ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ୨ଗୁରୁତର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଖାଡିଙ୍ଗିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଅଛନ୍ତି । ମୃତକ ହେଲେ ଖାଡିଙ୍ଗିଆ ଗାଁର ବେଶବେନ କହଁର , କୁକାଙ୍ଗିଆ ଗାଁର ଶଶିକାନ୍ତ ପ୍ରଧାନ । ଅନ୍ୟ ଦୁଇ ଜଣଙ୍କୁ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ

ବାଲିଗୁଡା, ତା, ୦୮/୦୯ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗତ ୩ ଦିନ ମଧ୍ୟରେ ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଆପରାଧିକ ଘଟଣା ଘଟିବାରେ ଲାଗିଛି। ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ

ଝରିଗାଁଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର : ଆଜି ଝରି ଗାଁ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ

ନବରଙ୍ଗପୁରଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ସଭାଗୃହ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରି ଛତ୍ରପତି ସାହୁ ଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗୈlରୀଶଙ୍କର

କୋଟପାଡ଼ ବ୍ଲକ ପରିସରରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ

କୋଟପାଡ଼ : କୋଟପାଡ଼ ବ୍ଲକରେ ଜ଼ିଲ୍ଲା ସ୍ତରୀୟ ଜନ ଶୁଣାଣି ଓ ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି l କୋଟପାଡ଼ ବ୍ଲକର ସତରଟି ପଞ୍ଚାୟତ ଏବଂ କୋଟପାଡ଼ ଏନ. ଏ. ସି ରୁ 44 ଗୋଟି ବ୍ୟକ୍ତିଗତ ଏବଂ 23 ଟି ଗୋଷ୍ଠୀଗତ ଏହିପରି 63 ଅଭିଯୋଗ ପତ୍ର ଅଭିଯୋଗକାରୀଙ୍କ ଦ୍ୱାରା ଶିବିରରେ

ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୩୮ ତମ ସ୍ଵନକ୍ଷତ୍ର ଦିବସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୩୮ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ମହା ଆଡମ୍ବର ସହିତ ପାଳିତ ହୋଇ ଯାଇଛି । ପୂର୍ଵ ନିର୍ଧାରିତ ସୂଚୀ ଅନୁଯାୟୀ

ଅପରେସନ ପ୍ରହାରର ସଫଳତା : ୫ଟି ଦେଶୀବନ୍ଧୁକ ଓ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବାଲିଗୁଡା ,ତା, ୦୮/୦୯ : କନ୍ଧମାଳ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା “ଅପରେସନ ପ୍ରହାର “ ଅଭିଯାନ ରେ ବାଲିଗୁଡା ପୁଲିସ କୁ ମିଳିଛି ଏକ ସଫଳତା । ଏ ନେଇ ସୋମବାର ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତ ସ୍ଵାଇଁ ଏକ ସାମ୍ବାଦିକ ସମ୍ବିଳନୀ କରି ସଫଳତା ର ତଥ୍ୟ

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ହେବ ‘ଦ୍ଵାଦଶ କାଗଜପତ୍ର’

ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) ଲାଗୁ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇଛନ୍ତି। ଏସଆଇଆର କାର୍ଯ୍ୟକାରୀ କ୍ଷେତ୍ରରେ ନାଗରିକଙ୍କ ପରିଚୟପତ୍ର ଯାଞ୍ଚ ଲାଗି ଆଧାର କାର୍ଡକୁ ‘ଦ୍ଵାଦଶ କାଗଜପତ୍ର’ ରୂପେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ

ଲୋକଙ୍କ କାନ୍ଧରେ ବସି ବନ୍ୟାଞ୍ଚଳ ବୁଲିଲେ କଂଗ୍ରେସ ସାଂସଦ, ଭିଡିଓ ଭାଇଇରାଲ ପରେ ଘେରିଲା ବିଜେପି

ପାଟନା: ରବିବାର ବିହାରର କଟିହାରର ମଣିହାରୀ ଏବଂ ବରାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ ତାରିକ ଅନୱର । ଏହି ସମୟରେ ଗ୍ରାମବାସୀମାନେ ତାରିକ ଅନୱରଙ୍କୁ କାନ୍ଧରେ ବୋହି ନେଉଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ

ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପଶିଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ