Sign in
Sign in
Recover your password.
A password will be e-mailed to you.
ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଜମ୍ମୁ-କଶ୍ମୀର ସମେତ ୫ ରାଜ୍ୟର ୨୨ ସ୍ଥାନରେ ଚଢ଼ାଉ
ଶ୍ରୀନଗର: ସୋମବାର ସକାଳୁ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଚଢାଉ କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେଶର ପ୍ରାୟ ୨୨ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ସମସ୍ତ ମାମଲା ଆଭ୍ୟନ୍ତରୀଣ!-->…
ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍; ୬ ଶିଶୁ ଉଦ୍ଧାର ୧୨ ଗିରଫ
ନୂଆଦିଲ୍ଲୀ: ବଡ ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ । ଏହି ଗ୍ୟାଙ୍ଗର ପିଲାମାନଙ୍କୁ ଚୋରି କରିବା ପରେ ବିକ୍ରି କରୁଥିଲା । ତେବେ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗଗୁଡ଼ିକ ଏକ ସଂଗଠିତ!-->…
ହସପିଟାଲରୁ କ୍ୟାବିନେଟ ମିଟିଂ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ପ୍ରଭାବିତ ଚାଷୀଙ୍କ ପାଇଁ କଲେ ବଡ଼ ଘୋଷଣା
ପଞ୍ଜାବ : ପଞ୍ଜାବରେ ବନ୍ୟା ସବୁକିଛି ଛାରଖାର କରିଦେଛି । ପଞ୍ଜାବ ସରକାର ବନ୍ୟାରେ ପ୍ରଭାବିତ ଚାଷୀଙ୍କ ପାଇଁ ୨୦ ହଜାର ପ୍ରତି ଏକର କ୍ଷତିପୂରଣ ଘୋଷଣା କରିଛନ୍ତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହସପିଟାଲରୁ କ୍ୟାବିନେଟ!-->…
ଟାରିଫ ୱାର: ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ କଲେ ସମର୍ଥନ ଜେଲେନସ୍କି
ଭାରତ- ଆମେରିକା ଟାରିଫ ୱାର ମଧ୍ୟରେ ଜେଲେନସ୍କିଙ୍କ ବଡ଼ ବୟାନ । ଭାରତ ଉପରେ ଟାରିଫ ଲଗାଇ ଆମେରିକା ଠିକ୍ କରିଛି ବୋଲି ଜେଲେନସ୍କି କହିଛନ୍ତି । ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି ଜେଲେନସ୍କି । ଆମେରିକାର ଚେତାବନୀ!-->…
ମନସା ଦେବୀ ପାହାଡ଼ରେ ଭୂସ୍ଖଳନ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ହରିଦ୍ବାର : ଉତ୍ତରାଖଣ୍ଡ ହରିହ୍ବାର ହରକି ପୋଡି ନିକଟ ମନସା ଦେବୀ ପାହାଡ଼ରେ ଭୂସ୍ଖଳନ ହୋଇଛି । ଫଳରେ ହରିଦ୍ବାର ଡେରାଡୁନ-ରିଷିକେଶ ରେଳମାର୍ଗରେ ବାଧା ଉପୁଜିଛି । ହରିଦ୍ବାରରେ ପ୍ରବଳ ବର୍ଷା ଯୋଗୁଁ ମନସା ଦେବୀ ପାହାଡରୁ ମାଟି ଧସି ରେଳ ଟ୍ରାକରେ ପଡିଛି । ଫଳରେ ରେଳ ଚଳାଚଳରେ ବାଧା!-->…
ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ହତ୍ୟା
ଆମେରିକାରେ ଭାରତୀୟ ପ୍ରବାସୀଙ୍କୁ ଗୁଳିକରି ହତ୍ୟା । ସର୍ବସାଧାରଣରେ ପରିସ୍ରାକୁ ବିରୋଧ କରିବାରୁ ଯୁବକଙ୍କୁ ହୋଇଛିଗୁଳିମାଡ଼ । ଆମେରିକାର କାଲିଫର୍ଣ୍ଣିଆରେ ଘଟିଛି ଅଘଟଣ । ମୃତକ ହରିଆନା ଜିନ୍ଦ ଜିଲ୍ଲା କାଲାନ ଗାଁର କପିଲ ବୋଲି ଜଣାପଡ଼ିଛି । ୨୬ ବର୍ଷୀୟ କପିଲ ତାଙ୍କ ପରିବାରରେ ଏକ!-->…
ପ୍ରଥମ ମହଲାରେ ଫାଟିଲା ଏସି, ଦ୍ୱିତୀୟ ମହଲାରେ ଥିବା ପରିବାରର ୩ ମୃତ, ଶିଶୁ ଗୁରୁତର
ଫରିଦାବାଦ : ହରିୟାଣାର ଫରିଦାବାଦର ଗ୍ରୀନ୍ ଫିଲ୍ଡ କଲୋନୀରେ ଦୁଃଖଦ ଘଟଣା ଘଟିଛି । ଏକ ଘରେ ଏସି ବିସ୍ଫୋରଣ ହେବାରୁ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପରିବାରର ଗୋଟିଏ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ।
ଖବର ମୁତାବକ, ସୋମବାର!-->!-->!-->…
ଜମ୍ମୁ କଶ୍ମୀର କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ, ୩ ଯବାନ ଆହତ
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଏହାପରେ!-->…
‘ଧୃତରାଷ୍ଟ୍ର’ କିଏ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ!-->…
କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିବା ମା’-ପୁଅଙ୍କୁ ଉଦ୍ଧାର କଲା ବନବିଭାଗ
ରାଜନଗର : କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ମଙ୍କୁଆ ନାଳ ନିକଟରୁ!-->…