Sign in
Sign in
Recover your password.
A password will be e-mailed to you.
ଭୂସ୍ଖଳନ ଯୋଗୁଁ ବନ୍ଦ ଥିବା ମାତା ବୈଷ୍ଣୋଦେବୀ ଯାତ୍ରା ପୁଣି ଆରମ୍ଭ ହେଲା, ୩ ସପ୍ତାହ ହେଲାଣି ଥିଲା ବନ୍ଦ
ଜମ୍ମୁ କଶ୍ମୀର : ପୁଣି ଆରମ୍ଭ ହେଲା ମାତା ବୈଷ୍ଣୋଦେବୀ ଯାତ୍ରା । ୩ ସପ୍ତାହ ହେଲାଣି ବନ୍ଦ ଥିବା ମାତାଙ୍କ ଦରବାର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିଛି । ଲଗାତାର ୨୨ ଦିନ ହେଲାଣି ବନ୍ଦ ଥିବା ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଯାହାକୁ ଖରାପ ପାଣିପାଗ ଯୋଗୁଁ ତତ୍କାଳ ବନ୍ଦ କରାଯାଇଥିଲା!-->…
ମହାରାଷ୍ଟ୍ର ଗଢଚିରୋଲୀରେ ସୁରକ୍ଷାବଳକୁ ବଡ଼ ସଫଳତା: ୨ ମହିଳା ନକ୍ସଲ ନିହତ
ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ ଅଞ୍ଚଳର ଜାମ୍ବିଆ ଜଙ୍ଗଲରେ ଗୁଳି!-->!-->!-->…
ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ
ଇଟାଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ!-->…
ବ୍ରହ୍ମପୁର ପୋଲିସର ପ୍ରଶଂସନୀୟ କାର୍ଯ୍ୟ : ଶହେ ମୋବାଇଲ ଓ ଲକ୍ଷାଧିକ ଟଙ୍କା ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମରେ ପ୍ରାୟ ଶହେଟି ହଜିଥିବା ମୋବାଇଲ ଫୋନ ଉଦ୍ଧାର କରାଯାଇ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହିତ ସାଇବର ଠକେଇର ଶିକାର ହୋଇ ହରାଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଉଦ୍ଧାର କରାଯାଇ!-->!-->!-->…
ମା ବୁଧେଇ ଓଷା ପୂଜା କମିଟି (ମହିଳା ସମିତି)ପକ୍ଷରୁ ସାଂସ୍କୃତିକ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,୧୬/୯(ନିସର୍ତ୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଙ୍କୁଲପାଟଣା ସାହିରେ ମା ବୁଧେଇ ଓଷା ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି!-->…
ଝଡ଼ବର୍ଷାରେ କଳିଙ୍ଗା ଘାଟିରେ ଭୁସ୍ଖଳନ; ଯାନବାହାନ ଯାତାୟାତରେ ଠପ…
କନ୍ଧମାଳ,ତା,୧୭/୦୯: କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ ବଡ ପଥର ଓ ମାଟି ଅତଡା ଖସି ଜାତୀୟ ରାଜପଥ ଉପରକୁ ମାଡି ଆସିଛି। ଏଥିସହ ପ୍ରଵଳ ବେଗରେ ପାହାଡ଼ ପାଣି ମଧ୍ୟ!-->…
ନର୍ଦ୍ଦମା ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ୩ ଜଣ…
ଦିଲ୍ଲୀ : ଦିଲ୍ଲୀର ଅଶୋକ ବିହାରରେ ନାଳ ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ରହିଛନ୍ତି । ଏପରି ଘଟଣା ବିଳମ୍ବିତ ରାତି ୧୨ଟା ସମୟରେ ଦେଖିବାକୁ ମିଳିଥିଲା ।
ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଏକ!-->!-->!-->…
ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର
ବାଲିଗୁଡା : ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପାଦ ଥାପିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମିଦନରେ ଶୁଭକାମନା ଜଣାଉଛି ।!-->…
ମହିଳା ଅସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା: ବିଜେଡି ମହିଳା ମୋର୍ଚ୍ଚାର ଆଇଜି ଅଫିସ୍ ଘେରାଉ ଓ ରାସ୍ତାରୋକ
ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ମହିଳାମାନେ ଅସୁରକ୍ଷିତ ହୋଇପଡ଼ୁଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ଆଜି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇ.ଜି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟ ରାସ୍ତା ଅବରୋଧ କରିଛି। ମହିଳାମାନଙ୍କ ପ୍ରତି!-->!-->!-->…