ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ ‘ଏକ୍ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ 'ଏକ୍ ପେଡ୍ ମା କେ ନାମ' ୨.୦ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରାଯାଇଛି l

ମୌସୁମୀ ଅଧିବେଶନ ପାଇଁ ବିଧାନସଭା ଜଗିବେ ୩୦ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ଵର : ଗୁରୁବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ।  ଏଥିପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ପୁଲିସ୍‌ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଗୁଇନ୍ଦା ନିର୍ଦେଶକଙ୍କ ସହ ଆଇନଶୃଙ୍ଖଳା

କଳିଙ୍ଗା ଘାଟି ଭୂସ୍ଖଳନ : ମରାମତି ପ୍ରାୟ ୭ ଦିନ ଲାଗିବ!

କନ୍ଧମାଳ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ସମୟ ଲାଗିବ। ଘାଟି ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍‌ଏଚ୍‌ଆଇର ପ୍ରମୁଖ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ମରାମତି କରି ଗାଡି ଚଳାଚଳର ବ୍ୟବସ୍ଥା କରାଯିବ। କଳିଙ୍ଗା

ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍‌ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍ ଅଭିଯୁକ୍ତ ଦୀପକକୁ ମୃତଦେହ

ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ‘ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁର ୟୁଥ ରେଡ଼ କ୍ରସ,ଜାତୀୟ ସେବା ଯୋଜନା,ସ୍କାଉଟ ଓ ଗାଇଡ୍ସ ଓ ଓଡ଼ଗାଁ ବନ ବିଭାଗ ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ପୌରୋହିତ୍ୟରେ "ମାଆ ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୋତା ପିନ୍ଧି ନ ଥିବାରୁ ଛାତ୍ରଙ୍କୁ ମାଡ ମାରି ଗେଟ୍‌ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ

ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୋତା ପିନ୍ଧି ଆସି ନ ଥିବାରୁ ପିଲାଙ୍କୁ ମାଡ ମାରିବା ସହିତ ଗେଟ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୭ଟାରେ ବିଦ୍ୟାଳୟ ପରିସରରେ ପ୍ରାର୍ଥନା

ମହଙ୍ଗା ପଡ଼ିଲା ଦବଙ୍ଗଗିରି : ଏକା ସାଥିରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ…

ଉମରକୋଟ/ରାଇଘର ( ୧୭/୦୯/୨୦୨୫) ସାମାନ୍ୟ ପାରିବାରୀକ ବିବାଦ କେତେ ଦୂର ପର୍ଯ୍ୟନ୍ତ ହିଂସ୍ରାତ୍ମକ ରୂପ ନେଇପାରେ, ତାହାର ଏକ ଜ୍ୱଲନ୍ତ ଉଦାହରଣ ଦେଖାଗଲା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା କ୍ଷେତ୍ରରେ ଥିବା କେବିକଙ୍ଗା ଡିଏନକେ ଗ୍ରାମରେ। ସାଧାରଣ ପାରିବାରିକ

ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାୟଗଡା : ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର । ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ହେଲେ ମା ଓ ଶିଶୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗିର DEO ଅଫିସରେ କ୍ରାଇମବ୍ରାଞ୍ଚର ରେଡ୍

ବଲାଙ୍ଗିର: ବଲାଙ୍ଗିର DEO ଅଫିସରେ କ୍ରାଇମବ୍ରାଞ୍ଚ। ନକଲି ସାର୍ଟିଫିକେଟ ମାମଲାରେ ଖୋଳତାଡ଼। ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା। ଅତିରିକ୍ତ ଏସ୍ ପି ବିକାଶ ରଞ୍ଜନ ବେଉରିଆଙ୍କ ନେତୃତ୍ବରେ ରେଡ୍ ଚାଲିଛି । ନକଲି

ପଲିଥିନ୍ ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ବିଏମସିର ଅପିଲ୍

ଭୁବନେଶ୍ୱର: ଦୁର୍ଗାପୂଜାରେ ପଲିଥିନ୍ କ୍ୟାରି ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅପିଲ୍ କରିଛି। ପ୍ଲାଷ୍ଟିକର ବ୍ୟବହାର ଏବଂ ଅଳିଆ ଆବର୍ଜନାକୁ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏଭଳି