Sign in
Sign in
Recover your password.
A password will be e-mailed to you.
ରାଜ୍ ୟୁଥ୍ ଫାଉଣ୍ଡେସନ୍ ର ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ ସମାରୋହ-୨୦୨୫ ଅନୁଷ୍ଠିତ
ନୟାଗଡ : ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସଂଯୋଗସ୍ଥଳ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l!-->!-->!-->…
ନବରଙ୍ଗପୁର ଜିଲ୍ଲା ରେ ଭୁଷୁଡୁଛି ଶିକ୍ଷା ବ୍ୟବସ୍ଥା :୨୪୫ ଛାତ୍ରୀ ପାଇଁ ୨ ଜଣ ଶିକ୍ଷୟିତ୍ରୀ…
ଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳ ରେ ଶିକ୍ଷକ ମରୁଡି.. ପାଠ ପଢା ଠପ
ଉମରକୋଟ /ଝରିଗାଁ (୧୭/୦୯/୨୦୨୫) ବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବଣୁଆଗୁଡ଼ା ପଂଚାୟତର ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁତର ଶିକ୍ଷକ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ!-->!-->!-->!-->!-->…
ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ ପକ୍ଷରୁ ଦଣ୍ଡସେନାଗୁଡ଼ା ଠାରେ ଏନ୍ ଏସ୍ ଏସ୍ ର ସ୍ଵତନ୍ତ୍ର ଶିବିର ଉଦଘାଟିତ…
ମାଲକାନଗିରି : ମାଲକାନଗିରିର ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ, କୁଡୁମୁଲୁଗୁମ୍ମା, ଜିଲ୍ଲା-ମାଲକାନଗିରିର NSS ସହ-ୟୁନିଟ୍ ୧ ପକ୍ଷରୁ ୧୭.୦୯.୨୦୨୩ ରେ ସ୍ଥାନୀୟ ଦଣ୍ଡସେନାଗୁଡ଼ା ଠାରେ NSS ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ହୋଇଯାଇଛି। ସମ୍ମାନିତ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ!-->…
ଆସିକା ଖଡ଼ଭାଗ ଗ୍ରାମ ଏବେ ଗଞ୍ଜେଇ ମାଫିଆ ମାନଙ୍କ ହବ୍ ..!
ଧୃତରାଷ୍ଟ୍ର ସାଜିଛି ପ୍ରଶାସନ ନା ଆଉ କିଛି...??
ମାଲକାନଗିରି ଉପଖଣ୍ଡ ଚିକିତ୍ସାଳୟରେ ଏକ୍ସରେ ମେସିନ ବାରମ୍ବାର ଖରାପ ରୋଗୀ ହନ୍ତସନ୍ତ…
ମାଲକାନଗିରି ୧୯,୦୯ ରାଜ୍ୟ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି।ବିଶେଷ କରି ରାଜ୍ୟ ସରକାର ଏବେ ସ୍ୱାସ୍ଥ୍ୟ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇଛନ୍ତି।କିନ୍ତୁ ଅନେକ ମେଡ଼ିକାଲ ରେ ଭିତ୍ତିଭୂମି ଅଭାବରୁ ନିରୀହ ଗରିବ ରୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ!-->…
ଧୋଦ୍ରା ଗ୍ରାମଠାରେ ମାଝୀ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ…
ଉମରକୋଟ / :-( ୧୮/୦୯/୨୦୨୫) ଭାରତ ବର୍ଷ ଏକ କୃଷିପ୍ରଧାନ ଦେଶ। ଆମ ଓଡ଼ିଶା ରାଜ୍ୟରେ ବସବାସ କରୁଥିବା ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ସେଥିପାଇଁ କୃଷି ସମ୍ପର୍କିତ ପର୍ବଗୁଡ଼ିକ ଓଡ଼ିଆ ସଂସ୍କୃତିରେ ବିଶେଷ ମାନ୍ୟତା ରଖିଥାଏ। ପଶ୍ଚିମ ଓଡ଼ିଶାର ମୁଖ୍ୟ ଗଣପର୍ବ ନୂଆଖାଇ କେବଳ ସେଠିକି!-->…
ଆସିକା ବିଜୁପଟ୍ଟନାୟକ ଛକରେ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଜବତ ଦୁଇ ଗିରଫ….
ବ୍ରହ୍ମପୁର: ପାର୍ବଣ ଋତୁକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ସାଙ୍ଗକୁ ଯାଞ୍ଜ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସିକା ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ଼ ପେଟ୍ରୋଲିଙ୍ଗ ବେଳେ ବିଜୁପଟ୍ଟନାୟକ ଛକରୁ ବିପୁଳ ମରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଯୁବତୀ!-->…
ମାଫିଆ ଓ ପୋଲିସର ସଲାସୁତରା ରେ ଚାଲିଛି ଜିଲ୍ଲାରେ ଜୁଆ ଆଡ୍ଡା ..!
ଜୁଆ ଆଡ୍ଡା ରୁ ଜବତ ଟଙ୍କାର ସିଂହ ଭାଗ ଯାଉଛି କୁଆଡେ..??
କାତାର ଉପରେ ଇସ୍ରାଏଲର ଆକ୍ରମଣ, ଜାତିସଂଘରେ ଭାରତର ନିନ୍ଦା
ଦିଲ୍ଲୀ: ଜାତିସଂଘରେ ଇସ୍ରାଏଲକୁ ନିନ୍ଦା କରିଛି ଭାରତ । କାତାର ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଭାରତ ଏହାକୁ ନିନ୍ଦା କରିଛି । ଭାରତ କହିଛି ଯେ କାତାର ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ଏହା ତା’ର ସାର୍ବଭୌମତ୍ବର ଉଲ୍ଲଙ୍ଘନ କରିଛି । ଜାତିସଂଘସ୍ଥିତ ଭାରତର ପ୍ରତିନିଧି!-->…
ମୋଦିଙ୍କ ୭୫ତମ ଜନ୍ମଦିନରେ ମହିଳାଙ୍କୁ ବଡ଼ ଉପହାର : ଆଜିଠୁ ସ୍ବାସ୍ଥ୍ୟ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ
ଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶର ମହିଳାଙ୍କୁ ମିଳିବ ବଡ଼ ଉପହାର । ଏହାରି ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ନାରୀ,ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି । ଯାହାକି ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ସାରା ଦେଶରେ!-->…