ଲଙ୍ଗସରେ ସଂକ୍ରମଣ ଯୋଗୁଁ ଦେହ ଅଧିକ ଖରାପ ହେବା ପରେ ତାଙ୍କୁ!-->…