ମାଲକାନଗିରି ଜିଲ୍ଲାରେ ଜୀବିକା, କୋରାପୁଟ ଜିଲ୍ଲାରେ ବସବାସ

ମାଲକାନଗିରି : ମାଥିଲି ଅଞ୍ଚଳରେ ଛିଡୁନି ସିମବିବାଦ କୋରାପୁଟ ଜିଲ୍ଲା ରେ ବସବାସ, ଏବଂ ଜିଲ୍ଲା ମାନ୍ୟତା ବି ପାଉଛନ୍ତି କୋରାପୁଟ ,କିନ୍ତୁ ହାତେଇଛନ୍ତି ମାଲକାନଗିରି ଜିଲ୍ଲା ର ସୁବିଧା ସୁଯୋଗ । ଏ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଞ୍ଚଳବାସୀ ଚେଷ୍ଟା କରୁଥିଲେ ମଧ୍ୟ ଅଦ୍ୟାବଧି ତାହା

ନାବାଳିକାକୁ କାର୍‌ ଭିତରେ ବଳାତ୍କାର କରିଥିବା ଅଭିଯୋଗ : ଘଟଣା ପରେ ଅଭିଯୁକ୍ତ ଫେରାର

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ

ମିଳିଲା ଗ୍ରୀନ ସିଗନାଲ, ବିଜୟ ମାଲ୍ୟା, ନୀରବ ମୋଦିଙ୍କ ସହ ଭାରତ ଆସିବେ ଏହି ପଳାତକ

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର

ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ ଫେରିଥିବା

ବିଶ୍ଵବିଦ୍ୟାଳୟରେ ରାଗିଂ, ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା

ଉତ୍ତରପ୍ରଦେଶ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଏବଂ

ସେପ୍ଟେମ୍ବର ୨୮ରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ

ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍‌ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲ୍ ରେ ରୁଷକୁ ମିଳିଲା ସଫଳତା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ । ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା କରି କହିଛନ୍ତି ପ୍ରୋ

ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ ଟିଭି ରିପୋର୍ଟସ ମୁତାବକ, ଦଳୀୟ ନେତାମାନେ

ମୁମ୍ବାଇ ନାୟର ହସପିଟାଲ ଉପରେ ବୋମାମାଡ଼ ଧମକ

ମହାରାଷ୍ଟ୍ର : ମୁମ୍ବାଇର ନାୟର ହସପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯିବା ପରେ ଯାଞ୍ଚ କରୁଛି । ସୂଚନା ମୁତାବକ, ଧମକଭରା ଇମେଲ ନାୟର ହସପିଟାଲର ଡିନଙ୍କ ଇମେଲକୁ ଆସିଛି । ଧମକ

ଆମେରିକାରେ ହେଲିକପ୍ଟର କ୍ରାସ୍, ସମସ୍ତ ଯାତ୍ରୀ ମୃତ

ଆମେରିକା : ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬ ଭାବରେ ଚିହ୍ନଟ