Sign in
Sign in
Recover your password.
A password will be e-mailed to you.
ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ହତ୍ୟା
ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ଗୁଳିକରି ହତ୍ୟା । ସର୍ବସାଧାରଣରେ ପରିସ୍ରାକୁ ବିରୋଧ କରିବାରୁ ଯୁବକଙ୍କୁ ହୋଇଛିଗୁଳିମାଡ଼ । ଆମେରିକାର କାଲିଫର୍ଣ୍ଣିଆରେ ଘଟିଛି ଅଘଟଣ । ମୃତକ ହରିଆନା ଜିନ୍ଦ ଜିଲ୍ଲା କାଲାନ ଗାଁର କପିଲ ବୋଲି ଜଣାପଡ଼ିଛି । ୨୬ ବର୍ଷୀୟ କପିଲ ତାଙ୍କ ପରିବାରରେ ଏକ!-->…
ପ୍ରଥମ ମହଲାରେ ଫାଟିଲା ଏସି, ଦ୍ୱିତୀୟ ମହଲାରେ ଥିବା ପରିବାରର ୩ ମୃତ, ଶିଶୁ ଗୁରୁତର
ଫରିଦାବାଦ : ହରିୟାଣାର ଫରିଦାବାଦର ଗ୍ରୀନ୍ ଫିଲ୍ଡ କଲୋନୀରେ ଦୁଃଖଦ ଘଟଣା ଘଟିଛି । ଏକ ଘରେ ଏସି ବିସ୍ଫୋରଣ ହେବାରୁ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପରିବାରର ଗୋଟିଏ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ।
ଖବର ମୁତାବକ, ସୋମବାର!-->!-->!-->…
ଜମ୍ମୁ କଶ୍ମୀର କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ, ୩ ଯବାନ ଆହତ
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଏହାପରେ!-->…
‘ଧୃତରାଷ୍ଟ୍ର’ କିଏ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ!-->…
କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିବା ମା’-ପୁଅଙ୍କୁ ଉଦ୍ଧାର କଲା ବନବିଭାଗ
ରାଜନଗର : କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ମଙ୍କୁଆ ନାଳ ନିକଟରୁ!-->…
ପାହାଡ଼ ଉପରକୁ ଉଠିପାରିଲାନି ଆମ୍ବୁଲାନ୍ସ: ୫ କିମି ଭାରରେ ବୁହାହେଲେ ରୋଗୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ପାହାଡ଼ ଉପରେ ଥିବା ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ୫ କିମି ଭାରରେ ବୁହା ହୋଇ ଆସିଲେ ରୋଗୀ। ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ!-->…
ଲଗାଣ ବର୍ଷା: ପୁଣି ଧୋଇଗଲା ଗୁମାଡ଼ି ପୋଲ ରାସ୍ତା
ଫୁଲବାଣୀ: ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପୁଣି ଡାଇଭର୍ଷନ ରାସ୍ତା ଧୋଇଯିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ବେଳେ ଉକ୍ତ ରାସ୍ତା ଯାତାୟାତ କରୁଥିବା ଗାଡି!-->…
ପିତୃପୁରୁଷଙ୍କୁ ପିଣ୍ଡଦେବାକୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଭିଡ
ଭୁବନେଶ୍ବର: ଆଜି ହେଉଛି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜି ଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ!-->…
ବିଲଡିଂ ପ୍ଲାନ୍ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ, ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର: ଏଣିକି ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ। ସୁପ୍ରିମକୋର୍ଟଙ୍କ ଉଦ୍ବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ବିଭାଗ। କଠୋର ହେବ ଯାଞ୍ଚ ପ୍ରକ୍ରିୟା, ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ବିଲଡିଂ ପ୍ଲାନର ଏକ କପି ନିର୍ମାଣ!-->…
ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ। ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ଅଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି। ଏହି!-->…